ପୁଅ ପିଲା ମାନେ ଏହି ଭିଡିଓ ନିହାତି ଦେଖନ୍ତୁ

YDFFSDGDF

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସକାଳୁ ଉଠିବା ମାତ୍ରେ ଯାହା ବି ଆମେ କରିଥାଉ ତାର ସିଧା ପ୍ରଭାବ ଆମର ଶାରିରୀକ ଏବଂ ମାନସୀକ ଭାବରେ ଆମର ଶରୀର ରେ ପଡିଥାଏ ମାନେ ଯଦି ଆପଣ ସକାଳୁ ଉଠି ଜିମ ଯାଉଛନ୍ତି ତେବେ ଏହା ଦ୍ୱାରା ଆପଣ ଙ୍କ ର ଶାରିରୀକ ଓ ମାନସୀକ ପ୍ରଭାବ ଆପଣ ଙ୍କ ର ଶରୀର ଉପରେ ପଡିଥାଏ ଏବଂ ଆପଣ ଙ୍କ ର ଶରୀର ଦିନ ଯାକ ସୁସ୍ଥ ରହିଥାଏ କିନ୍ତୁ ଏହା ବ୍ୟତୀତ ପ୍ରାୟତଃ ଲୋକ ମାନଙ୍କ ର ଗୋଟିଏ ଖରାପ ଅଭ୍ୟାସ ରହିଥାଏ ସକାଳ ଖାଲି ପେଟ ରେ ଚାହା ପିଇବା ଦେଖା ଯାଏ ଯେ ପ୍ରାୟତଃ ଲୋକ ମାନେ ଚାହା ସେବନ କରିଥାନ୍ତିଏଭଳି ଲୋକ ମାନେ ବୁଝିବା ଦରକାର ଯେ ାଗକୁ ସେମାନଙ୍କ ର ଶରୀର ବହୁତ ଖରାପ ହେବାର ଅଛି ମାନେKHGASDSFDFS

ଏଭଳି ଅନେକ ରୋଗ ରହିଛି ଯାହା ସକାଳେ ଖାଲି ପେଟରେ ଚାହା ପିଇଲେ ହୋଇଥାଏ ତେଣୁ ଆଜି ଆମେ ଆପଣ ମାନଙ୍କୁ କହିବୁ ଯାହା ଆପଣ ମାନଙ୍କୁ ଖାଲି ପେଟ ରେ ଚାହା ପିଇବାର ହାନୀ କାରକ ବିଷୟ ରେ କହିବୁ ତେଣୁ ଏହାକୁ ଶେଷ ଯାଏଁ ପଢିବା ପରେ ଆପଣ ବୁଝି ପାରିବେ ଯେ ଖାଲି ପେଟ ରେ ଚାହା ପିଇବା ବିଷ ପିଇବା ସହିତ ସମାନ ଅଟେ ତେଣୁ ବନ୍ଧୁଗଣ ଯାହା ଆମେ କହିଛୁ ଯେ ଖାଲି ପେଟ ରେ ଚାହା ପିଇବା ଟା ହାନିକାରକ ଅଟେ ତେଣୁ ତାହା ଯେପରି ଚାହା ହେଉ କାରଣ କିଛି ଲୋକ ଭାବୁଥିବେ ଯେ ଯଦି ଆମେ ଗ୍ରିନ ଟି କୁ ଖାଲି ପେଟ ରେ ପିଉଛେFJJDFDFGDFG

ତେବେ ତାହା ଆମର ଶରୀର ପାଇଁ ଭଲ ଅଟେ କିନ୍ତୁ ଆପଣ ଜାଣି ରଖନ୍ତୁ ଯେ ଖାଲି ପେଟ ରେ ଚାହା ପିଇବା ଦେହ ପ୍ରତି ହାନିକାରକ ଅଟେ କରଣ ଚାହା ରେ ଏସିଡ ରହିଥାଏ ଏବଂ ଏହା ଆମର ଶରୀର ରେ ରହିଥିବା ଲାଳ ଅଂଶ ଯେତେବେଳେ ମିଶି ଯାଏ ତେବେ ଆମର ଶରୀର ରେ ଏହା ଏସିଡିଟି କରାଇଥାଏ ପେଟ ରେ ଗ୍ୟାସ ହେବା ଇତ୍ୟାଦି ଅନେକ ପ୍ରକାର ର ରୋଗ ଜନ୍ମ ନେଇଥାଏ ତେଣୁ ଏଭଲି ପରିସ୍ଥିତି ରେ ଖାଲି ପେଟ ରେ ଚାହା ପିଇବା ଉଚିତ ନୁହେଁ ଆଉ ହଁ ମନେ ରଖନ୍ତୁ ଯଦି ଆପଣ ଖୀର ଚାହା ଖାଲି ପେଟ ରେ ପିଉଛନ୍ତି ତାହା ସବୁଠାରୁ ହାନିକାରକ ଅଟେ ତେଣୁ ଆପଣ ଖାଲି ପେଟ ରେ ଚାହା ପିଅନ୍ତୁ ନାହିଁ କାରଣ ଏଥିରେ ଯାହା ଆପଣ ଙ୍କୁ କ୍ଷତି ହେବ ତାହା ଆପଣ କେବେ ବି ସମ୍ଭଳି ପାରିବେ ନାହିଁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *