ଗ୍ରହ ଶାନ୍ତି ର ମହାଉପାୟ ନିଶ୍ଚିତ ଜାଣି ରଖନ୍ତୁ ନହେଲେ ପସ୍ତେଇବେ ।

Graha Shanti

ବନ୍ଧୁଗଣ ଗ୍ରହ ମାନଙ୍କର କଣ ରହିଛି ପ୍ରକୃତି ଏବଂ କଣ ରହିଛି ଗ୍ରହ ଶାନ୍ତି ର ଉପାୟ ସେହି ବିଷୟ ରେ ଆମେ ଆଜି ଏଠାରେ ଜାଣିବା । ତେବେ ପ୍ରତ୍ୟେକ ଗ୍ରହ ସମୟ ଅନୁସାରେ ମନୁଶ୍ୟ ଉପରେ ନିଜର ଆଧିପତ୍ୟ ବିସ୍ତାର କରେ ଥାଏ ଏବଂ ସେହି ଗ୍ରହ ମାନଙ୍କ ପ୍ରଭାବ ଅନୁସାରେ ମାନବ ର ସୁଖ ଦୁଖଃ ରେ ତାରତମ୍ୟ ଦେଖିବା ପାଇଁ ମିଳେ । ଯଦି ଆପଣ ମାନଙ୍କ ସମ ଘରେ ମାନଶୀକ ପ୍ରିଡା ଜନ୍ମେ ତେବେ ଆପଣ ମାନଙ୍କ ମଙ୍ଗଳ ଗ୍ରହ ରେ ଯୁଦ୍ଧ ବିବାଦ ଓ କହଳ ଇତ୍ୟାଦି ହୋଇଥାଏ ।

ବୁଧ ଗ୍ରହ ରେ କୃଷି ଶିଲ୍ପ ସମନ୍ଧିୟ ଉନ୍ନତି ହୋଇଥାଏ ବୃହସ୍ପତି ଗ୍ରହ ରେ ସବୁ କର୍ଯ୍ୟାନୁଷ୍ଟାନ ପୂର୍ଣ୍ଣ ହୋଇଥାଏ । ଶୁକ୍ର ଗ୍ରହ ରେ ପ୍ରେମ ପ୍ରିତି ଦୟା ଲାଭ ହୁଏ ଶନି ଗ୍ରହ ରେ ଦୂର ଦ୍ରଷ୍ଟା ଅର୍ଥାତ୍ ସଫଳ କାର୍ଯ୍ୟ କେ ବିଫଳ ହେବାକୁ ପଡେ । ରବି ଗ୍ରହ ରେ କ୍ଷେତି ଏବଂ କେତୁ ଗ୍ରହ ରେ , ଭୋଗ ବେଳ ଭୋଗାଭଗ ହୋଇଥାଏ ।

Graha

ଗୋଟିଏ ଗୋଟିଏ ଗ୍ରହ ର ଗୋଟିଏ ଗୋଟିଏ ଧାତୁ ର ପକ୍ଷ୍ୟପାତି ସେହି ବୁ ଧାତୁ ଦ୍ୱାରା ସେହି ସବୁ ଗ୍ରହ ର ତୃଷ୍ଟି ବିଧାନ କରିଲେ ଆପଣ ମାନଙ୍କର କର୍ମ ଭୋଗ ରେ କୌଣସି ବି ଅସୁବିଧା ଦେଖିବା ପାଇଁ ମିଳେ ନାହିଁ ।

ଯଦି ଆପଣ ଧାତୁ ମଧ୍ୟରେ ଜାଣିବେ ଗ୍ରହ ମାନଙ୍କୁ ଶାନ୍ତ କରିବା ଉପାୟ ତେବେ ସୋମ ଗ୍ରହ କୁ ରଜତ ଧାତୁ , ମଙ୍ଗଳ କୁ କାଶଂ ଧାତୁ , ବୁଧ ଗ୍ରହ କୁ ପାରଦ ଧାତୁ , ବୃହସ୍ପତି ଗ୍ରହ କୁ ରଙ୍ଗ , ଶୁକ୍ର ଗ୍ରହ କୁ ତାମ୍ର ଧାତୁ , ଶନି ଗ୍ରହ କୁ ଶିସା ଧାତୁ ଏବଂ ରବି ଗ୍ରହ କୁ ଆପଣ ମାନେ ସୂର୍ଣ୍ଣ ର ଧାତୁ ଦେଇ ପ୍ରଶନ୍ନ କରି ପାରିବେ ।

ଗ୍ରହ ଯୋଗ ରେ ଏହି ସବୁ ଧାତୁ ଦ୍ୱାରା ଗ୍ରହ ମାନଙ୍କର ପରିତପ୍ତ ଶାଧିତ ହୋଇଥାଏ, ତେବେ ଆପଣ ମାନେ ଜାଣିଲେ ଗ୍ରହ ଙ୍କର କଣ ରହିଛି ପ୍ରକୃତି ଏବଂ ଗ୍ରହ ଶାନ୍ତି କିପରି ଆପଣ କରିବେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *