ନାଲି ଲଙ୍କା କୁ ଚୁପଚାପ୍ ପୋତିଦିଅନ୍ତୁ ଏହି ଜାଗାରେ ଶତ୍ରୁ ନିଜେ ଆସି ହାତଯୋଡି କ୍ଷମା ମାଗିବ

ddgfhgjfdfgfg

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ କେବେ ଶତୃ ମାନେ ଆମକୁ ଅଧିକ ମାତ୍ରା ରେ ହଇରାଣ କରିଥାନ୍ତି ଓବଂ ଆପଣ ଙ୍କୁ ସେଥିରୁ ବାହୀରିବା ପାଇଁ ରାସ୍ତା ବି ମିଳିନଥାଏ କେବେ କେବେ ତ ବାହାର ଲୋକ ଶତୃ ହୋଇଥାନ୍ତି ତ କେବେ କେବେ ଆପଣ ଙ୍କ ର ଅଫିସ ଷ୍ଟାପ ବି ଆପଣ ଙ୍କ ର ଶତୃ ହୋଇଥାନ୍ତି ଆଉ ଆପଣ ଙ୍କ ସହ ଶତ଼ତା କରିଥାନ୍ତି ଏବଂ ବହୁତ ଥର ଏମିତି ହୋଇଥାଏ କି ଆପଣ ବ୍ୟାପାରି ବା ବିଜେନସ ମ୍ୟାନ ଅଟନ୍ତି ଏବଂ ଆପଣ ଙ୍କ ର ଷ୍ଟାପ ମାନେ ବା ଆପଣ ଙ୍କ ସହ କାମ କରୁଥିବା ଲୋକେ ବି ଆପଣ ଙ୍କୁ ଦେଖିକି ଜଳନ୍ତି ଆପଣ ଙ୍କ ର ଚାକର ବି ଆପଣ ଙ୍କୁ ଦେଖି ଇର୍ଷା କରିଥାଏ ବା ଆପଣ ଙ୍କ ର ସାଙ୍ଗ ମାନେ ହୁଅନ୍ତୁ ସେମାନେ ବି ଆପଣ ଙ୍କୁ ଦେଖି ସହୁପାରି ନଥାନ୍ତି ତେଣୁ ଏବେ ଆପଣ ଙ୍କୁ ବୁଝିବାକୁ vdfbvfgbfgbfg

ହେବ କି ଶେଷ ରେ ଆପଣ କାହା ଠାରୁ ବଞ୍ଚିବେ ଓ କାହା ଠାରେ ରହିବେ କାରଣ ପ୍ରତ୍ୟେକ ଲୋକ ନିଜର କାମ କରାଇବା ପାଇଁ ଦୁହେଁ ଦୁହିଁ କ ସହ ଏକା ସାଙ୍ଗ ରେ ରୁହନ୍ତି ବା ସପୋର୍ଟ କରିଥାନ୍ତି କାମ୍ବା କେବେ ମୈକା ମିଳିବ ଏ ମଉକା ଦେଖି ସେମାନେ ଛକା ମାରିନେବେ ଓ ନିଜର କାମ କରି ନେବେ କିନ୍ତୁ ଏମିତି ସବୁ ନଥାନ୍ତି କିନ୍ତୁ କିଛି ଲୋକ ଆପଣ ହ୍କ ର ଖରାପ ସମୟ ରେ ବି ଆପଣ ଙ୍କ ର ବହୁତ ସାହାର୍ଯ୍ୟ କରିଥାନ୍ତି କିନ୍ତୁ

ବନ୍ଧୁଗଣ କେବେ କେବେ ଶତୃ ତ ଆପଣ ଙ୍କ ଘରେ ବି ରହିଥାନ୍ତି ତ ଆଉ କେବେ କେବେ ବାହାରେ ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଗୋଟେ ଛୋଟ ପ୍ରୟୋଗ ବିଷୟ ରେ କହିବୁ ଯାହା ହେଲା ଲାଲି ଲଙ୍କା ଆପଣ ଙ୍କ ଘରେ ଯେଉଁ ଲାଲୀ ଶୁଖିଲା ଲଙ୍କା ବ୍ୟବହାର କରନ୍ତି ସେଥିରେ ହିଁ ଆପଣ ଙ୍କୁ ପ୍ରୟୋଗ କରିବାର ଅଛି ଯାହା ଦ୍ୱାରା ଆପଣ ଙ୍କ ର ଯେତେ ବି ଶତୃ ଥିବେ ସବୁ ଶେଷ ହୋଇଯିବେcxv cgvnbm

ଏବଂ ସେହି ଶତୃ ମାନେ ଆସି ଆପଣ ଙ୍କୁ ତାଙ୍କର ଭୁଲ ପାଇଁ କ୍ଷମା ମାଗିବେ ତେଣୁ ଆପଣ ପ୍ରଥମେ ଏହି କାମ ମଙ୍ଗଳ ବାର କି ଶନିବାର ଦିନ ରାତି ରେ କରିବା ପାଇଁ ପଡିବ ତେଣୁ ଏଥିଲାଗି ଆପଣ 5 ଟି ଶୁଖିଲା ଲଙ୍କା ନିଅନ୍ତୁ ଏବଂ ଘର ର ଆଖ ପାଖରେ ଗୋଟେ ଛୋଟ ଗାତ ଖୋଳି ସେହି ଲଙ୍କା କୁ ଶତୃୃ ମାନଙ୍କ ର ନାମ ନେଇ ପୋତି ଦିଅନ୍ତୁ ଏବଂ ଏହା କରିବା ଦ୍ୱାରା ଆପଣ ଙ୍କ ର ଶତୃ ରହିବେ ନାହିଁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *