ପ୍ରଥମ ଥର ପାଇଁ ନମିତା ଅଗ୍ରୋୱାଲ୍ ଙ୍କ ଝିଅ ଓ ପରିବାର ନିଶ୍ଚିତ ଦେଖନ୍ତୁ

yuy8oiil

ଆପଣ ମାନେ ନିଶ୍ଚିତ ଭାବେ ଓଡିଆ ଟେଲିଭିଜନ ଜଗତ ବିଷୟ ରେ ଜାଣି ଥିବେ , ଏହା ସହିତ ଆପଣ ମାନେ ଓଲିଉଡ ର ସେହି ଗୀତ ମାନେ ସେ ଭଜନ ହେଉ ବା ଆଲବମ୍ ହେଉ ସେହି ବିଷୟ ରେ ନିଶ୍ଚିତ ଭାବେ ବହୁତ ପରିମାଣ ରେ ପସନ୍ଦ ଆସେ ହେଲେ କଣ ଆପଣ ମାନେ କେବେ ଏହି ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଆମର ସେହି ଓଲିଉଡ ର ସିଙ୍ଗର ମାନଙ୍କ ବିଷୟ ରେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଆମ ଓଲିଉଡର ସୁନାମ ଧନ୍ୟ ଗୀତି କାର ଭଜନ କଣ୍ଠ ଶୀଳ୍ପୀ ଆପଣ ମାନଙ୍କର ପ୍ରିୟ ନମିତା ଅଗ୍ରୱାଲ ତାଙ୍କର ଘର ପରିବାର ତାଙ୍କର ପର୍ସିନାଲ ଲାଇଫ୍ ଏମିତି କି ତାଙ୍କ ବିଷୟ ରେ କିଛି ଅଜଣା କଥା ହେବାକୁ ଚାହିଁବୁ ।sggukjl

ନମିତା ଅଗ୍ରୱାଲ ଙ୍କୁ ଆପଣ ମାନେ ନିବେଦିତା ନାମରେ ବହୁତ ଭଲ ଭାବେ ଜାଣି ଥିବେ , ସେ କଟକ ର ତୁଳସୀ ପୁର ରେ 1969 ମସିହା ଜାନୁଆରୀ ମାସ ର 1 ତାରିଖ ରେ ଜନ୍ମ ଗ୍ରହଣ କରିଛନ୍ତି । ସୀତା ରାମ ଅଗ୍ରୱାଲ ଙ୍କୁ ସେମିତି ରେ ଆପଣ ମାନେ ସୀତାରାମ ଅଗ୍ରୱାଲ ଙ୍କୁ ଜାଣି ଥିଲେ ମାନେ ସେ ସିଦ୍ଧାର୍ଥ ଟିଭି ର ପ୍ରତିଷ୍ଠାତା ସେ 91.9 FM ର ମଧ୍ୟ ପ୍ରତିଷ୍ଟାତା ପ୍ରଥମ ରୁ ଗୀତ ପ୍ରତି ଆକୃଷ୍ଟ ରହି ଥିବା ବେଳେ 1992 ମସିହା ପ୍ଲାଟଫର୍ମ ମିଳି ଥିଲା ।ghjikhl

ନମିତା ଅଗ୍ରୱାଲ ଛୋଟ ବେଳୁ ହିଁ ଆଶକ୍ତି ଭାବ ରହି ଥିଲା ଏବଂ ଛୋଟ ବେଳୁ ହିଁ ସେ ଗୀତ ଶିକ୍ଷା ଲାଭ କରି ଥିଲେ । ଏବଂ ପରେ ସେ ବିବାହ କରି ଥିଲେ ସେ ଅନେକ ଗୁଡିଏ ଓଡିଆ ଏବଂ ହିନ୍ଧି ଭୋଜନ ପାଇଁ କଣ୍ଠ ଦାନ କରିଛନ୍ତି , ସେମିତି ରେ ବର୍ତମାନ ସମୟ ରେ ଜି ମ୍ୟୁଜିକ୍ କମ୍ପାନୀ ଦ୍ୱାରା ଅନେକ ଗୀତ ପ୍ରସ୍ତୁତ କରୁଛନ୍ତି । ସେମିତି ରେ ତାଙ୍କର ପରିବାର ବିଷୟ ରେ କହିଲେ ସେ ବହୁତ ବଡ ପରିବାର ରୁ ଆସି ଥାନ୍ତି, ତାଙ୍କର ପରିବାର ବର୍ତମାନ ସମୟ ରେ ତାଙ୍କର ଏକ ପୁଅ ଏବଂ ସ୍ୱାମୀ ଙ୍କ ସହିତ ଅନ୍ୟ ସଦଶ୍ୟ ମାନେ ରହିଛନ୍ତି ।ryt7uiik

ସେମିତି ରେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ଆମକୁ ଜଣେଇ ଦେବେ ରି ଆପଣ ମାନଙ୍କୁ ନମିତା ଅଗ୍ରୱାଲ ଙ୍କ ଗୀତ କେତେ ପରିମାଣ ରେ ଭଲ ଲାଗେ ଆପଣ ମାନଙ୍କୁ ନମିତା ଅଗ୍ରୱାଲ ଙ୍କ କଣ୍ଠ ସ୍ୱର କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *