ବାଜିରେ ଲାଗିଛି ବାଲେଶ୍ଵର ଭବିଷ୍ୟତ ଉପନିର୍ବାଚନ ରେ କିଏ ଜିତିବ କମେଣ୍ଟ କରନ୍ତୁ

ପ୍ରଚାର ରେ ଫାଟି ପଢୁଛି ବାଲେଶ୍ୱର ର ଗଳିକନ୍ଦୀ ନିର୍ବାଚନ ମୈଦାନ୍ କୁ ଉହ୍ଲାଇ ସାରିଛନ୍ତି ଯୋଦ୍ଧା ଦିବ୍ୟଙ୍ଗତ ବିଧାୟକ ମୋଦନ ମୋହନ ଦତ୍ତ ଙ୍କ ବିୟୋଗ ପରେ ଖାଲି ପଡି ଥିଲା ବାଲେଶ୍ୱର ଆସନ ବର୍ତମାନ ସମୟ ରେ ଉପ ନିର୍ବାଚନ ର ଘୋଷଣା ହେବା ପରେ ଅନୁକମ୍ପା ର କାର୍ଡ ଖେଳିଛି BJP ଗେରୁଆ ଶୀବିର ରୁ ପ୍ରାର୍ଥି ହୋଇଛନ୍ତି ସ୍ୱର୍ଗତ ମୋଦନ ମୋହନ ଦତ୍ତ ଙ୍କ ସୁ ପୁତ୍ର ମାନସ ଦତ୍ତ ବାପା ଙ୍କ ଅଧୁରା ସ୍ୱପ୍ନ କୁ ପୂରଣ କରିବା ପାଇଁ ଦଳିୟ ନେତା ଏବଂ କର୍ମି ଙ୍କ ସହିତ ଘର କୁ ଘର ବୁଲି ବୁଲି ଭୋଟ ମାଗୁଛନ୍ତି ମାନସ ।

ସେମାନେ ଏଠାରେ ବଡି ଭୋର ରୁ ଏମିତି ଭାବେ ବାହାରି ଜାଉ ଥିବା ବେଳେ ଲୋକ ମାନଙ୍କ ସହିତ ମିଳା ମିଶା କରିବା ଏବଂ ସେମାନଙ୍କ ଅସୁବିଧା ର ପରିଧ୍ୟନ କରିବା ସହିତ ସେମାନଙ୍କ ସହିତ ରହିବା ପାଇଁ ଅନୁମୋଦନ କରୁଛନ୍ତି , ଏବଂ ସେପଟେ BJD ରେ ଟିକେଟ୍ ହାତେଇ ଥିବା ସୈରଭ୍ ଦାସ୍ ସାମାନ୍ୟ ବିଳମ୍ବ ରେ ହେଲେ ମଧ୍ୟ ପ୍ରଚାର କୁ ଉହ୍ଲାଇ ସାରିଛନ୍ତି । ମାନ୍ୟବର ମୂଖ୍ୟ ମନ୍ତ୍ରୀ ଙ୍କ ଭାବ ବିଳତା ଏବଂ ସ୍ୱସ୍ଥ ଭାବ ମୃତି ଏବଂ ସରକାର ଙଅକ ଗଣ୍ଡା ଗଣ୍ଡା ଜନ ହୀତ କାରୀ ଯୋଜନା କୁ ପାର୍ଥ୍ୟୟ କରି ଭୋଟ ମାଗୁଛନ୍ତି ସୈରଭ୍ ଏମାନେ

ଏଠାରେ ପଞ୍ଚାୟତ ରୁ ପଞ୍ଚାୟତ ବୁଲି ବୁଲି କରି ବିଭିନ୍ନ ଲୋକ ମାନଙ୍କ ସହିତ ମିଳା ମିଶା କରିବା ସହିତ ସେମାନଙ୍କ ଅସୁବିଧା ସଂମ୍ପର୍କ ରେ ବୁଝିବା ସହିତ ସେମାନଙ୍କ ସହିତ ଆଗାମୀ ସମୟ ରେ ରହିବାର ପ୍ରତିଶୃତି ସେ ଦେଉଛନ୍ତି । ସେହି ପରି ବେଳେ ପୂର୍ବରୁ ସମସ୍ତ ଆକଳନ କୁ ଭୁଲ ପ୍ରମାଣିତ କରି ମାନସ ଦତ୍ତ ଏବଂ ସୈରଭ୍ ଦାସ୍ ଙ୍କୁ ଟକ୍କର ଦେବା ପାଇଁ ମହିଳା ପ୍ରାର୍ଥି ମମତା କୁଣ୍ଡୁ ଙ୍କୁ ଟିକେଟ୍ ଦେଇଛି କଂଗ୍ରେସ୍ ତେବେ ଏହି ହାଇ

ଭୋଲଟେଜ୍ ପଲ୍ଟିକାଲ ଫାଇଟ୍ ରେ ଜନ ମତ କାହା ସପକ୍ଷ୍ୟ ରେ ଯିବ ତାହା ଏବେଠୁ ଆକଳନ କରିବା ପାଖା ପାଖି ଅସମ୍ଭବ ଅଟେ କିନ୍ତୁ ଇତିହାସ କୁ ଓଲଟାଇଲେ ଜଣା ପଡେ ଉପନିର୍ବାଚନ ସବୁ ବେଳେ ବିରୋଧୀ ଙ୍କ ଉପରେ ଭାରୀ ପଡେ ,କିନ୍ତୁ ବାଲେଶ୍ୱର ର ରାଜନୀତି ପାଣି ପାଗ ଜାହା କହୁଛି ମୋଦନ ମୋହନ ବାବୁ ଙ୍କ ଅନୁକମ୍ପା ଭୋଟ ଓ BJP ର ବଢୁ ଥିବା ପତିଆରା ମାନବ ଦତ୍ତ ଙ୍କୁ ସୁଆଇ ପାରେ , ସେପଟେ ବାଲେଶ୍ୱର ଆସନ ଜିତି ବାଲେଶ୍ୱର ବିଧାୟକ ବିଧାନ ସଭା ରେ ବିଧାୟକ

ସଂଖ୍ୟା କୁ 9 ରୁ 10 କୁ ବୃଦ୍ଧି କରିବା ପାଇଁ ଆଶା ରଖିଛନ୍ତି ବରିଷ୍ଟ କଂଗ୍ରେସ ନେତା ସୁରେଶ ରାଉତ ରାୟ , ତେବେ ଆପଣ ମାନଙ୍କୁ କଣ ଲାଗୁଛି ଏହି ଥର ର ବାଲେଶ୍ୱର ର ଆସନ କିଏ ଜିତିବ ବୋଲି ଆପଣ ମାନେ କମେଣ୍ଟ ନିଶ୍ଚିତ ଭାବେ କରି ଦେବେ ଏବଂ ଏହି ଭଳି ନୂଆ ପୋଷ୍ଟ ପାଇଁ ଆମକୁ ଉପରେ ଫୋଲ୍ଲ କରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *