ମରିଗଲେବି କରନ୍ତୁନାହିଁ ଏହି ( ୮ଟି ଭୁଲ୍ ) ଦାଣ୍ଡର ଭିକାରୀ ହୋଇଜିବେ

gykjhgilgoj;n

ସାଙ୍ଗ ମାନେ ଆପଣ ଜାଣି ଥିବେ ସ୍ତ୍ରୀ ମାନେ କଣ କରିଲେ ତାଙ୍କର ସ୍ୱାମୀ ହୋଇ ଥାନ୍ତି ଦାଣଣ୍ଡ ର ଭିିକାରୀ ସେମାନଙ୍କ ଜିବନ ରେ ସଂମ୍ପର୍ଣ୍ଣ ଭାବେ ଝଡ ଆସି ଥାଏ  ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କିଛି ଭୁଲ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ହିନ୍ଧୁ ଧର୍ମ ରେ ସ୍ତ୍ରୀ କୁ ମାତା ଲକ୍ଷ୍ମୀ ଙ୍କ ରୂପ ଭାବେ ମନା ଜାଇ ଥାଏ  ତେବେ ସେହିଥି ପାଇଁ ଯଦି ନାରୀ ମାନେ ଘରେ କିଛି ଭୁଲ କରି ଥାନ୍ତି ତେବେ ସବୁ ବେଳେ ଘରେ ଧନ ର ଅଭାବ ହୋଇ ଥାଏ  ଏବଂ ସ୍ୱାମୀ ର ବହୁତକ୍ଷେତି ହୋଇ ଥାଏ ତେବେ ଆସନ୍ତୁ ସେହି ସବୁ ଭୁଲ ବିଷୟ ରେ ଜାଣି ନେବା ନାରୀ ସିନ୍ଧୁର ପିନ୍ଧଧିବା ବହୁତ ନାରୀ ମାନେ ମଝି ସିନ୍ଥୀ ର ସିନ୍ଧୁର ଲଗେଇବା ବଦଳ ରେ ସାଇଡ୍ ର ସିନ୍ଦୁର ଲଗେଇ ଥାନ୍ତି ।dvgstfjnfk

ସେମାନେ ଏମିତିକରିବା ଦ୍ୱାରା ବହୁତ କ୍ଷେତି ହୋଇ ଥାଏ । ଏବଂ ସ୍ୱାମୀ ମାନଙ୍କର ବର୍ବାଦି ସଂମ୍ପର୍ଣ୍ଣ ଭାବେ ହୋଇ ଥାଏ ,ତେବେ ଆପଣ ମାନେ ସବୁ ବେଳେ ଚେଷ୍ଟା କରିବେ କି ସବୁୂ ସମୟରେ ମଝି ସିନ୍ଥୀ ରେ ଏହି ସିନ୍ଧୁର କୁ ପିନ୍ଧିବା ପାଇଁ  ହଁ ଆଉ ଆପଣ ମାନେ କେବେ ଲୁହା କଣ୍ଟା ରେ ସିନ୍ଧୁର ପିନ୍ଧନ୍ତୁ ନାହିଁ  ବରଁ ଆପଣ ମାନେ ଝିଙ୍କ କଣ୍ଟୀ ରେ ଏହାକୁ ଧାରଣ କରନ୍ତୁ  ଆଉ ଗୋଟିଏ ଜିନିଷ ରହିଛି ବହୁତ ସ୍ତ୍ରୀ ମାନେ ଠାକୁର ଘରେ ପୂଜା କରିବା ସମୟ ରେ ସେମାନେ ଠାକୁର ଘରେ ତଳେ ବସି ପୂଜା କରି ଥାନ୍ତି  ଏହା ବହୁତ ଭୁଲ ହୋଇ ଥାଏ ।gfhjngj,kjik

ତେବେ ଆପଣ ମାନେ କେବେ ବି ଏମିତି କରନ୍ତୁ ନାହିଁ  ସବୁ ସମୟ ରେ ଆପଣ ମାନେ ଚଟୁ ବା କାଠ ପୀଢା ରେ ବସି ଆପଣ ମାନେ ପୂଜା ଅର୍ଚ୍ଚନା କରିବେ । ଏମିତି କଲେ ଆପଣଙ୍କ ଘରର ଉନ୍ନତି ହୋଇ ଥାଏ  ବହୁତ ସ୍ତ୍ରୀ ମାନେ ବାଥରୁମ୍ ରେ ଗାଧୋଇବା ସମୟ ରେ ଦେହ ରେ କପଡା ରଖି ନ ଥାନ୍ତି  ଏହା ବହୁତ ଭଭୁଲ କଥା ଏମିତି କରିଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୁଅନ୍ତି ଏବଂ ଆପଣ ମାନେବହୁତ ଅସୁବିଧା ର ସାମ୍ନା କରି ଥାନ୍ତି, ଏହା ଦ୍ୱାରା ଦୂର୍ଭାଗ୍ୟ ବହୁତ ଶୀଘ୍ର ଘରକୁ ମାଡି ଆସିଥାଏ ।dvdgngj

ସେହି ପରି ବେଳେ ଆପଣ ମାନେ ଯେତେ ବେଳେ ବି ଠାକୁର ଘରେ ଝିଟିପିଟି ଦେଖୁଛନ୍ତି ସେହି ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ ଘରୁ ଅରୁଆ ଚାଉଳ ଆଣି ମାନସୀକ କରି ସେହି ଝିଟିପିଟି ଉପର କୁ ପକାନ୍ତୁ ଏବଂ ଆପଣ ମାନେ ଯେହେତୁ ଘର ର ଲକ୍ଷ୍ମୀ ତେବେ ଆପଣ ମାନେ ଯେକୈଣସୀ କାମ କରୁଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ଟିକିଏ ନିତି ନିୟମ ରେ କରନ୍ତୁ  ,ନଚେତ୍ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୋପ ପଡିବା ସହିତ ଆପଣ ମାନଙ୍କ ସ୍ୱାମୀ ଙ୍କ ଉପରେ ବହୁତ ପ୍ରଭାବ ପଡିବ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *