ସ୍ୱାମୀ ସ୍ତ୍ରୀ ଙ୍କର ଏହି ଭୁଲ୍ ପାଇଁ ସନ୍ତାନ ହୋଇଥାନ୍ତି ବିକଳାଙ୍ଗ ନିଶ୍ଚିତ ଜାଣନ୍ତୁ

fgthgdrsw

ଆମେ ଆଜି ଆପଣ ମାନଙ୍କୁ କହିବୁ କି ଗୋଟିଏ ସନ୍ତାନ କଣ ପାଇଁଁ ବିକଳାଙ୍ଗ ଏବଂ ଅକାଳ ମୃତ୍ୟୁ ରେ କଣ ପାଇଁ ପଡି ଥାନ୍ତି । ଏହି ସବୁ ପାଇଁ ଆମ ମାନଙ୍କୁ କଣ ସବୁ ନିୟମ ମାନିବା ପାଇଁ ପପଡି ଥାଏ ,ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ  ପ୍ରଥମେ ରହିଛି ଆପଣ ମାନଙ୍କୁ ବିକଳାଙ୍ଗ ହେବାର କାରଣ ବିଷୟ ରେ କହିବୁ । ଯଦି କୈଣସି ନାରୀ ଗର୍ଭବତୀ ରହି ଥାଏ  ତେବେ ସେହି ସମୟ ରେ ଯଦି ସେ ଶିବ ଦର୍ଶନ କରେ ଏବଂ ସେହି ସମୟ ରେ ପେଟ ରେ ରହି ଥିବା ସନ୍ତାନ ବିକଳାଙ୍ଗ ହୋଇ ଥାଏdsafdhtuj

ତା ସହିତ ସ୍ୱାମୀ ସ୍ତ୍ରୀ ଙ୍କ ମିଳନ ର ଅନେକ ନିୟମ ରହିଛି ସେହି ସବୁ କୁ ପାଳନ ନ କରିଲେ ବହୁତ ଅସୁବିଧା ହୋଇ ପାରେ, ସେହି ନିୟମ ମଧ୍ୟ ରୁ ହେଲା ପୂର୍ଣ୍ଣିମା , ବା ଅମାବାସ୍ୟା ସତିଥି ରେ ମିଳନ ରେ ଉତ୍ପତୀ ହେଉ ଥିବା ସନ୍ତାନ ବିକଳାଙ୍ଗ ହୋଇ ଥାଏ । ଏବଂ ଅକାଳ ରେ ମୃତ୍ୟୁ ବରଣ କରେ , ନାରୀ ଋତୁ ମତି ହେବାର 3 ଦିନ ମଧ୍ୟ ରେ ମିଳନ ହେଲେ ନିଶ୍ଚିତ ଭାବେ ସନ୍ତାନ ଟି ବିକଳାଙ୍ଗ ହୋଇ ଥାଏ , ସେହି ପରି ବେଳେ ସ୍ୱାମୀ ସ୍ତ୍ରୀ ଙ୍କ ମିଳନ ର କକିଛି ନିୟମ ରହିଛି ମାନେ ପ୍ରହର ନିୟମ ରହିଛି  ସେହି ବିଷୟ ରେ ଜାଣିବା ଯଦି କେବେ କେହି ପତି ପତ୍ନୀ ମାନେ ଏହି ନିୟମcfgdfjgfda

କୁ ନ ମାନନ୍ତି ତେବେ ସନ୍ତାନ ବିକାଳଙ୍ଗ ଏବଂ ଅଳ୍ପାୟୁସ ହେବାର ସମ୍ଭାବନା ଥାଏ । ଆମର ଓଡ଼ିଆ ସମୟ ଅନୁସାରେ ଦିନ ର ଚାରି ପ୍ରହର ଏବଂ ରାତ୍ରୀ 4 ପ୍ରହର ହୋଇ ଥାଏ ଅର୍ଥାତ୍ ଦିନ ରାତି ମିଶି 8 ପ୍ରହର ହୋଇ ଥାଏ । ସନ୍ଧ୍ୟା 6 ରୁ 9 ରେ ପ୍ରଥମ ଏବଂ 9 ରୁ 12 ମଧ୍ୟ ରେ ଦ୍ୱତୀୟ ପ୍ରହର ହୋଇ ଥାଏ । ସେହି ପରି ବେଳେ ଯଦି ପ୍ରଥମ ପ୍ରହର ରେ ଯଦି ସ୍ୱାମୀ ସ୍ତ୍ରୀ ଙ୍କ ମିଳନ ହୋଇ ଥାଏ ।ତେବେ ନିଶ୍ଚିତ ଭାବେ ସନ୍ତାନ ର ମୃତ୍ୟୁ ହୋଇ ଥାଏ ,ଏବଂ ଦ୍ୱତୀୟ ପ୍ରହର ରେ ମିଳନ ହେଲେ ସନ୍ତାନ ଟି ଦରିଦ୍ରfsgdyhtjktfs

ହୋଇ ଥାଏ ସେହି ପରି ଭାବେ ତୃତୀୟ ପ୍ରହର ରେ ମିଳନ ହେଲେ ସନ୍ତାର କୁଶ୍ଚିତ ମନ ଏବଂ କାଙ୍ଗାଳ ହୋଇ ଥାଏ , ଏମାନେ ବାର୍ଧ୍ୟକ୍ୟ ଅବସ୍ଥା ରେ ପର ର ଦାସ ହୋଇ ଥାନ୍ତିି , ସେହି ପରି ରାତ୍ରୀ ର ଚତୁର୍ଥ ପ୍ରହର ରେ ମିଳନ ହେଲେ ସନ୍ତାନ ଟି ଦିର୍ଘାୟୁ ସୁନ୍ଦର ଏବଂ ସୁଶୀଳ ହୋଇ ଥାଏ ସେ ପିଲା ଟି ଧାର୍ମିକ ମଧ୍ୟ ହୋଇ ଥାଏ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *