ଦିପିକା ପାଦୁକୋଣ : ଡ୍ରଗ୍ସ ମାମଲା ରେ ଫେସେଇ ଦେଲେ ରିହା ଚକ୍ରବର୍ତି ଦେଖନ୍ତୁ ଲାଇବ୍ ଚାର୍ଟ

ବନ୍ଧୁଗଣ କଣ ଦିପ୍ପିକା ପାଦୁକୋଣ ଏବଂ ରିହା ଚକ୍ରବର୍ତି ଙ୍କ ସହିତ ଡ୍ରଗ୍ସ ମାମାଲରେ ରହିଛି ଡାଇରେକ୍ଟ ସଂମ୍ପର୍କ । ଦିପିକା ଏବଂ ରିବା ଙ୍କ ମେନେଜର ଙ୍କ ସହିତ ସଂମ୍ପର୍କ କୁ ନେଇ ମିଳିଲା ସଲିଟ୍ ପ୍ରମାଣ । ତେବେ କଣ ରହିଛି ସଂମ୍ପର୍ଣ୍ଣ ଖବର ସେହି ବିଷୟ ରେ ଆସନ୍ତୁ ଜାଣିବା । ଅଭିନେତା ଶସାନ୍ତ ଙ୍କ ନିଧନ ପରେ ପରେ ଡ୍ରଗ୍ସ ମାମାଲା ପରଦା ଉପରେ ପରଦା ଉଠି ଚାଲିଛି । NCB ପକ୍ଷ ରୁ କରା ଜାଉ ଥିବା ଜାଞ୍ଚ ରେ ଦିପ୍ପିକା ପାଦୁକୋଣ , ନମର୍ତା ସଡର୍କର୍ , ଶର୍ଦ୍ଧା କୋପୁର , ଏବଂ କରିସ୍ମା ଙ୍କ ସଂମ୍ପର୍କ ରହି ଥିବା ର ଜଣା ପଡିଛି । ଏହି ମଧ୍ୟ ସବୁ ସବୁଠୁ ଅଧିକ ବଡ ନାମ ଦିପ୍ପିକା ପାଦୁକୋଣ ଙ୍କର ଆସି ଥିଲା । ତେବେ ସେହି ପରି ବେଳେ କିଛି କ୍ଲୁ ମିଳି ଥିବା ନେଇ ସୂଚନା ରହିଛି କି ଦିପ୍ପିକା ପାଦୁକୋଣ K ନାମର ବ୍ୟକ୍ତି ଙ୍କ ପାଖରେ ଡ୍ରଗ୍ସ ବିଷୟ ରେ କହୁଛନ୍ତି । ଏହିଥି ପାଇଁ NCB ରିହା ଚକ୍ରବର୍ତି ଙ୍କ ମ୍ୟନେଜର ଙ୍କୁ ଏହି ଉପରେ ପଚରା ଉଚୁରା ପାଇ ଡକେଇ ଥିଲେ । ସେହି ପରି ବନ୍ଧୁଗଣ ଏହି ଠାରେ ମିଳି ଥିବା ଲିଷ୍ଟ ଅନୁସାରେ ରିହା ଚକ୍ରବର୍ତି ଙ୍କ ମ୍ୟନେଜର ଏବଂ ଦିପିକା ଙ୍କ ମେନେଜର ସହିତ ଡାଇରେକ୍ଟ କନେକ୍ସନ ରହି ଥିବା ବେଳେ ଦୁଇ ଅଭିନେତ୍ରୀ ବି ବହୁତ ଭଲ ସାଙ୍ଗ ଅଟନ୍ତି ବୋଲି ଜଣା ପଡିଛି । ଏମାନଙ୍କ ନାମ ରିହା ନିଜେ ନେଇ ଥିଲେ ଏବଂ ସେହିଥି ପାଇଁ ଏମାନଙ୍କୁ ସମନ୍ ପାଇଁ NCB ଡକେଇ ପାରେ ,ରିହା ଚକ୍ରବର୍ତି ଙ୍କ ମ୍ୟନେଜର ଏବଂ ଦିପିକା ଙ୍କ ମେନେଜର ରିହା ଙ୍କ ସହିତ ହଲିଡେ ପ୍ଲାନିଂ ପାଇଁ ଫୋଟ ଉଠେଇ ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲା । ସେ ନିଜର ଇନଷ୍ଟା ଗ୍ରାମ୍ କେ ପୋଷ୍ଟ କରି ଥିବାର ଦେଖିବା ପାଇଁ ମିଳଇ ଥିଲା ,ସେହି ପରି ବର୍ତମାନ ସମୟ ର କଥା କହିବା ତେବ ଜୟା ସାହ ଙ୍କ ସହିତ ବଲିଉଡ ପ୍ରଡ୍ୟୁସର ମଧୁ ମଣ୍ଟେନା ଙ୍କ ର ନାମ ବି ଆସି ଥିବାର ଦେଖିବା ପାଇଁ ମିଳିଛି , ସେହି ପରି ଅନ୍ୟ ପଟରେ ରିହା ଙ୍କ ମ୍ୟନେଜର କରିସ୍ମା ଙ୍କ କଥା କହିବା ତେବେ ଏଠାରେ କରିସ୍ମା ଙ୍କ କହିବା ଅନୁସାରେ ସେ 2017 ରେ ଏମିତି କିଛି ଚାର୍ଟ କରି ଥିଲେ ଏବଂ ସେହି ସମୟ ରେ ତାଙ୍କ ଦ୍ୱାରା ଦିପିକା ନିଜେ ଏହି ଡ୍ରଗ୍ସ ସଂମ୍ପର୍କ ରେ କଥା ହେବା ପାଇଁ ନିଜର ଘରକୁ ବୁଲେଇ ଥିବା ବି ସେ କହିଛନ୍ତି ,ଏହି ଦିନରେ ଏହାକୁ ନେଇ NCB ଦିପିକା କୁ ସୋମନ୍ କରି ଥିବା ସହିତ ଏହି ବିଷୟ ରେ ପଚାରା ଉଚୁରା କରିଛି ମଧ୍ୟ ତେବେ ଆଗାମୀ ସମୟ ରେ ଏହି ବିଷୟ ବସ୍ତୁ ଉପରେ ଆଲୋଚନା ଲାଗି ରହିବ ।

Love To Share

Leave a Reply

Your email address will not be published. Required fields are marked *