ଝିଟିପିଟି ଦେଖିବା ମାତ୍ରେ କରନ୍ତୁ ଏହି ଗୋଟିଏ କାମ ଏତେ ଟଙ୍କା ଆସିବ ସମ୍ଭାଳି ପରିବେନି !

jitipiti

ବନ୍ଧୁଗଣ ଯଦି ଆପଣ ମାନଙ୍କ ଘରେ ଝିଟିପିଟି ରହିଛି ତେବେ କରନ୍ତୁ ଏହି କାମ ଧନର ବର୍ଷା ହେବ । ଝିଟିପିଟି କୁ ଦେଖି ଅନେକ ଲୋକ ମାନେ ଡରି ଜାଇଥାନ୍ତି ତେବେ ଅନେକ ଲୋକମାନେ ଝିଟିପିଟି ଦେଖି କେମିତି ଘରୁ ବାହାର କରିବେ ସେହି ବିଷୟ ରେ ଚିନ୍ତା କରନ୍ତି , ହେଲେ ଏହି ଝିଟିପିଟି ଶରୀର ଉପରେ ପଡିଲେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ସେମିତି ରେ ବନ୍ଧୁଗଣ ଯଦି ଭୁଲ ରେ ଝିଟିପିଟି ପୁରୁଷ ଙ୍କ ଡାହାଣ ହାତ ଉପରେ ପଡେ ତେବେ ଏହା ଅନ୍ୟନ୍ତ ଶୁଭ ହୋଇଥାଏ ଧନ ଲାଭ ର ଯୋଗରହେ ।

ସେହି ପରି ପୁରୁଷ ଙ୍କ ବାମ ହାତେ ରେ ଝିଟିପିଟି ପଡେ ତେବେ ଏହାକୁ ଅଶୁଭ ବୋଲି ମନାଯାଏ । ସେହି ପରି ଝିଟିପିଟି କୈଣସି ବ୍ୟକ୍ତି ଙ୍କର କାନ୍ଧ ରେ ପଡେ ତେବେ ଏହା ଶୁଭ ବୋଲି ମାନା ଯାଏ ଏହାର ଅର୍ଥ ସେହି ବ୍ୟକ୍ତି ଧନ ପ୍ରାପ୍ତି କରିବେ ।

jitipit

ଯଦି କେହି ବ୍ୟକ୍ତି ର ନାକ ରେ ଝିଟିପିଟି ପଡେ ତେବେ ସେହି ବ୍ୟକ୍ତି ର ଭାଗ୍ୟ ପରିବର୍ତନ ହୁଏ । ଯଦି ଭୁଲ ରେ ଝିଟିପିଟି କୈଣସି ବ୍ୟକ୍ତି ର ଗଳା ରେ ପଡେ ତେବେ ସେହି ବ୍ୟକ୍ତିଙ୍କର ଶତୃ ନାଶ ହୋଇଥାଏ ସେହି ବ୍ୟକ୍ତି ମାନେ ଶତୃ ଙ୍କ ଉପରେ ବିଜୟ ପ୍ରାପ୍ତ କରେ ।

ଯଦି ଝିଟିପିଟି ଆପଣ ମାନଙ୍କ ନିଶ ଉପରେ ପଡେ ଏହା ମଧ୍ୟ ଶୁଭ ହୋଇଥାଏ , ସେହି ପରି ଝିଟିପିଟି କୈଣସି ବ୍ୟକ୍ତି ଙ୍କର ଡାହାଣ କାନ ପଡେ ତେବେ ସେହି ବ୍ୟକ୍ତି ସୁନା ଏବଂ ଆଭୁଷଣ ପ୍ରାପ୍ତି କରି ଥାନ୍ତି । ଯଦି ବାମ କାନ ରେ ପଡିଲେ ଆୟୁ ବୃଦ୍ଧି ଘଟେ ।

jitipiti

ଯଦି ଝିଟିପିଟି ମଥା ରେ ପଡିବା ଶୁଭ ହୋଇଥାଏ ଏବଂ ସେହିପରି ବ୍ୟକ୍ତି ମାନେ ଧନ ଲାଭ କରିବାର ଯୋଗ ମଧ୍ୟ ପ୍ରାପ୍ତି କରି ଥାନ୍ତି । ଯଦି ଝିଟିପିଟି ଡାହାଣ ଗୋଡ ରେ ପଡେ ତେବେ ସେହି ବ୍ୟକ୍ତି ଙ୍କୁ କୈଣସି ଯାତ୍ରା ରେ ଯିବା ପାଇଁ ପଡେ ଏବଂ ସେହି ଯାତ୍ରା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *