ଧନତେରସ – ଆଜି ସନ୍ଧ୍ୟାରେ କରନ୍ତୁ ( ୨ଟି ଉପାୟ ) ଧନର ବର୍ଷା ହେବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେଉଛି ଧନତେରସ ଦିବସ ଆମେ ଆଜି ଏମିତି କିଛି ପ୍ରୋୟଗ ବିଷୟ ରେ କହିବୁ ଜାହାର ମହା ପ୍ରୟୋଗ ଦ୍ୱାରା ଆପଣ ମାନଙ୍କ ଘରେ ହେବ ଧନ ର ବର୍ଷା ତେବେ ଆସନ୍ତୁ ଜାଣି ନେବା ତେବେ ବନ୍ଧୁଗଣ ପ୍ରଥମେ ରହିଛି ଯଦି ଆପଣ ମାନେ ଧନତେରସ ଦିବସ ଦିନ ରେ ମାତା ଲକ୍ଷ୍ମୀ ଙ୍କୁ ଦୁଇଟି ଲବଙ୍ଗ ପ୍ରଦାନ କରନ୍ତି ତେବେ ଏହା ବହୁତ ଶୁଭ ହୋଇ ଥାଏ ମାତା ଲକ୍ଷ୍ମୀ ଙ୍କର ଲବଙ୍ଗ ଅତି ପ୍ରିୟ ହୋଇ ଥାଏ ବନ୍ଧୁମାନେ ଏହି ଦିନ ରେ ସଂନ୍ଧ୍ୟା ରେ ହାତ ଗୋଡ ଏବଂ ଉପରେ ଗଙ୍ଗା ପାଣି ଛିଞ୍ଚି କରି ଠାକୁର ବସ୍ତ୍ର ପିନ୍ଧି ଠାକୁର ଘରକୁ ଜାଆନ୍ତୁ ଏବଂ ଲାଲ୍ କପଡା ରେ ଦୁଇଟି ଲବଙ୍ଗgtyjuhguu

ଏବଂ ଗୋଟିଏ ଦୀପ ରଖନ୍ତୁ ଏବଂ ଘିଅ ବହୁତ ଶୁଭ ହୋଇ ଥାଏ ଏବଂ ସଳିତା ଲାଲ୍ ରଙ୍ଗର ହେବା ଆବଶ୍ୟକ ଅଟେ । ଏବଂ ପରେ ମାଆ ଙ୍କୁ ଆରଧନା କରି ମାଆ ଙ୍କ ଆଗରେ ଏହି ଦୀପ ଜଳାନ୍ତୁ ଏବଂ ପରେ ମାଆ ଙ୍କୁ ଆରତୀ କରିବା ସମୟ ରେ ସେହି ଦୀପ ମଧ୍ୟ ରେ ଗୋଟିଏ ଲବଙ୍ଗ ପକେଇ ଦିଅନ୍ତୁ ଏବଂ ପରେ ଆପଣ ମାନଙ୍କ ସମସ୍ତ ଇଚ୍ଛା ମାଆ ଙ୍କୁ କୁହନ୍ତୁ ଏବଂ ପରେ ଆଉ ଗୋଟିଏ ଲବଙ୍ଗ କୁ ସେହି ଦୀପ ରେ ପୁଣି ପକେଇ ଦିଅନ୍ତୁ ଏବଂ ପରେ ପର ଦିନ ସେହି ଦୀପ ରେ ପଡି ରହି ଥିବା ଲବଙ୍ଗ କୁ ନେଇ ଅସ୍ୱସ୍ଥ ଗଛ ମୂଳ କୁ ଜାଆନ୍ତୁ ।fgbhbhghj

ଏବଂ ପରେ ଆପଣ ମାନେ ମାଆ ଲକ୍ଷ୍ମୀଏବଂ ବିଷ୍ଣୁ ଙ୍କୁ ଆରଧନା କରି ଗଛ ମୂଳେ ସେହି ଲବଙ୍ଗ କୁ ପୋତି ଦିଅନ୍ତୁ , ପରେ ଦେଖିବେ ଆପଣ ମାନଙ୍କର ମନସ୍କାମନା ସଂମ୍ପର୍ଣ୍ଣ ଭାବେ ପୂରଣ ହେବା ସହିତ ଆପଣ ମାନଙ୍କ ପାଖକେ କେବେ ବି ଧନ ର ଅଭାବ ହେବ ନାହିଁ , ସେହି ପରି ଏହି ବର୍ଷ ର ତିଥି ବିଧି ବିଷୟ ରେ କହିବା ତେବେ ନର୍କ ଚୋତୁର୍ଦୋସୀ ରେ ବି ପୂଜା ହେବ 14 ତାରିଖ ସ୍ୱାତୀ ନକ୍ଷେତ୍ର ରେ ପୂଜା ହେବ ତେବେ 12 ନଭେମ୍ବର ରାତି 9.30 ରେ ତ୍ରୋୟଦଶୀ ଆରମ୍ଭ ହେବ ଏବଂ 13 ନଭେମ୍ବର ସଂନ୍ଧ୍ୟା 5.59 ମିନିଟ୍ ଯାଏ ରହିବ ।jiyugis

ଏହା ତ୍ରୋୟଦୋଶୀ ପ୍ରୋଦଶ ତିଥି ଏବଂ ଉଦଆ କାଳ ରେ ପଡୁଛି , ଏବଂ ଏମିତି ଯୋଗୁଁ ଏହି ବର୍ଷ ରେ ଧନତେରସ୍ ଦୀପାବଳି ର ଗୋଟିଏ ଦିନ ପୂର୍ବ ରୁ ପଡୁଛି , ଏହି ଦିନ ରେ 5.59 ମିନିଟ୍ ରୁ ଚତୁର୍ଦୋଶୀ ଲାଗିବ 14 ତାରିଖ ଦୁଇ ପହର 2.18 ମିନିଟ୍ ଯାଏ ରହିବ ଏବଂ ଯେଉଁ ମାନେ ମାସିକ ଶିବ ରାତ୍ରୀ ବ୍ରତ୍ତ କରୁଛନ୍ତି , ସେମାନେ 13 ନଭେମ୍ବର ଯାଏ ବ୍ରତ୍ତ କରିବା ଉଚିତ୍ ଜ୍ୟୋତିଷ ମାନଙ୍କ ମତ ରେ କାର୍ତିକ ମାସ ରେ ସ୍ୱାତୀ ନକ୍ଷେତ୍ର ରାତି 8.20 ମିନିଟ୍ ଯାଏ ରହିବ ,ଏବଂ ଏମିତି ରେ ଲକ୍ଷ୍ମୀ ପୂଜାର ଶୁଭ ମୂହର୍ତ୍ତ ସଂନ୍ଧ୍ୟା 5.22 ମନିଟ୍ ଯାଏ ରହିବ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *