ଝିଅଟି ସବୁଦିନ ଖାଉଥିଲା ଗୁପୁଚୁପ କିନ୍ତୁ ଏପରି କିଛି କଲା ଗୁପୁଚୁପ ଵାଲା ଦେଖନ୍ତୁ ଜାଣିପାରିବେ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଝିଅ ଟି ନିତି ଦିନ ଗୁପୁଚୁପ ଖାଇବା ପାଇଁ ଗୁପୁଚୁପ ୱାଲା ପାଖ କୁ ଯାଉଥିଲା ଆଉ ତାପରେ କଣ ଘଟିଥିଲା ଜାଣିବା ପାଇଁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ ସମସ୍ତ ଙ୍କୁ ଜଣା ଥିବ କି ଝିଅ ମାନଙ୍କୁ କେତେ ପରିମାଣ ରେ ଗୁପୁଚୁପ ପସନ୍ଦ । ଏମିତି ରେ ଦେଖିବାକୁ ଗଲେ ଗୁପୁଚୁପ ଖାଇବା ପାଇଁ ଝିଅ ମାନେ କିଛି ବି କରି ପାରନ୍ତି , ଯେମିିତି କି ଦେହ ଖରାପ ଥିଲେ ମଧ୍ୟ ସେମାନେ ଗୁପୁଚୁପ ଖାଇବା କୁ ଅଧିକ ପସନ୍ଦ କରନ୍ତି । ଝିଅ ମାନେ କାମ ରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ସେମାନ ଙ୍କ ପାଖ ରେ ଗୁପୁଚୁପ ଖାଇବା ପାଇଁ ବହୁତ ଅଧିକ ସମୟ ରହି ଥାଏ । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁhgyjkhlhj

ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯଦି ଆପଣ ଏକ ଝିଅ ହୋଇଥାନ୍ତି , ତେବେ ଆପଣ ଏବେ ରୁ ସାବଧାନ ହୋଇ ଯାଆନ୍ତୁ । କାରଣ ଆଜିର ଘଟଣା ଟି ହେଉଛି , ପ୍ରତିଦିନ ଗୁପୁଚୁପ ଖାଉଥିବା ଏକ ଝିଅ ସହ ଘଟିଥିବା ଏକ ଅଘଟଣ ଆଜ୍ଞା ହଁ ,ଘଟଣା ଟି ହେଉଛି ମଧ୍ୟପ୍ରଦେଶ ର । ଝିଅ ଟି ନିତି ଦିନ ଗୁପୁଚୁପ ଖାଇବା ପାଇଁ ଯାଉଥିଲା ଆଉ ଏମିତି ପ୍ରତିଦିନ ଯିବା ସମୟ ରେ ଗୁପୁଚୁପ ୱାଲା ସହ ଝିଅ ଟିର ତା ସହ ପ୍ରେମ ହୋଇଗଲା ଆଉ ତାପରେ ଦୁହେଁ ଏବେ ପେରାର ତ ବନ୍ଧୁଗଣ ଚାଲନ୍ତୁ ଜାଣିନେବା ସମ୍ପୁଣ୍ନ ଘଟଣା ବିଷୟ ରେ ବନ୍ଧଗଣ ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରେମ ଅନ୍ଧ ହୋଇଥାଏ ,

ପ୍ରେମ କଲା ବେଳେ ପ୍ରେମ କିଛି ବି ଦେଖି ନଥାଏ ପ୍ରେମ ନା ତ କେବେ ଜାତି ଟଙ୍କା ଘର ଦ୍ୱାର କିଛି ଦେଖି ନଥାଏ ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ର ଏକ ଝିଅ ସହ । ଝିଅ ଟି ପ୍ରତିଦିନ ଗୁପୁଚୁପ ଖାଇବା ପାଇଁ ଯାଉଥିଲା ଆଉ ତାହା ସହ ପ୍ରେମ କରି ଫେରାର ହୋଇ ଯାଇଛି । ପରେ ଝିଅ ଟିର ଘର ଲୋକ ଝିଅ କୁ ଖୋଜା ଖୋଜି ପରେ ଏକ ତାନ୍ତ୍ରିକ ପାଖ କୁ ଯାଇଥିଲେ , ତାନ୍ତ୍ରିକ ଝିଅଟି କୁ କିଡନାପ ହୋଇଛି ବୋଲି କହିଥିଲା ତାନ୍ତ୍ରିକ ଜଣକ ପରେfbhfgjgmkj

ଝିଅ ଟିର ଘର ଲୋକ ପୋଲିସ ରେ ଅଭିଯୋଗ କରିଥିଲେ । କିଛି ଦିନ ପରେ ଉଭୟ ଝିଅ ଏବଂ ପୁଅ ଘର କୁ ଫୋନ କରି କହିଥିଲେ କି ଆମେ ଏଠାରେ ଭଲ ରେ ଅଛୁ ମୁଁ ଏଠାରେ ବହୁତ ଭଲ ଅଛି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *