TOP 10 ହିରୋ ମାନଙ୍କ ଝିଅ, ଆପଣ ମାନେ କେବେ ବି ସେମାନଙ୍କୁ ଦେଖି ନ ଥିବେ

ବନ୍ଧୁଗଣ ଆପଣ ମାନେ ଓଲିଉଡ ଫିଲ୍ମ ଜଗତ ବିଷୟ ରେ ଜାଣି ଥିବେ ଓଡ଼ିଆ ଫିଲ୍ମ ବି ଆପଣ ମାନେ ସବୁ ବେଳେ ଦେଖୁ ଥିବେ ହେଲେ କେବେ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଆମ ଓଲିଉଡ ଗଜତ ରେ ଯେତେ ସବୁ ହିରୋ ହିରୋଇନ୍ ରହିଛନ୍ତି ସେମାନଙ୍କ ବାପା ମାନଙ୍କ ବିଷୟ ରେ ଏବଂ ସେମାନଙ୍କ ବାପା ଙ୍କୁ କେବେ ଦେଖିଛନ୍ତି କି ତେବେ ଆମେ ଆଜି ଆପଣ ମାନଙ୍କୁ ସେହି କିଛି ଓଲିଉଡ ର କଳାକାର ମାନଙ୍କ ବିଷୟରେ କହିବୁ ତଥା ସେମାନଙ୍କ ବପା ମାନଙ୍କ ବିଷୟ ରେ କହିବୁ ଏମିତି ରେ ଆପଣ ମାନେ ଓଲିଉଡ ଜଗତ ହିରୋ

ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ଙ୍କୁ କେବେ ଦେଖିଛନ୍ତି କି ତାଙ୍କ ବିଷୟ ରେ ଜାଣିଛନ୍ତି କି ସେମିତି ରେ ଆପଣ ମାନେ ଏଠାରେ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ସାଈ ସମର୍ଥା ଙ୍କ ଫୋଟ ବି ଆପଣ ମାନେ ଏଠାରେ ଦେଖିବା ପାଇଁ ପାଇ ଯିବେ ତଥା ଆଗାମୀ ଦିନ ମାନଙ୍କରେ ସାଈ ସମର୍ଥା ଫିଲ୍ମ ରେ କାମ କରିବେ କି ନାହିଁ ସେହି ବିଷୟ ରେ ବି ଆପଣ ମାନଙ୍କୁ କହି ଦେବୁ , ପ୍ରଥମ ଥର ପାଇଁ ସେ ରଚନା ବାନାର୍ଜି ଙ୍କୁ ମାଉସୀ ବୋଲି କହି ଡାକି ମଧ୍ୟ ଥିଲେ ।

ଏଠାରେ ଆପଣ ମାନେ ତାଙ୍କୁ ଦେଖି ପାରୁ ଥିବେ ଏମିତି ରେ ଆପଣ ମାନେ ଏହି ବିଷୟ ରେ ବି ଜାଣିବା ପାଇଁ ବହୁତ ପରିମାଣ ରେ ଇଛୁକ ରହି ଥିବେ ସାଈ ସମର୍ଥା ଙ୍କ ବିଷୟ ରେ କିଛି ଦିନ ରୁ ଆପଣ ମାନେ ଆମକୁ ଏମିତି କମେଣ୍ଟ କରି ଆସୁ ଥିଲେ ସାଈ ସମର୍ଥା ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥିବା ବେଳେ କିଛି ଦିନ ତଳେ ଆପଣ ମାନେ ତାଙ୍କୁ ଜି ସାର୍ଥକ୍ ର ଆୱର୍ଡ ସୋ ବି ଦେଖିବା ପାଇଁ ତାଙ୍କର ବାପା ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ଦେଖିବା ପାଇଁ ମିଳି ଥିଲେ ଏହି ଦିନ ରେ ସାଈ ସମର୍ଥା  ନିଜର ପାଠ ପଢା ରେ ସଂମ୍ପର୍ଣ୍ଣ ଭାବେ ବ୍ୟସ୍ତ ରହିବା

ସହିତ ଆଗାମୀ ସମୟ ରେ ସେ ଫିଲ୍ମ ରେ ଡେଭ୍ୟୁ କରିବା ପାଇଁ ଇଚ୍ଛା ରଖିଛନ୍ତି ବୋଲି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ତେବେ ଆପଣ ମାନେ ବି ଆଗାମୀ ସମୟ ରେ ତାଙ୍କୁ ନିଶ୍ଚିତ ଭାବେ ଦେଖିବା ପାଇଁ ପାଇବେ ଫିଲ୍ମ ମାନଙ୍କ ରେ ଆପଣ ମାନେ କେତେ ଇଚ୍ଛୁକ ଅଟନ୍ତି କମେଣ୍ଟ ନିଶ୍ଟିତ କରିବେ ତେବେ ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗୁ ଥିଲେ ଆପଣ ମାନେ ଏହାକୁ ସେୟାର କରିବା ସହିତ ଏହି ପୋଷ୍ଟ କୁ ଲାଇକ୍ କରି ଦେବେ ଏବଂ ଏମିତି ହିଁ ନୂତନ ପୋଷ୍ଟ ପାଇଁ ଆମ ସହିତ ଯୋଡି ହୋଇ ରହିବେ ।

Love To Share

Leave a Reply

Your email address will not be published. Required fields are marked *