ବର୍ଷା ଙ୍କ ହାତ ଧରିଲେ ବାବୁସାନ ଅନୁଭବ ଙ୍କୁ ଲାଗିଲା ଝଟ୍କା ବର୍ଷା କହିଲେ ଆଉ ହେବ ନାହିଁ

ସାଂଶଦ ଅନୁଭବ ମହାନ୍ତି ସିନା ବର୍ଷା ଙ୍କ ହାତ ଛାଡି ଦେଲେ କିନ୍ତୁ ବାବୁସାନ୍ ଏହାର ସୁଯୋଗ ଧରି ନେଲେ , ଏବେ ବର୍ଷା ଙ୍କ ସହିତ ହାତ ମିଳେଇ ଛନ୍ତି ବାବୁସାନ । ନିନ୍ଦା ଏବଂ ଅପନିନ୍ଦା ଦେଇ ନିଜର ଧର୍ମ ପତ୍ନୀ ବର୍ଷା ଙ୍କୁ ଘରୁ ତଡି ଦେଇ ଥିବା ଅନୁଭବ ବାବୁ ସାନ୍ ଙ୍କ ଠାରୁ କିଛି ସିଖନ୍ତୁ ବୋଲି କହି ଥିଲେ ଓଲିଉଡ ର ଦର୍ଶକ ମାନେ । ଏବଂ ବର୍ତମାନ ସମୟ ରେ ବି ଲୋକ ପ୍ରିୟ ଯୋଡି ଙ୍କ ବିଛେଦ କୁ ସହ୍ୟ କରି ପାରୁ ନାହାଁନ୍ତି କି ବିଶ୍ୱାସ ବି କରି ପାରୁ ନାହାଁନ୍ତି । ଏବଂ ଏମାନଙ୍କ ଘୋରଇ ହଂସା କୁ କେନ୍ଦ୍ରା ପଡା ବାସୀ ବି ବହୁତ ନିନ୍ଦା କରୁଛନ୍ତି ।

ଅନୁଭବ ଙ୍କ ଉପରେ ଅନେକ ଦର୍ଶକ ମାନେ କ୍ରୋଧିତ ରହି ଥିବା ବେଳେ ଆଉ ଅନେକ ଦର୍ଶକ ମାନେ କୋର୍ଟ ଠାରୁ ନ୍ୟାୟ ଆଶା ରେ ରହିଛନ୍ତି । ଏପଟେ ବର୍ଷା ଙ୍କ କହିବା ଅନୁସାରେ ଅନୁଭବ ଜଣେ ବଡ ମଦ୍ୟପ ଅଟନ୍ତି, ଏବଂ ସେ ବର୍ଷା ଙ୍କ ଉପର କୁ ହାତ ମଧ୍ୟ ଉଠେଇ ଛନ୍ତି । ଜାହାକି ସମାଜ ପାଇଁ ଏକ ନିନ୍ଦନିୟ ଘଟଣା । ହେଲେ ଏଠାରେ ବାବୁସାନ୍ ଙ୍କ କହିବା ଅନୁସାରେ ସମାଜ କୁ ଜଣେ ରିୟଲ୍ ହିରୋ ର ଆବଶ୍ୟକତା ରହିଛି । ରିଲ୍ ହିରୋ ସବୁ ବେଳେ ରିୟଲ୍ ହିରୋ ହୋଇ ନ ଥଏ । ଅର୍ଥାତ୍ ଚଳଚିତ୍ର ର ହିରୋ ମାନେ କେବେ ବି ରିୟଲ୍ ଲାଇଫ୍ ର ହିରୋ ହୋଇ ନ ଥାନ୍ତି ।

ଯଦି ଆପଣ ମାନେ ବାବୁସାନ୍ ଙ୍କ ଖବର ବିଷୟ ରେ କହିବା ତେବେ ତାଙ୍କର ବିବାହ ର ଏତେ ଦିନ ବିତିଗଲା ପରେ ସେମାନଙ୍କ ସଂମ୍ପର୍କ ରେ ଏମିତି କିଛି ତିକ୍ତତା ଦେଖିବା ପାଇଁ ମିଳି ନାହିଁ । ଏମିତି ରେ ବାବୁ ସବୁ ବେଳେ ମାତା ପିତା ଙ୍କ କଥା ରେ ହିଁ ଚାଲି ଥାନ୍ତି । ସେହିଥି ପାଇଁ ହୁଏତ ତାଙ୍କ ସହିତ ଏମିତି କିଛି ହୋଇ ନାହିଁ ବୋଲି ସେ କହିଛନ୍ତି । ଏବଂ ସାମ୍ବାଦିକ ଙ୍କ ପ୍ରଶ୍ନରେ ବାବୁସାନ୍ କହି ଥିଲେ କି ହୁଏତ ଅନୁଭବ ମୋର ବିରୋଧୀ ହୋଇ

ପାରନ୍ତି ହେଲେ ତାଙ୍କର ବ୍ୟକ୍ତିଗତ ଜିବନ ରେ ଚାଲି ଥିବା ଝଡ କୁ ମୁଁ କୈଣସି ପ୍ରତିଜ୍ଞ୍ୟା ଦେବାକୁ ଉଚିତ୍ ଆଶା କରୁ ନାହିଁ ଏବଂ ସେମାନଙ୍କ ବ୍ୟକ୍ତି ଗତ ଜିବନ ରେ ମୁଁ କୈଣସି ମୁଣ୍ଡ ଖେଳେଇବି ନାହିଁ ।ହେଲେ ଏମାନେ ଏହି ଦିନରେ ଏକ ଫିଲ୍ମ ରେ ନିଶ୍ଚିତ ଭାବେ କାମ କରିବେ ବୋଲି ଜଣା ପଡିଛି ଏବଂ ମିଳି ଥିବା ସୂଚନା ଅନୁସାରେ ପୂର୍ବ ରୁ ବି ଏମିତି ଚେଷ୍ଟା କରା ଜାଇ ଥିଲା ଯେଉଁ ଥିରେ ବର୍ଷା ଏବଂ ବାବୁସାନ ଙ୍କୁ ନେଇ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ଥିବା ବେଳେ ସେହି ଥିରେ ବର୍ଷା

କାମ କରି ପାରିବେ ନାହିଁ ବୋଲି କହି ଥିଲେ ଏବଂ ଏହା ପଛର କାରଣ ହେଲା ଅନୁବଭ ମହାନ୍ତି ହେଲେ ଏହା ପରେ ବର୍ତମାନସମୟ ରେ ପୁଣି ଥରେ କାମ କରିବେ ସେହି ସ୍କ୍ରିପ୍ ଉପରେ ବୋଲି ସୂଚନା ରହିଛି ତେବେ ଆପଣ ମାନେ କେବେ ଉତ୍ସାହ ରଖିଛନ୍ତି ବାବୁସାନ ଏବଂ ବର୍ଷା ପ୍ରଥମ ଓଡିଆ ଫିଲ୍ମ ଦେଖିବା ପାଇଁ ନିଶ୍ଚିତ ଭାବେ କମେଣ୍ଟ କରିବେ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *