7 ଟି ଖରାପ ଅଭ୍ୟାସ ଝିଅମାନେ ପୁଅଙ୍କ ଠାରୁ ଲୁଚାଇ ରଖନ୍ତି ନିଶ୍ଚିତ ଜାଣି ରଖନ୍ତୁ

ବନ୍ଧୁଗଣ ଝିଅ ମାନଙ୍କୁ ବୁଝି ପାରବା କେତେ କଷ୍ଟ ଏହି କଥା ଆପଣ ମାନେ ଜାଣି ସାରି ଥିବେ ଝିଅ ମାନେ ନିଜର ଏହି 7 ଟି କଥା କେହି ବି ପୁଅ କୁ କୁହନ୍ତି ନାହିଁ । ତେବେ ଆପଣ ମାନେ କିଛି ସମୟ ତାଙ୍କ ସାଥେ ରହିଲେ ବା କଟେଇଲେ । ଆପଣ ମାନେ ଜାଣି ପାରିବେ କି ସବୁ ଝିଅ ମନ ରେ କିଛି ଗୁପ୍ତ କଥା ନିଶ୍ଚିତ ଭାବେ ଥାଏ । ଜାହାକୁ ସେମାନେ ପୁଅ ଙ୍କ ଠାରୁ ଲୁଚେଇ ରଖନ୍ତି ତେବ ସେହି ଗୁପ୍ତକଥା ଗୁଡିକ କଣ କଣ ଆମେ ଆପଣ ମାନଙ୍କୁ ଆଜି ସଂମ୍ପର୍ଣ୍ଣ ଭାବେ କହିବୁ । ତେବେ ପ୍ରଥମେ ଝିଅ ମାନେ ନିଜର ପୂର୍ବ ପ୍ରେମିକ ମାନଙ୍କ ସହିତ ରଖି ଥିବା ଶାରୀରିକ ସଂମ୍ପର୍କ ବିଷୟ ରେ କେବେ ବି ସେମାନେ କାହା ପାଖରେ କହି ନ ଥାନ୍ତି ।

ନିଜର ପୂର୍ବ ପ୍ରେମିକ ଙ୍କ କଥା କେବେ ବି ନିଜ ସାଥି ଙ୍କ ପାଖରେ ଜଣେଇବା ପାଇଁ ପସନ୍ଦ କରନ୍ତି ନାହିଁ , ସେହି ପରି ଝିଅ ମାନେ ସବୁ ବେଳେ ନିଜ ପାର୍ଟନର ଙ୍କୁ ନିଜର ଏକ୍ସ ପାର୍ଟନର ଙ୍କ ସହିତ କମ୍ପୟାର କରିବା ପାଇଁ ଚାହାଁନ୍ତି ସେମାନେ ଏହି କଥା ଚାହାଁନ୍ତି କି । ନିଜର ପାର୍ଟନର ଯେମିତି ସେହି ପୁରୁଷ ଠାରୁ ବେଶୀ ସୁନ୍ଦର ହୋଇ ଥାଉ, ଏହାକୁ ସେମାନେ ନିଜର ପୁରୁଷ ସାଥି ଙ୍କୁ ଲୁଚେଇ ରଖନ୍ତି ,ସେହି ପରି ଭାବେ ମହିଳା ମାନେ ସବୁ ସମୟ ରେ ନିଜର ଅସୁସ୍ଥତା ବିଷୟରେ ସମସ୍ତ ଙ୍କୁ ଲୁଚେଇ ଥାନ୍ତି । ସେହି ପରି ବେଳେ ପ୍ରେମ ସମ୍ମନ୍ଧିୟ କଥା କେହି ବି ପୁରୁଷ ନିଜର ପୂର୍ବ ସାଥି ଙ୍କ ପ୍ରେମ ସଂମ୍ପର୍କ ବିଷଷୟ ରେ ବର୍ତମାନ ସମୟରେ ରହି ଥିବା ପାର୍ଟନର ଙ୍କୁ ଜଣେଇ ନ ଥାନ୍ତି ।

ହେଲା ଶାରୀରିକ ଅସୁସ୍ଥତା ଆପଣ ମାନେ ନିଜ ଘରେ ଦେଖି ଥିବେ କି ଆପଣ ମାନଙ୍କ ମାଆ ଅସୁସ୍ଥ ରହି ଥିବା ସତ୍ୱେ ବି କାମ ରେ ଲାଗି ଥାନ୍ତି ,ଏବଂ ଯଦି ତାଙ୍କ ବର୍ତମାନ ସ୍ଥି ବି ଜାଣି ପାରେ ତେବେ ସେମାନେ ସେହି କଥା କୁ ଏଡେଇ ଦେଇ ଥାନ୍ତି । ଏବଂ ନିଜ ମଧ୍ୟ ରେ ଏହା ଲୁଚେଇ ରଖିଲେ ବି ନିଜ ବେଷ୍ଟ ଫ୍ରେଣ୍ଡ ଆଗରେ ସେହି କଥା କୁ ସେୟାର କରନ୍ତି ।

ସେହି ପରି ମହିଳା ମାନେ ବିବାହ ପରେ ନିଜର ଆୟ ଏବଂ ଖର୍ଚ୍ଚ ବିଷୟ ରେ ମହିଳା ମାନେ ନିଜ ସ୍ୱାମୀ ଙ୍କୁ କେବେ ବି ଜଣେଇ ନ ଥାନ୍ତି , ସେମିତି ରେ ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବାକୁ ଚାହିଁବୁ କି ମହିଳା ମାନେ ସବୁ ସମୟ ରେ ନିଜ ପତି ଙ୍କ ଠାରୁ ନିଜ ସାଙ୍ଗ ମାନଙ୍କ ସହିତ ହୋଇ ଥିବା ଗୁପ୍ତ କଥା ତଥା କିଛି ଲଭ୍ ରିଲେସନ ବିଷୟ ରେ ସେମାନେ ଲୁଚି କରି ରଖିବା ଏବଂ ବହୁତ ସମୟ ରେ ସେମାନେ ଟଙ୍କା ସମନ୍ଧିୟ କିଛି ବିଷେଶ କଥା ଆଦି କୁ ବି ସେମାନେ ନିଜର ପତି ଙ୍କୁ କେବେ ବି କୁହନ୍ତି ନାହିଁ ।

Love To Share

Leave a Reply

Your email address will not be published. Required fields are marked *