କେବେ ଶୋଇବା ପୂର୍ବରୁ ଏହି ସବୁ ଭୁଲ କରୁଛନ୍ତି କି ତେବେ ସାବଧାନ ହୋଇ ଜାଆନ୍ତୁ

ବାସ୍ତୁ ଶାସ୍ତ୍ର ହିସାବ ରେ କୁହା ଜାଇଛି କି ରାତି ରେ ଶୋଇବା ସମୟ ରେ ଏହି ସବୁ ଭୁଲ କୁ କରିବା କଥା ନୁହେଁ , ଯଦି ଆପଣ ମାନେ ଏହି ଚାରୋଟି କାମ କରୁଛନ୍ତି ତେବେ ଆଜି ଠାରୁ ଭୁଲ ରେ ବି କରନ୍ତୁ ନାହିଁ । କାରଣ ଏହି ସବୁ ଭୁଲ କାମ କରିବା ଦ୍ୱାରା ଦାରିଦ୍ରତା ପିଛା ଛାଡିନ ଥାଏ , ଶାସ୍ତ୍ର ଅନୁସାରେ ବହୁତ ଲୋକ ମାନେ ଏହି ସବୁ କାମ କୁ ଶୋଇବା ସମୟ ରେ କରି ଥାନ୍ତି ଜାହା ପାଇଁ ସେମାନଙ୍କୁ ବହୁତ ସମସ୍ୟା ରେ ପଡିବା ପାଇଁ ପଡେ । ତେବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ସମସ୍ୟା ବା ଭୁଲ ବିଷୟ ରେ କହିବୁ ଜାହାକୁ କେବେ ବି ଆପଣ ମାନଙ୍କୁ ଶୋଇବା ସମୟ ରେ କରିବା କଥା ନୁହେଁ । ପ୍ରଥମେ ରେ ରାତି ରେ ଶୋଇବା ବେଳେ ମୁଣ୍ଡ ପାଖରେ ମୋନିପର୍ସ ରଖି ଶୋଇବା ଉଚିତ ନୁହେଁ । ଏହି ପରି କରିବା ଦ୍ୱାରା ବ୍ୟକ୍ତି ର ହାନୀ ହେବା ସହିତ ବ୍ୟକ୍ତି ଧନ ର ବି ହାନୀ ହୋଇ ଥାଏ । ତେଣୁ ଭୁଲ ରେ ବି ରାତି ରେ ଏମିତି କରନ୍ତୁ ନାହିଁ , ହେଲା ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଙ୍କୁ ରାତି ରେ ଶୋଇବା ସମୟ ରେ ସୁନା କିମ୍ବା ଚାନ୍ଦୀ ର ଜିନିଷ ରଖି ଶୋଇବା ଉଚିତ ହୋଇ ନ ଥାଏ ।

ଯଦି ଆପଣ ମାନେ ଶୋଇବା ସମୟ ରେ ମୁଣ୍ଡ ପାଖରେ ସୁନା କିମ୍ବା ଚାନ୍ଦୀ ର ଜିନିଷ ରଖି ଶୋଇବେ ତେବେ ଶ୍ୱଭାଗ୍ୟ ବଦଳ ରେ ଦୂର୍ଭାଗ୍ୟ ଆପଣ ମାନଙ୍କ ପାଖକୁ ଆସେ , ଏବଂ ସବୁ ବେଳେ ସମସ୍ୟା ଲାଗି ରହି ଥାଏ , ସେହିପରି ରେ ଶୋଇବା ସମୟ ରେ ବେଡ୍ ପାଖରେ ଜୋତା ବା ଚପଲ ରଖି ଶୋଇବା ଉଚିତ୍ ହୋଇ ନ ଥାଏ ,ଏମିତି କରିଲେ ମାତା ଲକ୍ଷ୍ମୀ ଘର ଛାଡି ଚାଲି ଜାଇ ଥାନ୍ତି । ଏହି ବିଷୟ ରେ କୁହା ଜାଇଛି କି ବ୍ୟକ୍ତି କୁ ରାତି ରେ ଶୋଇବା ସମୟ ରେ ମୁଣ୍ଡ ପାଖରେ କୈଣସି ଧାତୁ ତିଆରି ଜିନିଷ ରଖିବା ଉଚିତ ନୁହେଁ । ଲୁହା ବ୍ୟତିତ ଆପଣ ମାନେ ଧାତୁ ରେ ତିଆରି ହୋଇ ଥିବା ଜିନିଷ କୁ ଆପଣ ମାନେ ମୁଣ୍ଡ ପାଖରେ ରଖି ଶୋଇଲେ ସବୁ ବେଳେ ଅଭାବ ହିଁ ଦେଖା ଦେଇ ଥାଏ ସେମିତି ରେ ଆପଣ ମାନେ ଏହି ସବୁ ଜିନିଷ ବିଷୟ ରେ ସବୁ ବେଳେ ଧ୍ୟନ ଦେବା ସହିତ ନିଜର ଶୋଇବା ସ୍ଥାନ ରେ କେବେ ଏମିତି କିଛି ଜିନିଷ ରଖନ୍ତୁ ନାହିଁ ଜାହା ଆପଣ ମାନଙ୍କ ପାଇଁ ନାକାରାତ୍ମକ ଉର୍ଜା ର ଆଦାନ ପ୍ରଦାନ କରୁ ଥିବ ଉହାହରଣ ଯଦି ଆପଣ ମାନଙ୍କ ସ୍ୱାମୀ ମଦ୍ୟପାନ କରନ୍ତିି ତେବେ ସେ ମଦ ବୋତଲ ଆଦି କୁ ମଣ୍ଡ ପାଖରେ ରଖୁନ୍ତି ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଖରାପ ହୋଇ ଥାଏ ।

Love To Share

Leave a Reply

Your email address will not be published. Required fields are marked *