ପୁଅଙ୍କର କ’ଣ ଦେଖି ପ୍ରଥମ ନଜରରେ ଝିଅ ପଟିଯାଏ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମ ନଜର ରେ କେମିତି ଝି୍ ପଟିବ । ଆପଣ ଙ୍କର ପ୍ରଥମ ନଜର ରେ ଆପଣ ଙ୍କର ଚେହେରା ଉପରେ ନିର୍ବର କରେ । ଆପଣ ଙ୍କ ର ଚେହେରା ଯଦି ଝିଅ ମାନଙ୍କୁ ପ୍ରଥମ ଦେଖାରେ ପସନ୍ଦ ଆସିଥାଏ , ତେବେ ସେମାନ ଙ୍କର ମନ ରେ ଆପମ ଙ୍କ ପ୍ରତି କିଛି ଭାବନ ସୃଷ୍ଠି ହୋିଥାଏ । ତେବେ ଜାଣନ୍ତୁ ଝିଅ ମାନେ ପ୍ରଥମ ନଜର ରେ ପୁଅ ମାନଙ୍କର କଣ ନୋଟିସ କରନ୍ତି ।
1. ଦେହ ର ବାସନା – ଆପଣ ଯଦି ଏକ ଝିଅ ପାଖ ରେ ଛିଡା ହୋଇଥାନ୍ତି , ତେବେ ସେମାନଙ୍କୁ ଆପଣ ଙ୍କର ଦେହର ବାସନା ଭଲ ଲାଗିବା ଦରକାର । କାରଣ ଭଲ ବାସନା ସମସ୍ତ ଙ୍କୁ ନିଜ ପାଖ କୁ ଆକର୍ଷଣ କରିଥାଏ , ତେଣୁ ଝିଅ ମାନଙ୍କୁ ଆପଣ ଙ୍କର ଦେହ ର ବାସନା ବା ଝାଳ ର ସୁଗନ୍ଧ ଭଲ ଲାଗିବା ଦରକାର ଏଥିଲାଗି ଆପଣ ଏ କ୍ଷେତ୍ର ରେ ଧ୍ୟାନ ଦିଅନ୍ତୁ ।htyjykiit

2. ନିଜର କେଶ – ଆପଣ ଙ୍କର କେଶ ର ସୈନ୍ଦର୍ଯ୍ୟ ଯଦି ଦେଖିବାକୁ ଭଲ ଲାଗୁଥାଏ , ତେବେ ଝିଅ ମାନେ ଆପଣ ଙ୍କୁ ପସନ୍ଦ କରିବେ । ଯଦି ଆପଣ ଙ୍କର ବାଳ ଦେଖିବାକୁ ଭଲ ହୋଇ ନଥାଏ , ତେବେ ଝିଅ ମାନେ ଭାବିବେ କି ଯେଉଁ ଲୋକ ନିଜର କେଶ ର ଯତ୍ନ ନେଇ ପାରୁନାହିଁ ସେ କେମିତି ମୋର ଯତ୍ନ ନେବ , ତେଣୁ ଆପଣ ନିଜର କେଶ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ।
3. ଆପଣ ଙ୍କର ହାତ – ଝିଅ ମାନେ ପୁଅ ମାନଙ୍କର ହାତ କୁ ଦେଖି ବହୁତ କିଛି କଥା ଭାବି ଯାଆନ୍ତି ।arehyjyuhyk

ଆପଣ ଙ୍କ ର ହାତ ରେ ଯଦି ଅଧିକ ବାଳ ଥାଏ , ତେବେ ଝିଅ ମାନେ ଆପଣ ଙ୍କୁ ପସନ୍ଦ କରିବେ । କାରଣ ଝିଅ ମାନେ ପୁଅ ମାନଙ୍କର ଶକ୍ତ ଶରୀର ଏବଂ ଲୋମ ଯୁକ୍ତ ବାଳ କୁ ଅଧିକ ପସନ୍ଦ କରିଥାନ୍ତି । ଏଥିଲାଗି ସେମାନେ ତାଙ୍କ ଶରୀର ବାଳ କୁ ସଫା କରି ଦିଅନ୍ତି ।
4. ଯୋତା – ଆପଣ ପାଖରେ ଯଦି ଭଲ ଯୋତା ଏବଂ ତାହା ଦାମିକା ହୋଇଥାଏ , ତେବେ ଏହାକୁ ହିଁ ଝିଅ ମାନେ ଅଧିକ ମାର୍କ କରିଥାନ୍ତି । ଯଦି ଆପଣ ଙ୍କର ଯୋତା ଅପରିଷ୍କାର ହୋଇଥିବ , ତେବେ ଝିଅ ମାନେ ଆପଣ ଙ୍କୁ ପସନ୍ଦ କରିବାର ତ ଦୁର ର କଥା ଆପଣ ଙ୍କ ଆଡକୁ ଅନାଇବେ ନାହିଁ ।eferhgy

5. କଥା ର ଶୈଳୀ – ଆପଣ ଙ୍କର କଥା ବାର୍ତ୍ତା ର ଠାଣୀ କୁ ମଧ୍ୟ ଝିଅ ମାନେ ମାର୍କ କରନ୍ତି । ଆପଣ ଦେଖିବାକୁ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ଯଦି ଆପଣ ଙ୍କର କଥାର ଶୈଳୀ ଯଦି ସେମାନଙ୍କୁ ଭଲ ନ ଲାଗେ ତ ଆପଣ ଝିଅ ମାନଙ୍କର ପସନ୍ଦ ଆସିବେ ନାହିଁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *