ସ୍ନାନ କରିବା ପରେ ଏହି କାମ କଲେ ଘରକୁ ଦରିଦ୍ରତା ଆସିଯାଏ ଆପଣ କରୁ ନାହାଁନ୍ତି ତ

ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ସ୍ନାନ କରିବା ପରେ ଆମକୁ କେଉଁ କାର୍ଯ୍ୟ କରିବା କଥା ନୁହେଁ ସବୁ ସମୟ ରେ ଆମେ ମାନେ ଘରେ ଗାଧୋଇ ଆସିବା ପରେ ଅଫିସ୍ ପାଇଁ ବାହାରି ଥାଉ । ହେଲେ ପୁରୁଷ ହେଉ କିମ୍ବା ମହିଳା ସେମାନେ ଗାଧୋଇ ସାରିବା ପରେ ଏହି ସବୁ କାର୍ୟ୍ୟ କରିବା ସେମାନଙ୍କ ପାଇଁ ବହୁତ ବଡ ଭୁଲ ଅଟେ । ଏହି ଛୋଟ ଭୁଲ ଦ୍ୱାରା ଆମର ଜିବନ ରେ ସ୍ୱାସ୍ଥ୍ୟ ଗତ ସମସ୍ୟା ଆପଣ ମାନଙ୍କୁ ଦେଖିବା ପାଇଁ ମିଳେ ତେବେ ଆସନ୍ତୁ ସେହି ଭୁଲ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଶାସ୍ତ୍ର ଅନୁସାରେ ପ୍ରତ୍ୟେକ କର୍ମ ର ସଠିକ୍ ନିୟମ ରହିଛି ।

ଏହି ନିୟମ କୁ ମାନି ଚଳିଲେ ଆପଣ ମାନଙ୍କ ଘର ଏବଂ ପରିବାର ଖୁସି ହୋଇ ଥାନ୍ତି । ବହୁତ ଲୋକ ମାନେ ଗାଧୋଇ ସାରିବା ପରେ ନିଜର ଓଦା ଲୋଗା କୁ ସେମିତି ହିଁ ପକାଇ ରଖି ଥାନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କ ଘରେ ଏହା ଦ୍ୱାରା ନାକାରାତ୍ମକ ଉର୍ଜା ର ବୃଦ୍ଦି ହୋଇ ଥାଏ । ଦୁଇ ରେ ରହିଛି ଆପଣ ମାନେ କେବେ ବି ଦକ୍ଷିଣ ଦିଗ କୁ ମୁହଁ କରି ସ୍ନାନ କରିବା ଉଚିତ୍ ନୁହେଁ । କାରଣ ଏହି ଦିଗ କୁ ଯମ ରାଜା ଙ୍କୁ ସମର୍ପଣ କରା ଜାଇଛି । ସ୍ନାନ କରିବା ପରେ ଆପଣ ମାନଙ୍କୁ କହିବୁ କି ସୂର୍ଯ୍ୟ ଦେବ ଙ୍କୁ ସ୍ମରଣ କରନ୍ତୁ ଏବଂ ଆପଣ ମାନେ ବାଲ୍ଟି ରେ ଗାଧୋଇ ଥିବା ପାଣି କୁ କେବେ ବି ଧରି ରଖନ୍ତିୁ ନାହିଁ ।

ଏହା ଆପଣଙ୍କ ଧନ ଉପରେ ସମସ୍ୟା ଦେଇ ପାରେ ।ସେହି ପରି ଭାବେ ଗାଧୋଇବା ସମୟ ରେ ଚପଲ ର ବ୍ୟବହାର କରିବା ଅଶୁଭ ମନା ଯାଏ । ଏହା ଦ୍ୱାରା ଧନ ହାନୀ ହୋଇ ଥାଏ । ସେହି ପରି ଭାବେ ଗାଧୋଇବା ସମୟ ରେ ପ୍ରଥମ ପାଣି କୁ ନିଜର ପାଦ ରେ ପକେଇବା ଶୁଭ ମନା ଯାଏ । କେବେ ସ୍ନାନ କରିବା ସମୟ ରେ ନିରବ ହୋଇ ସ୍ନାନ କରିବା କଥା ନୁହେଁ , ଗାଧୋଇବା ସମୟ ରେ ଆପଣ ମାନେ ନଖ ବା ଦାଢୀ ଆଦି୍ ର ସଭିଙ୍ଗ୍ କରନ୍ତୁ ନାହିଁ ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ପାରେ । ଆପଣ ମାନଙ୍କ ସ୍ୱାସ୍ଛ୍ୟ ଉପରେ ପ୍ରଭାବ ପକେଇ ପାରେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *