ବାବୁସାନ ସାଙ୍ଗ ବାହାଘର ରେ ନାଚୁ ଥିଲେ ଗାଁ ରେ କରିଲେ ବୋବାଲ

gfhjugkiho

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ବର୍ତମାନ ସମୟ ରେ ଓଲିଉଡ ର ସୁପର ଷ୍ଟାର ବାବୁ ସାନ ମହାନ୍ତୁ ନିଜର ଗ୍ରାମ ବାରିପଦା କୁ ବୁଲି ଜାଇଛନ୍ତି ,ସେ ବହୁତ ଦିନ ପରେ ବାରିପଦା ଜାଉ ଥିବାରୁ ସେ ବହୁତ ପରିମାଣ ରେ ଖୁସୀ ରହିଛନ୍ତି ସେଠାରେ ସେ ନିଜର ସାଙ୍ଗ ଙ୍କ ବାହାଘର ଏଟେଣ୍ଟ କରିବା ସହିତ ମୟୁର ଭଞୀ ମହତ୍ସବ ରେ ଯୋଗ ଦେବାର କାର୍ଯ୍ୟ କର୍ମ ରହିଛି ତେବେ ଆମେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁ ଠାରେ ବାବୁସାନ ମହାନ୍ତି ନିଜର ସାଙ୍ଗଙ୍କ ବାହାଘର ରେ ଡେନନ୍ସ କରୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ।guiyuiouo

ଏବଂ ଏହାକୁ ତାଙ୍କର ଫେନ୍ସ ମାନେ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରିଛନ୍ତି । ଏବଂ ଏହା ସହିତ ତାଙ୍କ ସହିତ ଓଲିଉଡ ର ହିରୋ ସ୍ୱରାଜ ବାରିକ୍ ବି ତାଙ୍କ ସହିତ ରହି ଥିବାର ଦେଖିବା ପାଇଁ ମିଳି ଥିଲେ ତଥା ଏମାନେ ଦୁହେଁ ବହୁତ ସାରା ମସ୍ତି କରି ଥିବା ବେଳେ ମିଶି କରି ଜଙ୍ଗଲ ପରିଦର୍ଶନ ଆଦି ଜାଇ ଥିଲେ ସେମିତି ରେ ବାବୁସାନ ବାରିପଦା ର ଅନେକ ତିର୍ଥ ସ୍ଥାନ କୁ ମଧ୍ୟ ସେ ବୁଲିବା ପାଇଁ ଯାଉଛନ୍ତି । ଏହି ସବୁ ଭିଡ଼ିଓ କୁ ଏହି ଦିନ ରେ ବାବୁସାନ ମହାନ୍ତି ନିଜର ସୋସିଆଲ ମିଡ଼ିଆ ରେ ଆପଲୋର୍ଡ କରିଛନ୍ତି ।juiouio

ଏଥର ରଜ ରେ ଆସିବା ପାଇଁ ଯାଉ ଥିଲା ନୂଆ ଓଡ଼ିଆ ଫିଲ୍ମ ବିଦ୍ୟାରାଣ ଏବଂ ଏହି ଦିନ ରେ ପଡି ଥିବା ଲକଡାଉନ୍ ଯୋଗୁଁ ଏହି ଫିଲ୍ମ ର ସୁଟିଂ ଅଧାରୁ ବନ୍ଧ କରି ଦିଆ ଜାଇ ଥିଲା ଏବଂ ଏହି ଫିଲ୍ମ ଟି ଏବେ ରଜ ରେ ରିଲିଜ୍ ହୋଇ ପାରିବ ନାହିଁ । ତେବେ ମିଳି ଥିବା ଉଡା ଖବର ହିସାବ ରେ ଏହି ଫିଲ୍ମ ଟି ଚଳିତ ବର୍ଷ ର ଦୂର୍ଗା ପୂଜା କୁ ରିଲିଜ୍ କରା ଯିବ । ସେହି ପରି ବେଳେ ଏହି ଦିନ ରେ ପଡି ଥିବା ଲକଡାଉନ୍ ର ଆପଣ ମାନେ ଘରେ କେମିତି ରହୁଛନ୍ତି, ଏବଂ ବାବୁସାନ୍ ମହାନ୍ତି ଙ୍କjkiuoihzdf

ଏହି ନୂଆ ଓଡ଼ିଆ ଫିଲ୍ମ ବିଦ୍ୟାରାଣ କୁ ଦେଖିବା ପାଇଁ ଆପଣ ମାନେ କେତେ ଏକ୍ସସାଇଟେଡ୍ ରହିଛନ୍ତି ଆପଣ ମାନେ ଆମକୁ ନିଶ୍ଚିତ ଭାବେ ଜଣେଇବେ ଏହା ସହିତ ଆପଣ ମାନଙ୍କୁ ବାବୁସାନ ଙ୍କ ଅଭିନୟ ବି କେମିତି ଲାଗେ ଏବଂ ଏହି ଦିନ ରେ ବାବୁସାନ ଙ୍କ ନୂଆ ଲୁକ୍ ଆପଣ ମାନଙ୍କୁ କେମିତି ଲାଗୁଛି କମେଣ୍ଟ କରିବେ .ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *