ବଡ଼ ଖବର(ଛାଡ଼ପତ୍ର) ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ

grthtyjytt

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଓଡିଆ ଜଗତ ରେ ଅନୁଊବ ଏବଂ ବର୍ଷା ଙ୍କର ଯୋଡି ବହୁତ ସୁନ୍ଦର ଅଟେ ସେମାନେ ଦୁଇ ଜଣ ଗୋଟିଏ କଲେଜ ରେ ପାଠ ପଢିଥିଲେ ପରେ ସେମାନେ ଓଡିଆ ଫ୍ଲିମ୍ ଜଗତ କୁ ଆସି ସମଗ୍ର ଓଡିଆ ବାସୀ ଙ୍କର ହୃଦୟ ମଧ୍ୟ ଜିଣି ପାରିଥିଲେ ପ୍ରଥମେ ଅନୁଭବ ଓଡିଆ ଜଗତ ରେ ଆଲବମ୍ ରେ କାମ କରିଥିଲେ ପରେ ସେ ଧିରେ ଧିରେ ଓଡିଆ ଫ୍ଲିମ୍ ଜଗତ ରେ ତାଙ୍କର କଳା ପ୍ରଦର୍ଶନ କରିବା କୁ ସୁଯୋଗ ପାଇ ଥଲେ ପରେ ସେ ପ୍ରସିଦ୍ଧ ହେବା ପରେ ସେ ତାଙ୍କର ସାଥୀ ବର୍ଷା ଙ୍କୁ ସେ ଏହି ଲାଇନ କୁ ଆଣି ଥିଲେ ପରେ ସେମାନ ।asfsdgdfg

ଙ୍କ ଭିତରେ ସଂମ୍ପର୍କ ଘନିଷ୍ଠ ହେବା ରୁ ସେମାନେ ପରସ୍ପର କୁ ଭଲ ପାଇଥିଲେ ଏବଂ ପରେ ସେମାନେ ବିବାହ ମଧ୍ୟ କରି ନେଇଥିଲେ ଏମିତି ରେ ଦେଖିବାକୁ ଗଲେ ଓଡିଆ ଜଗତ ର ସମସ୍ତ ଦର୍ଶକ ଏହି ଦୁଇ ଜଣଙ୍କ ର ଯୋଡି କୁ ବହୁତ ଅଧିକ ପସନ୍ଦ କରନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଓଲିଉଡ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ ର କୁଇନ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ରେ ଗତ କିଛି ଦିନ ହେବ ବିବାଦ ଲାଗି ରହିଥିଲା ତେବେ ଆଗାମୀ ମାସ 15 ତାରିଖ ରେ ହେବାକୁ ଯାଉଛି ଓଲିଉଡ ର ଶୁଆ ଆଉ ଶାରୀ ଙ୍କ ମଧ୍ୟ ରେ କେବେ ବନ୍ଧୁଗଣ ଅନୁଭବ ।qwfwergre

ଏବଂ ବର୍ଷା ଗୋଟିଏ ଘରେ ଗୋଟିଏ ଛାତ ତଳେ ରଗୁଥିଲେ ମଧ୍ୟ ସେମାନ ଙ୍କ ଭିତରେ ଆଜି ଯାଏ କୈଣସି ସମାଧାନ ହୋଇପାରି ନାହିଁ ତେବେ ଏ ନେଇ ଏଇ କିଥି ଦିନ ହେବ ଅନୁଭବ ଙ୍କ ମାଆ ବର୍ଷା ଙ୍କ ନାମ ରେ ଏଭିଯୋଗ ଆଣିଛନ୍ତି କି ତାଙ୍କର ଘର ମରାମତି ପାଇଁ ବର୍ଷା ଙ୍କୁ ତାଙ୍କବାପ ଘର କି ଯିହା ପାଇଁ କହିଥିଲେ କିନ୍ତୁ ବର୍ଷା ଏ କଛଥା କୁ ମାନି ନ ଥିଲେ ତେଣୁ ଏ ନେଇ ଅନୁଭବ ଙ୍କ ମାଆ ବର୍ଷା ଙ୍କ ନାମ ରେ ଏଭିଯୋଗ ଆଣ୍ଛନ୍ତି ତେବେ ବନ୍ଧୁଗଣ ଆପଣ କଣ ଭାବୁଛନ୍ତି ଅନୁଭବ ଏବଂ ବର୍ଷା ଙ୍କ ଛାଡ ପତ୍ର ମାମଲା କୁ ନେଇ ଆମକୁ ତାହା ଆମର ଏହି ପୋଷ୍ଟ ରେ କମେଣ୍ଟ କରି ଜଣାନ୍ତୁ ।wfrerergrt

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । ତେବେ ବନ୍ଧୁଗଣ ଆମେ କହି ରଖୁଛୁ କି ବର୍ଷା ତାଙ୍କର ଛାଡ ପତ୍ର ପରେ ସେ ଅନୁଭବ ଙ୍କୁ 15 କୋଟି ଟଙ୍କା ପାଇଁ ଦାବି କରିଛନ୍ତି ତେବେ ଆପଣ ଏହି 15 କୋଟି ଟଙ୍କା ସଂମ୍ପକ ରେ କଣ ଭାବୁଛନ୍ତି ।

Love To Share

Leave a Reply

Your email address will not be published. Required fields are marked *