ପ୍ରତିଦିନ ରାତିରେ କରନ୍ତୁ ଏହି 3 କାମ ! ବନିଯିବେ କୋଟିପତି !

Chanakya niti

ବନ୍ଧୁଗଣ ପ୍ରତି ଦିନ ରାତି ରେ କରନ୍ତୁ ଏହି 3ଟି କାମ ହୋଇ ଯିବେ କୋଟିପତି । ଚାଣକ୍ୟ ନୀତି ଅନୁସାରେ ପ୍ରତି ଦିନ ରାତି ରେ ଆପଣ ମାନେ ବାସ୍ ଏହି 3ଟି କାମ କରନ୍ତୁ । ତେବେ ବନ୍ଧୁଗଣ ଏହି ଗ୍ରନ୍ଥ ର ବିଭିନ୍ନ ସମସ୍ୟା ମାନବ ସମାଜ ର ବିଭିନ୍ନ ସମସ୍ୟା କୁ ଦୂର କରିବା ପାଇଁ ହୋଇ ଥିଲା , ସେମିତି ରେ ଚାଣକ୍ୟ ଜଣେ ମହାନ୍ ଜ୍ଞ୍ୟାନୀ ଥିଲେ ତାଙ୍କର ପ୍ରତ୍ୟେକ କଥା ସଂମ୍ପର୍ଣ୍ଣ କାର୍ଯ୍ୟ କ୍ଷେମ ହେଉ ଥିଲା । ତେବେ ଆସନ୍ତୁ ଜାଣିନେବା ଆଚାର୍ଯ୍ୟ ଚାଣକ୍ୟ ପ୍ରତି ଦିନ କେଉଁ କେଉଁ କାର୍ଯ୍ୟ ସବୁ କରିବା ପାଇଁ କହିଛନ୍ତି ।

ପ୍ରଥମେ ହେଉଛି ନିଜର ଲକ୍ଷ ବିଷୟ ରେ ଭାବିବା ଏବଂ ଆଗାମୀ ଦିନ ରେ କଣ କରିବେ ଚିନ୍ତା କରନ୍ତୁ ଏମିତି କରିବା ଦ୍ୱାରା ଆପଣ ମାନେ ନିଜର ସ୍ୱପ୍ନ କୁ ସବୁ ବେଳେ ପୂରଣ କରିବା ପାଇଁ ଚେଷ୍ଟା କରି ପାରିବେ ଏବଂ ଆପଣ ମାନେ ସଫଳତା ହାସଲ କରି ପାରିବେ ।

Acharya Chanakya

ସେହି ପରି ଶୋଇବା ପୂର୍ବ ରୁ ଆଜି ଦିନ କରି ଥିବା ଭୁଲ କୁ କେମିତି ଭାବେ ସୁଧୁରା ଜାଇ ପାରିବ ସେହି ବିଷୟ ରେ ନିଶ୍ଚିତ ଭାବେ ଥରେ ଭାବନ୍ତୁ ଏବଂ ସେହି ଭୁଲ କେମିତି ଆଗାମୀ ସମୟ ରେ ହେବ ନାହିଁ ସେହି ବିଷୟ ରେ ସ୍ଥିର କରନ୍ତୁ ।

ସେହି ପରି ତିନି ରେ ବନ୍ଧୁଗଣ ଆପଣ ମାନେ ସବୁ ବେଳେ କୈଣସି କାମ କରିବା ପାଇଁ ଆତ୍ମ ବିଶ୍ୱାସ ରଖନ୍ତୁ କି ଆସନ୍ତା କାଲି ନିଶ୍ଚିତ ଭାବେ ସଫଳ ହେବେ କେବେ ବି ହାର ମାନନ୍ତୁ ନାହିଁ ନିଜ ଉପରେ ସବୁ ବେଳେ ଭରଷା ରଖନ୍ତୁ ନିଶ୍ଚୟ ଆପଣ ସଫଲ ହେବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *