ନୂଆବର୍ଷ ଦିନ ଘରକୁ କିଣିକି ଆଣନ୍ତୁ ଏହି ଗୋଟିଏ ଜିନିଷ ପୁରା ବର୍ଷ ଟି ଆପଣଙ୍କ ପାଖକୁ ଜମିକି ପଇସା ଆସିବ

asdsfrdsfgd

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ତରଫରି ପ୍ରଥମେ ନୂତନ ବର୍ଷ ର ହାର୍ଦିକ ଅଭିନନ୍ଦନ ଓ ଶୁଭ କାମନା ନୂତନ ବର୍ଷ ର ଅପେକ୍ଷା ସମସ୍ତେ କରୁ।ଛନ୍ତି କି କେବେ ଏବି ବର୍ଷ ଟି ସରିବ ଆଉ ଆମେ ନୂତନ ବର୍ଷ ରେ ପ୍ରବେଶ କରିବା କାହିଁକି ନା 2020 ରେ ଜଣା ନାହିଁ ଆମେ କେତେ ପ୍ରକାର ଖରାୁ ପରିସ୍ଥିତି କୁ ଝେଲିଲେ ବା ସହିଲେ ଏବଂ ଏହି ବର୍ଷ ର କିଛି ଖରାପ ଭଲ ସୃତି କୁ ନେଇ ଯେବେ ଆମେ 2021 ରେ ପ୍ରବେଶ କରିବା ତ ଆମ ମନ ଭିତ ରେ ଗୋଟି କଥା ଖାଲି ଚାଲୁଥିବ କି ଏହି ବର୍ଷ ଟୁ ଆମ ପାଇଁ ଭଲ ରେ ଯିବ କି ନାହିଁ କାରଣ ଏମିତି ରେ ନୂତନ ବର୍ଷ ଦିନ ତାହା ହେଲେ ଏମିତି ରେ ବି ନୂତନ ବର୍ଷ ଦିନ କେଇଁ ଆପଣ ଆପଣ ଙ୍କ ର ଘର କୁ କେଉଁ ଜିନିଷ କିଣିକି ଆଣି ଆପଣ ଘରେ ରଖିଲେgjhgghf

ଆପଣ ଙ୍କ ର ଏହି ନୂତନ ବର୍ଷ ଟି ଭଲ ରେ କଟିବ ଆପଣ ଙ୍କ ର ଜୀବନ ରେ ସୁଖ ସମୃଦ୍ଧି ବଢିଥାଏ ଆପଣ ଙ୍କ ର ଜୀବନ ଟା ବର୍ଷ ସାରା ଖୁସି ରେ କଟିଥାଏ ତେବେ ପୁରା ଘଟଣା ଟିକୁ ଜାଣିବା ପାଇଁ ଆମର ଏବି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ତେବେ ବନ୍ଧୁଗଣ ଆପଣ ଯେ କୈଣସି ଗୋଟିଏ ଜିନିଷ ଆଣି ପାରିବେ ତେବେ ପ୍ରଥମ ଟି ହେଉଛି କଇଁଛ , କଇଁଛ ଶୁଖ ସମୃଦ୍ଧଝୁ ର ପ୍ରତିକ ଅଟେ ଯଦି ଆପଣ ହ୍କ ଘରେ ଏହିା ଆଗରୁ ଥିବ ତ ୟାକୁ ପୁଣି ଆଉ ଥରେ ଆଣିବେ ନୀହିଁ କିନ୍ତୁ ଘରେ ଆଗରରୁ ଏହା ନାହିଁ ତେବେ ଏହାକୁ ନିଶ୍ଚୟ ଆଣିବେ କାରଣ ଏହା ଜୀୂବନ ରେ ସଭାଗ୍ୟ କି ବଢାଇଥାଏ ଓ ଘରୁ ନକରାତ୍ମକ ଶକ୍ତି କୁ ଦୂର କରି ହଟାଇ ଥାଏ ତେବେ ବନ୍ଧୁଗଣ ଆଗ କାଳ ରେ ଏହା କୁ ଲୋକେ କଇଁଛ କୁ ଘର ର ମୁଖ୍ୟ ଦୁଆର ରେ ଟଘ୍ଗାଇ ରଖୁଥିଲେ

ଶାସ୍ତ୍ର ଅନୁସାରେ କଇଁଛ କୁ ସ୍ତିରତା ଓ ଦିର୍ଘାୟ ର ପର଼୍ରତିକ ବୋଲି କୁହାଯାଇଥାଏ ଏହା କୁ କକ୍ଷ ର ଉତ୍ତର ପଟ କାନ୍ଥ ର ଯେ କୈଣସି କୁଣ ରେ ସ୍ଥାପନା କରାଯାଇଥାଏ ତେବେ ବନ୍ଧିଗଣ ଆପଣ ଆପଣ ଙ୍କ ର କୈଣସି ଇଚ୍ଛା କୁ ପୁରଣ କରିବାକୁ ଚାହୁଁଥିଲେ ତେବେ କରନ୍ତୁ ଏହା ଉପାୟ ହୋଟିଏ କାଗଜ ରେ ନାଲି କାଗଜ ରେ ନାଲି କାଗଜ ରେ ନିଜର ଇଚ୍ଛା କୁ ଲେଖି ସେହି କାଗଜ କୁ ଭାଙ୍ଗ କରି ସେହି କଇଁଛ ର ପେଟ ଉପରେ ରଖି ଦିଅନ୍ତୁ ଏବଂ କଇଁଛ କୁ କିଛି ପାଣି ରେ ରଖି ଦେବା ଯେପରି କଇଁଛ ର ମୁଣ୍ଡ ପାଣିରେ ଯେମିତି ବୁଡୁ ଥିବ ନାହିଁ ଏହା କରିବା ଦ୍ୱାରା କାଗଜ ରେrrdfghfghhgjg

ଲେଖା ଯାଇଥିବା ଇଚ୍ଛା ତାହା ଅଳ୍ପ ଦିନ ରେ ପୁରଣ ହୁଏ ବୋଲି ଶାସ୍ତ୍ର ରେ ଲେଖା ଯାଇଛି ଏବଂ ବନ୍ଧୁଗଣ ଆପଣ ଙ୍କ ର ଇଚ୍ଛା ପୁରଣ ହେବା ପରେ କଇଁଛ କୁ ନଦୀ ରେ ବା ପୋଖରୀ ପାଣୀ ରେ ଭସାଇ ଦେବେ କାରଣ ଗୋଟିଏ କଇଁଛ କୁ 2 ଥର ଇଚ୍ଛା ପୁରଣ ପାଇଁ ବ୍ୟବହାର କରାଯାଏ ନାହିଁ ତେଣୁ ଆପଣ ନୂତନ ବର୍ଷ ରେ ଘର କୁ କିଣିକି ଆଣନ୍ତୁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *