ସେଷ ରେ ମୁହଁ ଖୋଲିଲେ ବାବୁସାନ ମହାନ୍ତି କହିଲେ ବର୍ଷା ଙ୍କୁ ବ୍ଲେମମ୍ କରନ୍ତୁ ନାହିଁ ଜାଣନ୍ତୁ ଏହା ପଛରେ ସତ୍ୟତା

ଦର୍ଶକ ବନ୍ଧୁ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ବାବୁସାନ ମହାନ୍ତି ନୂଆ ଓଡ଼ିଆ ଚଳଚିତ୍ର କରିବା କୁ ନେଇ ଏବେ ସାରା ଓଡ଼ିଶା ରେ ଚର୍ଚ୍ଚା ଏବଂ ସମସ୍ତେ ଏହି ବିଷୟ ରେ ବି ବହୁତ ଭଲ ଭାବେ ଜାଣିଛନ୍ତି କି ଆଗକୁ ଆସିବା ପାଇଁ ଯାଉଛି ଏହି ଦୁହିଁଙ୍କ ନୂଆ ଓଡ଼ିଆ ଚଳଚିତ୍ର , ଏହାକୁୂ ନେଇ ମୁହଁ ଖୋଲିଛନ୍ତି ସୁପର ଷ୍ଟାର ବାବୁସାନ୍ ଏଠାରେ ବାବୁସାନ କହିଛନ୍ତି କି ସେମିତି କିଛି ଫିଲ୍ମ ଆଗକୁ ଆସିବାର ନାହିଁ , ଦୟା କରି ବର୍ଷା ଙ୍କୁ ବ୍ଲେମ୍ କରନ୍ତୁ ନାହିଁ , କାରଣ ସେ ବର୍ତମାନ ସମୟ ରେ ପେନିଂ ସିଚ୍ୟୁଏସନ୍ ରେ ରହିଛନ୍ତି ସେହିଥି ପାଇଁ ତାଙ୍କ ସହିତ ଆପଣ ମାନେ ସେମିତି କିଛି ବ୍ୟବହାର ଦେଖାନ୍ତୁ ନାହିଁ ଯେଉଁ ପରି କି ତାଙ୍କୁ କଷ୍ଟ ହେବା ପରି ସେ ବର୍ତମାନ ସମୟ ରେ ଘୋରଇ ହିଂସା ଏବଂ ନିଜର କେରିଅର ମାମଲା କୁ ସମ୍ଭାଳି ପାରୁ ନ ଥିବା ସମୟ ରେ ସୋସିଆଲ ମିଡ଼ିଆ ରେ ।

ବର୍ତମାନ ସମୟ ରେ ଜୋର ଧରିଛି କି ବାବୁସାନ ଙ୍କ ସହିତ ବର୍ଷା ଙ୍କ ନୂଆ ଫିଲ୍ମ ଆସିବା ପାଇଁ ଯାଉଛି ଜାହାକି ବର୍ଷା ଙ୍କୁ ଆଘାତ ଦେବ ବୋଲି ବାବୁସାନ ମନ୍ଥବ୍ୟ ଦେଇଛନ୍ତି । ଏହା ସହିତ ବାବୁସାନ କହିଛନ୍ତି କି ମୁଁ ଏବେ ମୋର ବିଦ୍ୟାରଣ ଫିଲ୍ମ ପାଇଁ ବହୁତ ବ୍ୟସ୍ତ ରହୁଛି ଏବଂ ମୁଁ ବର୍ଷା ଙ୍କ ସହିତ କୈଣସି ଫିଲ୍ମ ଆଗକୁ କରିବାର ଏମିତି କିଛି କାର୍ଯ୍ୟ ନାହିଁ , ଯଦି ବି ସେମିତି କିଛି ସମୟ ଆସିବ ମୁଁ ଆପଣ ମାନଙ୍କୁ ମୋର ସୋସିଆଲ ମିଡିଆ ଏକାଉଣ୍ଟ ରେ ନିଶ୍ଚିତ ଭାବେ ଜଣେଇ ଦେବି ଏହି ଭଳି ସୂଚନା ଦେଇଛନ୍ତି ବାବୁସାନ ମହାନ୍ତି ।

ଅନେକ ସମୟ ଧରି ବାବୁସାନ ଙ୍କ ସହିତ ବର୍ଷା ଙ୍କ ନୂଆ ଓଡ଼ିଆ ଫିଲ୍ମ ଆସୁ ଥିବା ନେଇ ଚର୍ଚ୍ଚା ହୋଇ ଥିବା ବେଳେ ବାବୁସାନ ଏହି କଥା କୁ ସୁଣି ଏହି ବିଷୟ ରେ ସେ ନିଜର ରାୟ ରଖିଛନ୍ତି । ଏପର ପଟ ରେ ଆପଣ ମାନେ ଜାଣି ଥିବେ କି ବର୍ତମାନ ସମୟ ରେ ଅନୁଭବ ଏବଂ ବର୍ଷା ଙ୍କ ସଂମ୍ପର୍କ ମଧ୍ୟ ରେ ବାବୁସାନ ଙ୍କୁ ମଧ୍ୟ ଟାଣା ଜାଉଛି , ଏବଂ ଅନେକ ସୋସିଆଲ ମିଡ଼ିଆ ରେ ବି ବାବୁସାନ ଏବଂ ଅନୁଭବ ବର୍ଷା ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି କି ବାବୁସାନ ବର୍ଷା ଙ୍କୁ ଚାନ୍ସ ଦେବାକୁ ଯାଉଛନ୍ତି , ଏହି ଥିରେ ସଂମ୍ପର୍ଣ୍ଣ ଭାବେ ନିଜର ରାୟ ରଖିଛନ୍ତି ବାବୁସାନ ମହାନ୍ତି ,

ସେହି ପରି ବେଳେ ଅନୁଭବ ମହାନ୍ତି ନାନା ପ୍ରକାରର ଅଭିଯୋଗ ଆଣି ଛାଡପତ୍ର ଦେବାର ଆବେଦନ କରି ଥିବା ବେଳେ ସ୍ୱାମୀ ଙ୍କ ମଦ୍ୟପ ଦର୍ଶାଇ ଘୋରଇ ହଂସା ଅଭିଯୋଗ ଆଣିଛନ୍ତି ବର୍ଷା ପ୍ରିୟଦର୍ଶନୀ । ଏହା ସହିତ ଏମାନେ ସୋସିଆଲ ମିଡ଼ିଆ ରେ ବି ପରସ୍ପର କୁ ଟାର୍ଗେଟ୍ କରି ବିବାଗ ରେ ଫସି ଥିଲେ ଏହି ଦୁଇ ଯୋଡି ତେବେ ସ୍ୱାମୀ ସ୍ତ୍ରୀ ଙ୍କ କଳି ଜାହା ବି ହେଉ ନା କାହିଁକି ଉଭୟ ଙ୍କ ମାମଲା ଏବେ କୋର୍ଟ ରେ ଜାଇ ପହଁଚିଛି । ଏପଟେ କିନ୍ତୁ ବର୍ଷା ନିଜର ଖୁସୀ ର ବ୍ୟବସ୍ଥା ଆରମ୍ଭ କରି ଦେଇଛନ୍ତି ,

ବର୍ଷା ବର୍ତମାନ ସମୟ ରେ ସାମାଜିକ କାମ ରେ ମନ ଲଗାଉଛନ୍ତି । ସମ୍ମାନିତ ସଂସ୍ଥା ଗଢି ସେ ଦୁଃଖୀ ଏବଂ ବେସାରାରା ଲୋକ ମାନଙ୍କୁ ସାହାଯ୍ୟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ବର୍ଷା ଏବଂ ସେହି ଥିରେ ହିଁ ସେ ଅବେଳିତ ଲୋକ ମାନଙ୍କୁ ସାହାଯ୍ୟ କରି ନିଜର ସୁଖ ଖୋଜୁଛନ୍ତି ବର୍ଷା ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *