ଘରେ ଭାଉଜଙ୍କ ସହିତ ଏପରି କିଛି କରୁଛନ୍ତି ତ ସାବଧାନ ଜାଣନ୍ତୁ ରାଜ୍

jdj ekr

ନିଜର ଭାଉଜ ଙ୍କ ସହିତ ଏହି କାମ କରନ୍ତୁ ସାରା ଜିବନ ଆପଣ ମାନଙ୍କର ସୁଖ ମୟ କଟିବ  ଆପଣ ମାନେ ଜାଣି ଥିବେ ନୂଆ ବିବାହିତ ଭାଉଜ ମାନେ ଅଧିକ ଦେଖିବା ପାଇଁ ସୁନ୍ଦର ହୋଇ ଥାନ୍ତି । କିଛି ଲୋକ ମାନେ ଏମିତି ବି ରହି ଥାନ୍ତି ଯେଉଁ ମାନେ ଭାଉଜ ଏବଂ ଦିଅର ର ସଂମ୍ପର୍କ କୁ ବହୁତ ଖରପ ଉଦ୍ଦେଶ୍ୟ ରେ ନେଇ ଥାନ୍ତି, ଆମ ସମାଜ ରେ ଭାଉଜ କୁ ମଆ ଏବଂ ଭାଈ କୁ ବାପା ବୋଲି ମନା ଯାଏ । ଏମିତି କୁହା ଯାଏ କି ଭାଉଜ ସବୁ ବେଳେ ଦେଉର ପାଇଁ ଦେବୀ ହୋଇ ଥାନ୍ତି । କେବଳ ସେହିଥି ପାଇଁ କେବେ ବି ଭାଉଜ ଙ୍କୁ ଖରାପ ନଜର ରେ ଦେଖିବା କଥା ନୁହେଁ

ତେଣୁ ଆପଣ ମାନଙ୍କୁ କହିବୁ ଆପଣ ମାନେ ପ୍ରତି ଦିନ ସକାଳୁ ଉଠି ଏମିତି କଣ କରିଲେ ଆପଣ ମାନଙ୍କ ଜିବନ ବହୁତ ସୁଖ ମୟ ହେବ ତେବେ ଆସନ୍ତୁ ଜାଣି ନେବା । କିଛି ଜ୍ୟେତିଷ ବିଦ୍ ଙ୍କ ମତ ରେ ଭାଉଜ ମାଆ ସମାନ ହୋଇ ଥିବାରୁ ଆପଣ ମାନେ ପ୍ରତି ଦିନ ଉଠି ଭାଉଜ ଙ୍କୁ ପ୍ରଣାମ ମାନେ ତାଙ୍କର ପାଦ ଛୁଇଁ ଥାନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଦିନ ବହୁତ ଭଲ ରେ କଟିବା ସହିତ କରିବା ପାଇଁ ଚାହୁଁ ଥିିବା କାର୍ଯ୍ୟ ସଫଳ ହୋଇ ଥାଏ । ଭାଉଜ ମାନେ ଦିଅର ମାନଙ୍କର ପ୍ରିୟ ହୋଇ ଥାନ୍ତି  ତେଣୁ ଆପଣ ମାନେ ଏହି ଭଲ ପାଇବା ର ଫାଇଦା ମୋଟେ ବି ଉଠାନ୍ତୁ ନାହିଁ ।

ଏମିତି କରିଲେ ଆପଣ ମାନେ ବହୁତ ବଡ ପାପ ର ଭାଗୀ ଦାରୀ ହୋଇ ଥାନ୍ତି  ଏବଂ ସୟଂ ଭଗବାନ ବି ଆପଣ ମାନଙ୍କ ଉପରେ ଅସନ୍ତୁଷ୍ଟ ହେବେ ,ତେଣୁ କେବେ ବି ଆପଣ ମାନେ କୈଣସି ବି ଭାଉଜ ମାନଙ୍କୁ ଅସମ୍ମାନ କରିବା କଥା ବି ଭାବନ୍ତୁ ନାହିଁ ,ଏହା ନାରୀ ଜାତୀ ର ଅପମାନ ହୋଇ ଥାଏ , ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବା ପାଇଁ ଚାହିଁବୁ କି ଏକ ରିସର୍ଚ୍ଚ ଅନୁସାରେ ଭାରତ ରେ ବର୍ଷ ରେ

ଏମିତି 800 ଶହ ଟି ଏମିତି ଘଟଣା ମାନ ଦେଖିବା ପାଇଁ ମିଳୁ ଥିବା ବେଳେ ଏହି ସବୁ କ୍ଷେତ୍ର ରେ ପତି ଏବଂ ପତ୍ନୀ ଙ୍କ ସଂମ୍ପର୍କ ରେ ବହୁତ ପରିମାଣ ଆଫେକ୍ଟ ଦେଖିବା ପାଇଁ ମିଳି ଥାଏ ସେମିତି ରେ ଆପଣ ମାନଙ୍କୁ ଏହି ସବୁ ଉପରେ କଣ ରାୟ ଦେବାର ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ ସେକ୍ସନ ରେ ଦେଇ ପାରିବେ , ତେବେ ବନ୍ଧୁଗଣ ଏହି ପରି ଖବର ପାଇଁ ଆପଣ ମାନଙ୍କୁ ଆମକୁ ଉପରେ ଫୋଲ୍ଲ କରି ପାରିବେ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *