ବିବାହ ବନ୍ଧନ ରେ ବାନ୍ଧି ହେଲେ ଓଡିଆ ଅଭିନେତ୍ରୀ ଚାନ୍ଦିନୀ ଙ୍କ ଭଉଣୀ ଚିନ୍ମୟୀ ।

okjdsdfd

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଆପଣ ମାନେ ଆମର ଲୋକ ପ୍ରିୟ ଓଡ଼ିଆ ଅଭିନେତ୍ରୀ ତଥା ବିଭିନ୍ନ କ୍ଷେତ୍ର ରେ ନିଜର ଅଭିନୟ ଏବଂ କମେଡି ପାଇଁ ସୁନାମ ଅର୍ଜନ କରି ଥିବା ଜାଈ ଫୁଲ ମାନେ ଆମର ଚାନ୍ଦିନୀ ଅପା ଙ୍କୁ ତ ନିଶ୍ଚିତ ଭାବେ ଜାଣି ଥିବେ , ସେମିତି ରେ ଚାନ୍ଦିନୀ ଜେନା ଯିଏ ଲୋକ ମାନଙ୍କୁ ହସେଇବା ର ଏକ ନୂଆ ଢଙ୍ଗ ଏବଂ ଏକ ନୂତନ ଶୈଳି ରେ ପ୍ରେରିତ କରିବାକୁ ଚେଷ୍ଟା କରି ଥାନ୍ତି , ବହୁତ ସମୟ ରେ ସେ ବିଭିନ୍ନ ମିଡିଆ ଚେନ୍ନାଲ ର ସୋ ରେ ଆପଣ ମାନଙ୍କୁ ଦେଖିବା ପାଇଁ ମିଳୁ ଥିବେ । ଆମେ ଆଜି ଆପଣ ମାନଙ୍କୁ ସେହି ଚାନ୍ଦିନୀ ଜେନା ଙ୍କ ବର୍ତମାନ ସମୟ ରେ ଭାଇରଲ ହେଉ ଥିବା ।rtthtyjuyjkyu

କିଛି ଫୋଟ ବିଷୟ ରେ ସୂଚନା ଦେବା ପାଇଁ ଚାହିଁବୁ, ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ଆମର ଓଡିଆ ଇଣ୍ଡଷ୍ଟ୍ରୀ ରେ ଚାନ୍ଦିନୀ ଜେନା ଙ୍କୁ ଜାଈ ଫୁଲ , ସତକଥା , ଏବଂ ଏବେ ମଞୁରୀ ଟିଭି ରେ ଦକ୍ଷିଣୀ ଛୁଙ୍କ ରେ ବି ଆପଣ ମାନେ ତାଙ୍କୁ ଦେଖିବା ପାଇଁ ପାଇ ଥିବେ ଲୋକ ଙ୍କୁ ନିଜର କମେଡି ମାଧ୍ୟମ ରେ ହସାଉ ଥିବା ଏହି ଅଭିନେତ୍ରୀ ଜଣଙ୍କ ଆଜିର ଦିନ ରେ ନିଜର ଭଉଣୀ ଙ୍କ ବିବାହ କୁ ନେଇ ବ୍ୟସ୍ତ ରହୁ ଥିବାର ଦେଖିବା ପାଇଁ ମିଳିଛନ୍ତି ଜାହାର କିଛି ଫୋଟ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ମିଳି ଥିବା ସୂଚନା ଅନୁସାରେ ।ljfgdfgfthty

ଚାନ୍ଦିନୀ ଜେନା ଙ୍କ ଭଉଣୀ ଜାହାଙ୍କ ନାମ ଚନ୍ମୟୀ ଜେନା ଙ୍କ ବିବାହ ବିଗତ ଦିନ ରେ ସଂମ୍ପର୍ଣ୍ଣ ହୋଇଛି ଏବଂ ସେ ବ୍ରହ୍ମପୁର ର ଏକ ବିଜନେସ୍ ମ୍ୟନ୍ ଜାହାଙ୍କ ନାମ ସୁରେଶ ବୋଲି ଜଣା ପଡିଛି ତାଙ୍କ ସହିତ ବିବାହ ସଂମ୍ପର୍ଣ୍ଣ ହୋଇଛି , ଜାହାଙ୍କୁ ଆପଣ ମାନେ ଏଠାରେ ଥିବା ଫୋଟ ମାଧ୍ୟମ ରେ ବି ଦେଖିବା ପାଇଁ ପାଉ ଥିବେ , ଭଉଣୀ ଚନ୍ମୟୀ ଜେନା ଙ୍କ ବିବାହ ପରେ ବର୍ତମାନ ସମୟ ରେ ଚାନ୍ଦିନୀ ଙ୍କ ଫେନ୍ ମାନେ ତାଙ୍କର ବିବାହ କୁ ପ୍ରଶ୍ନ ବାଚି କରି ଥିବାର ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବା ପାଇଁ ମିଳିଛି, ଜାହାକୁ ନେଇ ଚିନ୍ଦିନୀ ଙ୍କ ପକ୍ଷ୍ୟ ରୁ କିଛି ବି ଉତ୍ତର ମିଳି ପାରି ନ ଥିବା ବେଳେ ବନ୍ଧୁଗଣ ଆପଣ ମାନଙ୍କୁ ।jdsgfdhfgjg

ଚାନ୍ଦିନୀ ଜେନା ଙ୍କ ଭଉଣୀ ଚନ୍ମୟୀ ଜେନା ଏବଂ ସୁରେଶ ଙ୍କ ଯୋଡି କେମିତି ଲାଗୁଛିି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇବା ସହିତ ସେମାନଙ୍କ ନୂତନ ବୈବାହିକ ଜିବନ ଆରମ୍ଭ କରିବା ଆଶ୍ରବାଦ ନିଶ୍ଚିତ ଭାବେ କରିବେ ଏହା ସହିତ ଆପଣ ମାନଙ୍କୁ ଚାନ୍ଦିନୀ ଜେନା ଙ୍କ ଅଭିନୟ କେମିତି ଲାଗେ ଏବଂ ତାଙ୍କର କମେଡି ଖାସ୍ କରି କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *