ଓଡିଶା ର ସୁନା ର ମୂଲ୍ୟ ଭୁବନେଶ୍ୱର ଏବେ ହିଁ କିଣି ନିଅନ୍ତୁ

jk,fghfgjgh

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆପଣ ଙ୍କ ପାଇଁ ଖୁସୀ ଖବର କୋରନା ପାଇଁ ସାରା ଭାରତ ବିଶ୍ସ ର ସେୟାର ପ୍ରାଇସ କମ ରହିଥିବା ବେଳେ ଏବେ ସେଥିରେ ସୁଧାର ଆସିଛି ତେଣୁ ସୁନା ଏବଂ ରୂପା ର ଦର ମଧ୍ୟ ରେ ମଧ୍ୟ ବହୁତ ବଡ ପରିବର୍ତ୍ତନ ଘଟିଛି ଯାହାକି ଆଜି ଆମର ରାଜଧାନୀ ଭୁବନେଶ୍ୱର ରେ ହ୍ରାସ ଦେଖିବାକୁ ମିଳିଛି ତାହା ଛଡା ଅନ୍ୟାନ ସହର ମାନଙ୍କରେ ମଧ୍ୟ ହ୍ରାସ ଘଟିଛି ତେବେ ଆସନ୍ତୁ ଜାଣିବା ସୁନା ର ଦର ଏବେ କେତେ ରହିଛି ଆଉ କେଉଁ ସହର ରେ ଏହାର ଦର କେତେ ରହିଛି ଏ ସଂମ୍ପର୍କ ରେ ମଧ୍ୟ ଜାଣବା ତା ଛଡା ଏହାର ହ୍ରାସ ପାଇଁ ଆପଣ କିଣିବାକୁ ଗଲେ ଆପଣ କେତେ ଟଙ୍କା ଦେଇ କିଣିବେ ଆଜି ମୁମ୍ବାଇ ର ମଲ୍ଟିକମଟି ଏକ୍ସଚେଞ୍ଜ ରେ 380 ଟଙ୍କା ହ୍ରାସ ପାଇ 49 ହଜାର 890 ଟଙ୍କା ରେ ପହଞ୍ଚି ଯାଇଛି ସେହି ପରୀ ରୁପା କିଲୋଗ୍ରାମhkjhjdfgfdh

ପିଛା 200 ଟଙ୍କା ହ୍ରାସ ପାଇ 59 ହଜାର 200 ଟଙ୍କା ରେ ପହଞ୍ଚି ଯାଇଛି ଆନ୍ତର୍ଜାତୀର ପ୍ରଭାବ ଓ ଘରୋଇ ବଜାର ରେ ସୁନା ର ହ୍ରାସ ପାଉଥିବାରୁ ଦର ର ପ୍ରଭାବ କମି ଯାଉଥିବାର କୁହାଯାଇଛି ତା ଛଡା ଦିଲ୍ଲୀ ର ସର୍ଫା ବଜାର ରେ ଆଜି ସୁନା 10 ଗ୍ରାମ ପିଛା 420 ଟଙ୍କା ହ୍ରାସ ପାଇଛି ବୋଲି ଜଣା ପଡିଛି ତା ଛଡା ନୁଆ ଦର ଶୁଦ୍ଧ ସୁନା 24 କ୍ୟାରେଟ ର ଦାମ ପ୍ରତି 10 ଗ୍ରାମ ପିଛା 48 ହଜାର 980 ଟଙ୍କା ଦେଖିବାକୁ ମିଳିଛି ଅନ୍ୟ ପଟେ 22 କ୍ୟାରେଟ ର ଦାମ 42 ହଜାର 820 ଟଙ୍କା ରହିଛି ତା ଛଡା ଆମ ରାଜଧାନୀ ଭୁବନେଶ୍ୱର ଦର ରେ ଯଦି ଆପଣ ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ।fdghgjsdf

10 ଗ୍ରାମ ପିଛା 240 ଟଙ୍କା ହ୍ରାସ ପାଇ ଶୁଦ୍ଧ ସୁନା 24 କ୍ୟାରେଟ ର ଦାମ ରେ 10 ଗ୍ରାମ ପିଛା ଆଜି ଦର ରେ 49 ହଜାର 450 ଟଙ୍କା ରହିଛି ସେହି ପରୀ 22 କ୍ୟାରେଟ ର ଦାମ ରେ 10 ଗ୍ରାମ ପିଛା ଆଜି ଦର ରେ 48 ହଜାର 760 ଟଙ୍କା ଦେଖିବାକୁ ମିଳିଛି । ତେବେ ବିଶେଷଜ୍ଞ ମାନେ କହିଛନ୍ତି ଆନ୍ତର୍ଜାତୀୟ ବଜାର ରେ ପାଉଣ୍ଡ ପିଛା 1976 ଡଲାର କୁ ହ୍ରାସ ପାଇଛି ଯାହାର ପ୍ରଭାବ ରେ ଘରୋଇ ବଜାର ମାନଙ୍କରେ ସୁନା ର ଦର କମୁଛି ବୋଲି ସେମାନେ ମତ ଦାନ ଦେଇଛନ୍ତି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *