ବନ୍ଧୁଗଣ ଚାଣକ୍ୟ ନୀତି ଏକ ଏମିତି ଗ୍ରନ୍ଥ ଅଟେ ଯେଉଁ ଥିରେ ଜୀବନ କୁ ସରଳ ଏବଂ ସୁନ୍ଦର ବନେଇବାର ଉପାୟ ବିଷୟ ରେ କୁହା ଜାଇଅଛି । ଚାଣକ୍ୟ ଜଣେ ମହାନ ଜ୍ଞ୍ୟାନୀ ଥିଲେ ଯିଏ ନିଜର ନିତି ନିୟମ ମାଧ୍ୟମ ରେ ଚନ୍ଦ୍ରଗୁପ୍ତ ଙ୍କୁ ରାଜା ର ଆଶାନ ରେ ବସେଇ ଥିଲେ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ଚାଣକ୍ୟ ଙ୍କ ରଚା ଜାଇ ଥିବା କିଛି ନୀତି ବାଣୀ ବିଷୟ ରେ କହିବୁ ଯାହା ଆପଣ ମାନଙ୍କ ଜୀବନ ରେ ବହୁତ କାମ ରେ ଆସିବ । ତେବେ ବନ୍ଧୁଗଣ ଚାଣକ୍ୟ ନିଜର ନୀତି ବାଣୀ ରେ କହିଛନ୍ତି କି ଆପଣ ମାନେ କେଉଁ ଉପାୟ ରେ ନିଜର ଖରାପ ସ୍ଥିତି ରୁ ବାହାରି ପାରିବେ ।
ତେବେ ପ୍ରଥମ ନୀତି ହେଉଛି ସିଧା ରହି ଥିବା ବୃକ୍ଷ୍ୟ କୁ କଟା ଯାଏ ସେହିଥି ପାଇଁ ଜୀବନ ରେ କେବେ ବି ସିଧା ବୃକ୍ଷ୍ୟ ହୁଅନ୍ତୁ ନାହିଁ । ଆମକୁ ଆମର ଶ୍ୱଭାବ ପାଇଁ ଜୀବନ ରେ ବହୁତ ସମୟ ରେ ଦୁଖଃ ଏବଂ ସୁଖ ଦେଖିବା ପାଇଁ ମିଳେ ଯେଉଁ ମାନେ ଅତି ସାଧାରଣ ହୋଇ ଥାନ୍ତି ସେମାନଙ୍କୁ ବେଶି ଅସୁବିଧା ର ସାମ୍ନା କରିବା ପାଇଁ ପଡେ କାରଣ ଚାଲାଖ୍ ଏବଂ ଚତୁର ଲୋକ ମାନେ ସେମାନଙ୍କ ଫାଇଦା ଉଠେଇ ଥାନ୍ତି ।
ସଥିପାଇଁ ଦରକାର ଠାରୁ ଅଧିକ ସରଳ ହେଲା ମୂର୍ଖାମୀ ଅଟେ ସବୁ ସମୟ ରେ ନିଜକୁ ଠିକ୍ ଏବଂ ଭୁଲ ର ଅନୁମାନ ହେବା ଆବଶ୍ୟକ ଅଟେ । ଆପଣ ମାନଙ୍କ ମଧ୍ୟ ରେ ଏତିକି ବୁଦ୍ଧି ରହି ଥିବା ଦରକାର କି ଆପଣ ମାନଙ୍କର କିଏ ଭଲ ଚାହୁଁଛି ଏବଂ କିଏ ଖରାପ ଚାହୁଁଅଛି ।
ସେହି ପରି ଦୁଇ ରେ ହେଲା ଫୁଲ ସୁଗନ୍ଧ ପବନ ର ଗତି ସହିତ ଯାଏ କିନ୍ତୁ ଗୋଟିଏ ଭଲ ମଣିଷ ର ଭଲ କର୍ମ ସବୁ ଆଡେ ଯାଏ । ବହୁତ ସମୟ ରେ ଆମେ ମାନେ ପଢି ଥାଉ କି ମଣିଷ କୁ ଫୁଲ ପରି ହେବା ଦରକାର ହେଲେ ଏହାର ମାନେ ନୁହେଁ କି ମନୁଷ୍ୟ ନିଜର ସ୍ୱାର୍ଥ ପଣ କୁ ଛାଡି ଦେବ ବରଂ ନିଜର ଭଲ କର୍ମ ଦ୍ୱାରା ଆମକୁ ମହକିବା କୁ ଚେଷ୍ଟା କରିବା ଉଚିତ୍ ।
ସବୁ ସମୟ ରେ ଅନ୍ୟ କୁ ସାହାଯ୍ୟ କରିବା ଏବଂ ନିଜେ ମହକିବା ଉଚିତ୍ । ସେହି ପରି ବନ୍ଧୁଗଣ ବେଳେ ବେଳେ ଅନ୍ୟ ର ଭୁଲ କୁ ଦେଖି ସିଖିନେବା ଦରକାର ଯେ ଏହା ଆପଣ ମାନଙ୍କ ଜୀବନ ରେ ବହୁତ କାମ ରେ ଆସିବ ବୋଲି ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।