ଅନୁଭବ ମହାନ୍ତିଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ ଜାଣନ୍ତୁ

sdhdguk

ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ର ମେଗା ଷ୍ଟାର ବା ବାଦସାହ ଅନୁଭବ ମହାନ୍ତି କୁ ଆପଣ ମାନେ ଚିହ୍ନି ଥିବେ ସେମିତି ରେ ବର୍ତମାନ ସମୟ ରେ  ସେ ପାରିବାରିକ ହିଂସା କୁ ନେଇ ବ୍ୟସ୍ତ ବିବ୍ରତ ରହୁ ଥିବା ବେଳେ  ତାଙ୍କର କିଛି କାର୍ଯ୍ୟ ପାଇଁ ସେ ସବୁ ସମୟ ରେ ଚର୍ଚ୍ଚା ରେ ରହୁୁ ଥିବାର ଆପଣ ମାନେ ଜାଣି ଥିବେ , ସେମିତି ରେ ଆପଣ ମାନେ ତାଙ୍କର  ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ସହିତ ବହୁତ ଶୀଘ୍ର ଛାଡପତ୍ର ହେବାକୁ ଯାଉଛି ବୋଲି ବି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ , ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଅନୁଭବ ମହାନ୍ତି ଙ୍କ ବିଷୟ ରେ ଏବଂ ତାଙ୍କର ପରିବାର ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।sdgbdsgjb

ଅନୁଭବ ମହାନ୍ତି ଓଲିଉଡ ରେ 2004 ରେ ପାଦ ଦେଇ ଥିଲେ ତାଙ୍କର ପ୍ରଥମ ଫିଲ୍ମ ଆଇଲଭ୍ ୟୁ ଥିଲା ଏବଂ ପରେ ସେ 2012 ରେ ବାଳୁଙ୍ଗା ଟୋକା ଫିଲ୍ମ କରି ଥିଲେ ଜାହା ଏତେ ପରିମାଣ ରେ ହିଟ୍ ହୋଇ ଥିଲା କି ଜାହା ଓଲିଉଡ ର ସବୁ ରେକୋର୍ଡ କୁ ଭାଙ୍ଗୀ ଦେଇ ଥିଲା । ଏହା ପରେ ପରେ ସେ ଓଡ଼ିଆ ଫିଲ୍ମ ସମଥିଙ୍ଗ ସମଥିଙ୍ଗ ରେ ବି ରେକୋର୍ଡ କରି ଥିଲେ । ଏବଂ ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ ସବୁ କଳାକାର ଠାରୁ ଅଧିକ ଟଙ୍କା ନେଇ ଥାନ୍ତି । ସେ ଓଡ଼ିଶା ର ହାଇଏଷ୍ଟ ପେଡ୍ ଅଭିନେତାhlkujol

ରହିଛନ୍ତି । 2014 ରେ ଓଲିଉଡ କୁଇନ୍ ବର୍ଷା କୁ ସେ ବିବାହ କରି ଥିଲେ । ଏବଂ ସେ ବିବାହ କରିବା ପରେ ହିଁ ସେହି 2014 କେ ହିଁ ସେ ପଲିଟିକ୍ସ ରେ ପ୍ରେବଶ କରି ଥିଲେ ଏବଂ ବର୍ତମାନ ସମୟ ରେ ସେ କେନ୍ଦ୍ରାପଡା ରୁ ଇଲେକ୍ଟେଡ୍ ହୋଇଛନ୍ତି । ସାଂଶଦ ପଦ ରେ ତେବେ ଆପଣ ମାନଙ୍କୁ ସୂଚନା ଦେବହୁ କି ଅନୁଭବ ମହାନ୍ତି ଗୋଟିଏ ଓଡ଼ିଆ ଫିଲ୍ମ ପାଇଁ 50 ଲକ୍ଷ ରୁ 70 ଲକ୍ଷ ଟଙ୍କା ଚାର୍ଜ କରନ୍ତି ।cszfdhty

ଅନୁଭବ ମହାନ୍ତି ଙ୍କ ମୋଟ ସଂମ୍ପତୀ ହେଲା 15 କୋଟି ଏବଂ ତା ସହିତ ଆଲିସାନ୍ ଘର ଏବଂ ଲଗ୍ଜରୀ କାର୍ ମଧ୍ୟ ତାଙ୍କ ପାଖରେ ରହିଛି ।ତେବେ ଆପଣ ମାନଙ୍କୁ ଏହି ଓଲିଉଡ ର ଭାଈଜାନ୍ ବା ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ ଅଭିନୟ କେମିତି ଲାଗେ କମେଣ୍ଟ କରିବେ .ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *