Viral ହେଲା ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ବାହାଘର ଭିଡ଼ିଓ ଦେଖନ୍ତୁ ।

alina

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ସୋସିଆଲ ମିଡ଼ିଆ ରେ ଏକ ଭଡ ଖବର ଭାଇରଲ ହେବାରେ ଲାଗିଛି କି ଆମ ଓଡ଼ିଆ ଚଳଚିତ୍ର ଜଗତ ରେ ସବୁଠାରୁ ଲୋକ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତ ରାୟ ବିବାହ କରି ସାରିଛନ୍ତି ବୋଲି ତେବେ ବନ୍ଧୁଗଣ କଣ ରହିଛି ଏଲିନା ଙ୍କ ବିବାହ କୁ ନେଇ ଖବର ଆସନ୍ତୁ ଜାଣି ନେବା । ସେହି ବିଷୟ ରେ ତେବେ ବନ୍ଧୁଗଣ ଏହି ଦିନ ରେ ଏଲିନା ଙ୍କ ବିବାହ କୁ ନେଇ ବହୁତ ଜୋରସୋର ଚର୍ଚ୍ଚା ଚାଲିଛି ଏଠାରେ ବିହାହ ବିଷୟ ରେ କହିବା ପୂର୍ବ ରୁ ତାଙ୍କ ବିଷୟ ରେ କହିବା ପାଇଁ ଗଲେ ଏଲିନା ଓଲିଉଡ ନୁହେଁ ବରଂ ବେଙ୍ଗଲୀ ଇଣ୍ଡଷ୍ଟ୍ରୀ ରେ କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।elnna

ସେମିତି ରେ ଏତେ ଚର୍ଚ୍ଚା ମଧ୍ୟ ରେ ବର୍ତମାନ ସମୟ ରେ ଆଉ ଏକ ଚର୍ଚ୍ଚା ସାମ୍ନା କୁ ଆସିଛି ଜାହା ଏଲିନା ଙ୍କ ବିବାହ କୁ ନେଇ ଏଲିନା ସାମନ୍ତ ରାୟ କେବେ ବିବାହ କରିବେ ଏବଂ କାହାକୁ ବିବାହ କରିବେ ସେହି ସବୁ ନେଇ ଏହି ଦିନ ରେ ଏଲିନା ଙ୍କ ବଧୁ ବେଶ ର ଫୋଟ ପଛରେ କଣ ରହିଛି କାରଣ ସେହି ବିଷୟ ରେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ କଥା ହେବାକୁ ଚାହିଁବୁ । ଏହି ଅଭିନେତ୍ରୀ ଜଣଙ୍କ ମାତ୍ର 24 ବର୍ଷ ରେ ରହିଛନ୍ତି ତାଙ୍କର ପ୍ରଥମ ଚଳଚିତ୍ର ଥିଲା ଇସ୍କ ତୁ ହିଁ ତୁ ଏବଂ ଏହି ଚଳଚିତ୍ର ମାଧ୍ୟମ ରେ ତାଙ୍କର କେରିଅର ଆରମ୍ଭ ହୋଇଛି ସେମିତି ରେ ବର୍ତମାନ ସମୟ ରେ ସେ ଗାଁ ରେ ରହୁ ଥିବା ବେଳେ  ।elinanna

ସୋସିଆଲ ମିଡିଆ ରେ ବି ବହୁତ ଚର୍ଚ୍ଚା ରେ ରହିଛନ୍ତି । ହେଲେ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ତାଙ୍କର କିଛି ବିବାହ ର ଫୋଟ ଭାଇରଲ ହେଉ ଥିବା ବେଳେ ତାହାକୁ ନେଇ ଏଲିନା ସୁଟିଂ ସେଟ୍ ର ଫୋଟ ବୋଲି କହିଛନ୍ତି । ହେଲେ ଏହାକୁ ଫେନ୍ସ ମାନେ ଅନ୍ୟ ନଜର ରେ ଦେଖିବା ବହୁତ ପରିମାଣ ରେ ଭାଇରଲ କରେଇ ଥିବାର ଦେଖିବା ପାଇଁ ମିଳିଛି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *