ବୋଲ୍ଡନେସ୍ କୁଇନ୍ ଅଭିନେତ୍ରୀ ଶେହନାଜ୍ ଗିଲ୍ ଙ୍କୁ ପରଦା ବାହାରେ ଦେଖିଲେ ପାଣି ହୋଇଯିବେ ।

Shehnaaz Gill

ବନ୍ଧୁଗଣ ପଞାବ୍ ର କଟ୍ରିନା କୈଫ୍ ଙ୍କ ନାମ ରେ ପରିଚିତ ଶେହନାଜ୍ ଗିଲ୍ ଙ୍କ ନୂଆ ଗୀତ ଏହି ଦିନ ରେ ରିଲିଜ୍ ହୋଇ ଥିବା ବେଳେ ଗୀତ ନାମ ସୋନା ସୋନା ରହିଛି ଏବଂ ଜାହା ବର୍ତମାନ ସମୟ ରେ ଟ୍ରେଣ୍ଡିଂ ରେ ରହି ଥିବାର ଦେଖିବା ପାଇଁ ମିଳିଛି । ଏହି ଗୀତ ରେ ଶେହନାଜ୍ ଗିଲ୍ ଙ୍କ ସହିତ ସିଦ୍ଧାର୍ଥ ସୁକ୍ଲା ରହିଛନ୍ତି , ଏମିତି ରେ ବିଗତ ଦିନ ରେ ନିଜର ସୁନ୍ଦର ଫୋଟ ପୋଷ୍ଟ କରି ଫେନ୍ସ ମାନଙ୍କ ହୃଦୟ କୁ ଜିିତି ଥିବା ଏହି ଅଭିନେତ୍ରୀ ଏହି ଗୀତ ରେ ବହୁତ ସୁନ୍ଦର ଦେଖା ଜାଉ ଥିବା ବେଳେ ଏହି ସମୟ ରେ ଅଭିନେତ୍ରୀ ଙ୍କର ଏକ ବୋଲ୍ଡ ଫୋଟ ବି ଇଣ୍ଟରନେଟ୍ ରେ ଭାଇରଲ ହେଉ ଥିବାର ଦେଖିବା ପାଇଁ ମିଳିଛି ।

Shehnaaz

ସେମିତି ରେ ଆପଣ ମାନେ ଜାଣି ଥିବେ ଶେହନାଜ୍ ଗିଲ୍ ଶୋସିଆଲ ମିଡ଼ିଆ ରେ ବହୁତ ସମୟରେ ଏକ୍ଟିଭ୍ ରହି ଥାନ୍ତି ଏବଂ ଏହି ଦିନ ରେ ସେ ଗୋଟିଏ ଫୋଟ ସେୟାର କରିଛନ୍ତି ସେହି ଥିରେ ତାଙ୍କର ବୋର୍ଡ ଲୁକ୍ସ ଫେନ୍ସ ମାନଙ୍କ ହୋସ୍ ଉଡେଇ ଦେଉଛି ।

ସେମିତି ରେ ଏହି ଫୋଟ ଶେହନାଜ୍ ଗିଲ୍ କ୍ୟମେରା କୁନ ଚାହିଁ ତଳକୁ ଚାହିଁଛନ୍ତି ଶେହନାଜ୍ ଗିଲ୍ ଙ୍କ ଏହି ଅନ୍ଦାଜ୍ ଫେନ୍ସ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସି ଥିବାର ଦେଖିବା ପାଇଁ ମିଳିଛି । ସେମିତି ରେ ଅଭିନେତ୍ରୀ ଙ୍କ ଏହି ଫୋଟ ଲେଟେଷ୍ଟ ନ ହେଲେ ବି ଫେନ୍ସ ଏହା ଉପରେ ବହୁତ କମେଣ୍ଟ କରୁ ଥିବାର ଦେଖିବା ପାଇଁ ମିଳୁଛି ।

Shehnaaz Gill

ସେମିତି ରେ ଶେହନାଜ୍ ଗିଲ୍ ବହୁତ ସମୟ ରେ ଏମିତି ଫୋଟ ସୁଟ୍ ଆଦି କରି ଥାନ୍ତି ଜାହାର ଫିଡବେଗ୍ ସବୁ ସମୟ ରେ ଫେନ୍ସ ମାନେ ତାଙ୍କୁ ଦେଇ ଥାନ୍ତି । ତେବେ ଆପଣ ମାନଙ୍କୁ ଶେହନାଜ୍ ଗିଲ୍ ଙ୍କ ଏହି ସବୁ ଲୁକ୍ସ ଦେଖି କେମିତି ଫିଲ୍ ହେଉଛି ଆପଣ ମାନେ ନିଶ୍ଚିୟ ଭାବେ କମେଣ୍ଟ କରି ଜଣେଇବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *