ଆମେ ଆଜି ଆପଣ ମାନଙ୍କୁ ଭୋଳା ବାବା ଙ୍କର ଆଶ୍ଚର୍ଯ୍ୟ ମହିମା ବିଷୟ ରେ କହିବୁ । ଏମିତି ଏକ ମନ୍ଦିର ଯାହା ବଙ୍କା ହୋଇ ଛିଡା ହୋଇଛି ପ୍ରକୃତିରେ ଏମିତି କିଛି ଆଶ୍ଚର୍ଯ୍ୟ ରହିଛି ଜାହାକୁ ନ ଦେଖିଲେ ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ ସେହି ମଧ୍ୟ ରୁ ନିମା ର ବାବା ବିବଳେଶ୍ୱର ମନ୍ଦିର ଅନ୍ୟତମ ଅଟେ ।ଏହା ଏମିତି ଗୋଟିଏ ମନ୍ଦିର ଅଟେ ଜାହା ସଳଖ ସ୍ଥାପିତ ହେବା ବଦଳ ରେ ବକ୍ର ଭାବେ ସ୍ଥାପିତ ହୋଇଛି ମନ୍ଦିର ଟି ସଂମ୍ପର୍ଣ୍ଣ ଭାବେ ଭୁ ପୃଷ୍ଟ ଆଡକୁ ଧାପି ରହି ଥିବା ର ଏଠାରେ ଦେଖିବା ପାଇଁ ମିଳୁଛି । ଏହା ସମ୍ବଲପୁର ଜିଲ୍ଲା ର ମନେଶ୍ୱର ବ୍ଲକ୍ ର ହୁମା ଗ୍ରାମ ର ମହାନଦୀ କୂଳ ରେ ଅବସ୍ଥିତ ।
ବାବା ବିମଳେଶ୍ୱର ଙ୍କ ନାମ ରେ ଏହା ପ୍ରଶିଦ୍ଧ ଅଟେ ଏହି ମନ୍ଦିର ତଳେ ଥିବା ନଦୀ ଘାଟ ରେ ଇସଦ୍ ଲାଲ୍ ରଙ୍ଗ ର ମାଛ ଦେଖିବା ପାଇଁ ମିଳନ୍ତି । ପୋଷା ଜିବ ଜନ୍ତୁ ଙ୍କ ପରି ଏମାନେ ମନୁଶ୍ୟ ପାଖକୁ ଆସି ଖାଦ୍ୟ ଗ୍ରହଣ କରନ୍ତି କୁହାଯାଏ ଭଗବାନ ବିଷ୍ଣ ସୟଂ ଏହି ଠାରେ ମତ୍ସ୍ୟ ଅବତାର ରେ ଅବସ୍ଥିତ । କୁହାଯାଏ ଅନେକ ବର୍ଷ ତଳୁ ଏହି ଠାରେ ମାଟି ତଳୁ ଶିବ ଲିଙ୍ଗ ଆବିର୍ଭାବ ହୋଇ ଥିଲା ।ଏହି ମନ୍ଦିର ର ସ୍ଥାପନା କୁ ନେଇ ଏହି ଠାରେ ବହୁ ବାଦ ବିବାଦ ଚାଲି ଥିବା ବେଳେ କୁହାଯାଏ
କି ଏହି ମନ୍ଦିର କୁ ସମ୍ବଲପୁର ର ପ୍ରଥମ ରାଜା ବଳରାମ ଦେବ ଙ୍କ ଦ୍ୱାରା ସ୍ଥାପିତ ହୋଇ ଥିଲା । ସେମିତି କ୍ଷେତ୍ର ରେ ଏହି ମନ୍ଦିର ଟି ସବୁ ବେଳେ ଏମିତି ଭାବେ ବକ୍ର ଭାବେ ରହି ଥାଏ । ତେବେ ଏମିତି ହେବାର ର ପଛରେ ଆଜି ପର୍ଯ୍ୟନ୍ତ କୈଣସି ବି ସୂଚନା ପ୍ରାପ୍ତି ହୋଇ ନାହିଁ , କେହି କେହି କୁହନ୍ତି କି ମହାନଦୀ ର ପ୍ରଭାବିତ ଶ୍ରୋତ ରୁ ରକ୍ଷା ପାଇବା ପାଇଁ ଏମିତି ସେହି ସମୟ ରେ ହିଁ କରା ଜାଇ ଥିଲା ବୋଲି ହେଲେ ଏହାର କିଛି ବି ସତ୍ୟତା ନାହିଁ
ସେମିତି ରେ ଜାହାବି ହେଉ କିନ୍ତୁ ଏହି ପୃଥିବୀ ରେ ଭଗବାନ ଙ୍କ ଅସ୍ତିତ ରହିଛି ଏବଂ ଏହି ସବୁ କେତେ ପୁରୁଣା ଅଟେ ବୋଲି ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରୁ ଥିବେ ଆମର ହିନ୍ଧୁ ଧର୍ମ ବି କେତେ ପୁରୁଣା ଅଟେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ ତଥା ଏହା ସହିତ ଆମର ସମ୍ବଲପୁର ଏବଂ ଆମ ଓଡ଼ିଶା ପାଇଁ ଏହା ଗୋଟିଏ ଗର୍ବ ର ଜିନିଷ ଅଟେ ବୋଲି ଆପଣ ମାନେ ଜାଣି ପାରୁ ଥିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।