ଏହି ବୟସରେ (ଝିଅମାନେ) ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।

ବନ୍ଧୁଗଣ ଏକ ନିର୍ଦ୍ଦିଷ୍ଟ ବୟସ ଆସି ଗଲେ ଝିଅମାନେ ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏବଂ ବିପରିତ ଲିଙ୍ଗ ଙ୍କ ପ୍ରତି ଆକୃଷ୍ଟ ହେବା ମଣିଷ ର ସ୍ୱଭାବ ହୋ ଥାଏ । ଏବଂ ଆପଣ ମାନଙ୍କ ବୟସ ଅନୁସାରେ ପୁରୁଷ ଏବଂ ମହିଳା ମାନେ ଆକର୍ଷିତ ହୋଇଥାନ୍ତି । ଏବଂ ଏମିତି କିଛି ମହିଳା ଏବଂ ପୁରୁଷ ମାନେ ରହିଛନ୍ତି ଯେଉଁ ମାନଙ୍କ ମନ ରେ ଆକର୍ଷଣ ଆସି ନ ଥାଏ ଏମାନେ ସଂମ୍ପର୍କ ରଖିବା ପାଇଁ ପସନ୍ଦ କରନ୍ତି ନାହିଁ । ଏବଂ ସେମାନେ ସବୁ ସମୟ ରେ ନିଜର କେରିଅର ଏବଂ ଉନ୍ନତି କୁ ଚାହିଁଥାନ୍ତି ।

ହେଲେ ସେମିତି ବେଳେ କିିଛି ଲୋକ ମାନେ ଏମିତି ରହିଥାନ୍ତି ଯେଉଁ ମାନେ ଅଲ୍ପ ବୟସ ରୁ ହିଁ ପ୍ରେମ କରନ୍ତି ଏବଂ ବାପା ମାଆ ଙ୍କର ସମସ୍ତ ଟଙ୍କା ନିଜର ପ୍ରେମିକା ପଛରେ ଉଡାନ୍ତି ଏବଂ ପରେ ଝିଅ ମାନେ ଯେତେ ବେଳେ ଧୋକା ଦିଅନ୍ତୁ ତେବେ ସେମାନେ ନିଜର କେରିଅର କୁ ନଷ୍ଟ କରି ଦେଇ ଥାନ୍ତି ।

girls

ଆମେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି କେଉଁ ବୟସରେ ଝିଅ ମାନେ ଅଧିକ ପୁରୁଷ ଙ୍କ ପ୍ରତି ଆକର୍ଶିତ ହୋଇଥାନ୍ତି । 2021 ରେ ହୋଇ ଥିବା ଏକ ସର୍ଭେ ରୁ ଜଣା ପଡିଛି କି ପୁଅ ମାନେ 20 ରୁ 24 ବର୍ଷ ର ପୁଅ ମାନଙ୍କୁ ଅଧିକ ପରିମାଣ ରେ ପସନ୍ଦ କରନ୍ତି । କାରଣ ଏହି ବୟସ ର ପୁଅ ମାନେ ମହିଳା ମାନଙ୍କ ସବୁ କଥା କୁ ମାନନ୍ତି । ଏବଂ ଏମାନେ ଅତି ସହଜ ରେ ମହିଳା ମାନଙ୍କ ହାତ ମୁଠା ରେ ରହି ଥାନ୍ତି ।

ସେହି ପରି ଅନେକ ପୁରୁଷ ମାନଙ୍କୁ 25 ରୁ 30 ବର୍ଷ ର ମହିଳା ମାନଙ୍କୁ ଅଧିକ ପସନ୍ଦ କରନ୍ତି । ସେମାନେ ସେହି ସମୟରେ ବି ଅଧିକ ରୋମାଣ୍ଟିକ ହୋଇଥାନ୍ତି । ଏବଂ ସେମାନେ ସେହି ସମୟ ରେ ମହିଳା ମାନଙ୍କ ଠାରୁ ଶା-ରୀ-ରି-କ ସଂ-ମ୍ପ-ର୍କ- ଆଶା କରନ୍ତି । ଏମାନଙ୍କ ମନ ରେ ସବୁ ସମୟ ରେ ଶା-ରୀ-ରି-କ ସଂ-ମ୍ପ-ର୍କ- ପ୍ରତି ଭାବନା ଆସେ ଏମାନେ ପୁଅ ମାନଙ୍କୁ ସବୁ ବେଳେ ଖରାପ ନଜର ରେ ଦେଖନ୍ତି । ଏହି କାରଣ ପାଇଁ ମହିଳା ମାନଙ୍କ ଅଧିକ ମାତ୍ରା ରେ କ୍ଷ୍ୟରଣ ହୋଇଥାଏ ।

girls2

ଏହା ସହିତ 30 ରୁ 35 ବର୍ଷର ମହିଳା ମାନେ ସବୁ ବେଳେ ନିଜର ବିପରିତ ଲିଙ୍ଗ ଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଏବଂ ସେହି ସମୟରେ ସେମାନଙ୍କୁ କମ୍ ବୟସର ପୁରୁଷ ମାନେ ପସନ୍ଦ ଆସିବା ପାଇଁ ଲାଗନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *