ଆଗକୁ ଆହୁରି ହାଡଭଙ୍ଗା ଶୀତ ୧୫ଜିଲ୍ଲା କୁ ବର୍ଣ୍ଣିଙ୍ଗ ଜାରି

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ପାଣି ପାଗ ବିଭାଗ ପକ୍ଷ ରୁ ନୁା ସୂଚନା ଜାରୀ ହୋଇଛି ଆସନ୍ତା 25 ପର୍ଯ୍ୟନ୍ତ ଅସମ୍ଭାଲ ଜାଡ ଏପଟେ ଥରୁଚି ଓଡିଶା ପୁମି ଆସୁଚୁ ହାଡ ଭଙ୍ଗା ଶୀତ ତେବେ ଆସନ୍ତୁ ଜାଣି ନେବା ସଂମ୍ପୁର୍ଣ୍ଣ ସୁଚନା ଉତ୍ତର ଭାରତ ରୁ ଆସୁଛି ଥଣ୍ଡା ପବନ ପ୍ରଭାବ ଅତ୍ୟାବହ ଥିବା ବେଳେ ରଜ୍ୟ ବାପି ପ୍ରଭଳ ଥଣ୍ଡା ଅନୁଭିତ ହେଉଛି କ୍ରମାଗତ ଭାବେ 3 ଦିନ ଧରି ଦକ୍ଷିଣ ଉତ୍ତର ଆଭ୍ୟନ୍ତରିୟ ଉପକୁଳ ଓଡିଶା ରେ ସର୍ବନିମ୍ନ ତାପମାତ୍ରା ଖସିବା ରେ ଲାଗିଛି ବିଶେଷ କରି ଆଭ୍ୟନ୍ତରିୟ ଉପକୁଳ ଓଡିଶା ଅନୁଗୁଳ , ଝାରୁସୁଗୁଡା ଆରମ୍ଭ କରି କଳାହାଣ୍ଡି ।sdfdrhfgj

କୋରାପୁଟ ଏବଂ ସୁନ୍ଦରଗଡ ପର୍ଯ୍ୟନ୍ତ ଏହି ହାଡଭଙ୍ଗା ଶୀତ ର ପ୍ରଭାବ ଜାରୀ ରହିବ ପାରଦ ର ମାତ୍ରା ଏବେ 5 ଡିଗ୍ରୀ ରୁ ହ୍ରାସ ପାଇଛି ଅଚାନକ ଏମିତି ଥଣ୍ଡା ମାଡି ଆସିବାରୁ ଏବେ ଏହା ବହୁତ କଷ୍ଟ ଦାୟକ ପାଲଟିଛି ଅନ୍ୟ ପଟେ ଶୀତ ର ଲହରି କୁ ନେଇ ଜିଲ୍ଲା ପାଳ ଙ୍କୁ ଏସଆରସି ଙ୍କ ଚିଠି 15 ଜିଲ୍ଲା କୁ ୱାରଣ୍ଣିଙ୍ଗ ଦେଲେ ଏସଆରସି 10 ଜିଲ୍ଲା କୁ ଜାରୀ ରହିଛି ୱେଲୋ ୱାରଣ୍ଣିଙ୍ଗ ରାତି ରେ ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷ ରୁ ଏହି ସୁଚନା ମିଳିଛି ଥଣ୍ଡା ବଢିବ ତେଣୁ ଏଥିଲାଗି ସତର୍କ ରୁହନ୍ତୁ ବାସ ହୀନ ମାନଙ୍କୁ ସ୍କୁଲ ଘରେ ରହିବାକୁ ।dgdfhgjg

ଚିଠି ରାତି ରେ ଦୁଇ ଚକିଆ ଯାନ ରେ ଯାତ୍ରା ନ କରିବାକୁ ପରାମର୍ଶ ସେହି ପରି ଯଦି ନିଁଆ ଜାଳୁଛନ୍ତି ତେବେ ସୁରକ୍ଷା ପ୍ତି ଧ୍ୟାନ ଦିଅନ୍ତୁ ଶୀତ ପାଇଁ ବ୍ୟବହୃତ ସରଞ୍ଜାମ କୁ ସତର୍କତାର ସହ ପରାମର୍ଶ ଦେଇଛନ୍ତି ଏସଆରସି ଗତ ଦୁଇ ଦିନ ଧରି ଫୁଲବାଣୀ ରେ କ୍ରମାଗତ ଭାବେ ବେଶ କମ ରହିଥିବା ତାପମାତ୍ରା ରାଝ୍ୟ ର ସବୁଠୁ କମ 4 ଡିଗ୍ରୀ ସେଲସିୟସ ରହିଥିବା ବେଳେ ଅନ୍ୟାନ ଅଞ୍ଚଳ ରେ ଶୀତ ପ୍ରକପ ଦିନକୁ ଦିନ ବଢିବାରେ ଲାଗିଛି ପାଣି ପାଗ ବିଭାଗ ଆକଳନ କରିଛି ଯେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଶୀତ ର ପ୍ରକପ ବହୁତ ଅଧିକ ଜାରୀ ରହିବ ।bnjghmkhj

ରାଜ୍ୟ ର ବିଭିନ୍ନ ପାଣି ପାଗ ଷ୍ଟେଷନ ରୁ ମିଳିଥିବା ରିପୋର୍ଟ ଅନୁସାରେ ରାଝ୍ୟ ରେ 13 ଟି ସ୍ଥାନ ର ତାପମାତ୍ରା 10 ଡିଗ୍ରୀ ସେଲସିୟସ ରୁ କମ୍ ରହିଛି । ତେବେ ବନ୍ଧୁଗଣଁ ଆପଣ ମାନହ୍କର କେଉଁ ଜିଲ୍ଲା ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ନିହାତି ଜଣାନ୍ତୁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *