ଶନି ଦଶା ରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି କାମ

jhlkjklkjlfd

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେୁଛି ଶନିବାର ତେଣୁ ଆଜିର ଶନିବାର କୁ ଶନି ମହାରାଜା ଙ୍କୁ ଅର୍ପଣ କରାଯାଇଛି ତେବେ ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ଅନୁସାରେ ଶନି ଦେବ ଙ୍କ ନ୍ୟାୟ ର ଦେବତା ବୋଲି ମାନା ଯାଇଥାଏ ସେ କେବେ ଅନ୍ୟାୟ କୁ ପ୍ରସୟ ଦେଇ ନଥାନ୍ତି । ଭଗବାନ ଶନିଦେବ ଙ୍କର କୃପା ଥରେ ଯାହା ଉପରେ ପଡେ ସେ ବହୁତ ଆଗକୁ ବଢି ଚାଲିଥାଏ ତାହା ର ସବୁ କାମ ସଫଳ ହୋଇଥାଏ ତାର ସବୁଥିରେ ଜୟ ହୋଈଥାଏ କିନ୍ତୁ ଯାହା ଉପରେ ଶନି ଙ୍କର କୁପ ଦୃଷ୍ଟି ପଡିଥାଏ ସେ କେବେ ତାର କିଛି କାମ ରେ ସଫଳ ପାଇ ପାରି ନଥାଏ ବଂର ସେ ସବୁ ଥିରେ ନିନ୍ଦା କଳଙ୍କ ପାଇଥାଏ ଭଗବାନ ଶନିଦେବ ପ୍ରତ୍ୟେକ ପ୍ରାଣୀ ଙ୍କ ସହ ନ୍ୟାୟ କରିଥାନ୍ତି କିନ୍ତୁ ଯେଉଁ ମାନେ ଅନୈତିକ କାମ କରନ୍ତି ସେମାନଙ୍କୁ ଭଗବାନ ଶନିଦେବ ଙ୍କ ର ଦଣ୍ଡ ଭୋଗିବାକୁ ପଡିଥାଏ ।dsgdfkghul

ଆପଣ ମାନଙ୍କୁ କହି ରଖୁଛୁ କି ଯେତେବେଳେ ଭଗବାନ ଶନିଦେବ ନିଜର ଚଳନ ବଦଳାନ୍ତି ସେତେବେଳେ ସେ କେଉଁ ରାଶି ଉପରେ ଭାରି ପଡନ୍ତି ତ କେଉଁ ରାଶି ଉପରେ ଖୁସି ହୁଅନ୍ତି ଏମିତି ରେ ଦେଖିବାକୁ ଗଲେ 12 ଟି ରାଶି ଉପରେ ଭଗବାନ ଶନିଦେବ ଙ୍କ ର ନଜର ରହି ଥାଏ । ତେବେ ବନ୍ଧୁଗଣ ଆପଣ ଜାଣି ରଖନ୍ତୁ କି ଆପଣ ଙ୍କ ର ଜନ୍ମ କୁଣ୍ଡଳି ରେ କେଉଁ କେଉଁ ଦଶା ଥିଲେ କେଉଁ କେଉଁ ଗ୍ରହ ମାନଙ୍କୁ ପୂଜା କରିବା ଉଚିତ , କୁଣ୍ଡଳି ରେ ରବି ଦଶା ଥିଲେ ଆପଣ ରବି ପୂଜା କରିବେ ନଚେତ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଚନ୍ଦ୍ର ଗ୍ହ ରେ ଦୋଶ ଥିଲେ ଭଗବାନ ଶିବ ଙ୍କୁ ପୂଜା କରନ୍ତୁ ମଙ୍ଗଳ ପାଇଁ କୁମାର କାର୍ତ୍ତୀକେୟ କିମ୍ବା ହନୁମାନdsbghgtjhg

ଙ୍କର ପୂଜା କରନ୍ତୁ ବୁଦ୍ଧ ପାଇଁ ମାଆ ଦୁର୍ଗା ଙ୍କ ର ଉପସନା କରନ୍ତୁ ବୃହସ୍ପତି ଙ୍କ ପାଇଁ ଶ୍ରୀ ହରି ଙ୍କୁ ପୂଜା କରନ୍ତୁ ଶୁକ୍ର ପାଇଁ ମାତା ଲକ୍ଷ୍ମୀ କିମ୍ବା ମାତା ଗୈରିଙ୍କୁ ପୂଜା କରନ୍ତୁ ଶନି ଙ୍କ ପାଇଁ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଏବଂ ଭଗବାନ ଶିବ ଙ୍କୁ ପୂଜା କରନ୍ତୁ ରାହୁ ପାଇଁ ଭୈରବ ଙ୍କୁ ପୂଜା କରନ୍ତୁ କେତୁ ପାଇଁ ଭଗବାନ ଗଣେଷ ଙ୍କୁ ଉପସନା କରନ୍ତୁ ତେବେ ଏହାର ପ୍ରତିକାର ପାଇଁ କଣ କରିବା ଦରକାର ଆସନ୍ତୁ ଜାଣିନେବା ।

ସୂର୍ଯ୍ୟ ଆପଣ ଙ୍କ ରାଶି ରେ ସୂର୍ଯ୍ୟ ଗ୍ରହ ର ଅଶୁଭ ଦୃଷ୍ଟି ପଡିଥିଲେ ଏକ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ଚନ୍ଦ୍ର ଙ୍କର ଖରାପ ଦୃଷ୍ଟି ପଡିଥିଲେ 2 ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ମଙ୍ଗଳ ଙ୍କ ର ମଙ୍ଳ ଗ୍ରହ ପ୍ରଭାବ ରୁ ଖରାପ ହେଉଥିଲେ 3 ମୁଖୀ ରୁଦ୍ରାକ୍ଷ କିମ୍ବା 11 ମୁଖୀ ରୁଦ୍ରାକ୍ଷ ଧାରଣ କଲେ ଶୁଭ ଫଳ ମିଳିଥାଏ ବୁଧ ଙ୍କର ବୁଧ ଗ୍ରହ କୁ ଶାନ୍ତି କରିବା ପାଇଁ 4 ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ବୃହସ୍ପତି ମହା ଗ୍ରହ ର ଶାନ୍ତି କରିବା ପାଇଁ 5 ମୁଖୀ କିମ୍ବା 10 ମୁଖୀ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।sagvfkjhjjl,

ଶୁକ୍ର ଗ୍ରହ କୁ ଶାନ୍ତ କରିବା ପାଇଁ 6 ମୁଖୀ କିମ୍ବା 13 ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ଶନି ଗ୍ରହ ର ଖରାପ ପ୍ରଭବ ରୁ ନିଜକୁ ରକ୍ଷା କରିବା ପାଇଁ 7 ମୁଖୀ କିମ୍ବା 14 ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ରାହୁ ମହା ଗ୍ରହ ର କୁପ ଦୃଷ୍ଟି ରୁ ରକ୍ଷା ପାଇବା ପାଇଁ ଆପଣ 8 ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *