Viral Video :- ପାଣି ମାଗୁଛି ଗୁଣ୍ଡୁଚି ମୂଷା ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଦେଖନ୍ତୁ ସଂମ୍ପର୍ଣ୍ଣ ଭିଡ଼ିଓ

ତେବେ ପାଟି ଫୁଟୁନି ହେଲେ ଶୋଶ ବିକଳ ରେ ହାତ ଯୋଡି ପାଣି ମାଗୁଛି ଗୁଣ୍ଡୁଚୀ ମୂଷା । କଥା ଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସତ । ଆଜିର ସମୟ ରେ ସୋସିଆଲ ମିଡିଆ ରେ ଏହି ଗୁଣ୍ଡୁଚୀ ମୂଷା ର ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯେଉଁ ଥିରେ ସେ ଶୋଷ ମେଣ୍ଟେଇବା ପାଇଁ ସଂଙ୍ଗର୍ଷ କରୁ ଥିବାର ଦେଖିବା ପାଇଁ ମିଳିଛି ।

ହେଲେ ସାଧାରଣ ଭାବେ ଗୁଣ୍ଡୁଚୀ ମୂଷା ମଣିଷ ଠାରୁ ଦୂରେଇ ରୁହନ୍ତି । ହେଲେ ସୋସିଆଲ ମିଡିଆ ରେ ଦେଖା ଜାଉ ଥିବା ଏହି ଭିଡିଓ ରେ ଗୁଣ୍ଡୁଚୀ ମୂଷା ଭୟ ନ କରି ମଣିଷ କୁ ପାଣି ମାଗୁ ଥିବାର ଦେଖିବା ପାଇଁ ମିଳିଛି । ତେବେ କୁହାଯାଏ କି ଜଳ ହିଁ ଜିବନ ଏବଂ ଏହି ଜଳ ବିନା ସୃଷ୍ଟି ଅସମ୍ଭବ ଅଟେ।ସେ ମଣିଷ ହୁଅନ୍ତୁ କିମ୍ଭା ଜବଜନ୍ତୁ ସମସ୍ତଙ୍କୁ ପାଣି ଦରକାର ।

Gunduchi Musa

ହେଲେ ବର୍ତମାନ ସମୟ ରେ ମନୁଶ୍ୟ କୃତ ହେଉ କିମ୍ଭା ପ୍ରାକୃତିକ କାରଣ ପାଇଁ ଜଳ ଦୁଷିତ ହେବାରେ ଲାଗିଛି । ତେଣୁ ଧିରେ ଧିରେ ପିଇବା ପାଣି ର ସମସ୍ୟା ବଢିବାରେ ଲାଗିଛି ଏବଂ ଜିବ ଜନ୍ତୁ ମଧ୍ୟ ପାଣି ପାଇଁ କଷ୍ଟ ଭୋଗ କରିବାରେ ଲାଗିଲେଣି ।

ଏହା ଆମେ ମାନେ କହୁ ନାହୁଁ ବରଂ ଇଣ୍ଟରନେଟ୍ ରେ ଭାଇରଲ ହେଉ ଥିବା ଏହି ଗୁଣ୍ଡୁଚୀ ମୂଷା ର ଭିଡିଓ କହୁଛି ଭାଇରଲ ଭିଡ଼ିଓ ରେ ଏକ ଗୁଣ୍ଡୁଚୀ ମୂଷା କେମିତି ଜନ ଗହଳୀ ପୂର୍ଣ୍ଣ ସ୍ଥାନ ରୋ ଲୋକ ମାନଙ୍କ ପଛରେ ଗୋଡାଉଛି ତାହା ଆପଣ ମାନେ ଦେଖି ପାରୁ ଥିବେ ।


ଭିଡ଼ିଓ ରେ ଦୁଇ ଜଣ ବ୍ୟକ୍ତି ମାନେ ପାଣି ବୋତଲ ଧରି ଚାଲି କରି ଜାଉ ଥିବା ବେଳେ ଗୁଣ୍ଡୁଚୀ ମୂଷା ପାଣି ମାଗୁ ଥିବାର ଦେଖିବା ପାଇଁ ମିଳିଛି । ଏମିତି କ୍ଷେତ୍ର ରେ ଏହି ଗୁଣ୍ଡୁଚୀ ମୂଷା ଟି କୈଣସି ପାଳିତ ନୁହେଁ ତେବେ ଆସି ମନୁଶ୍ୟ କୁ ପାଣିମାଗିବା ଏକ ଆଶ୍ଚର୍ଯ୍ୟ ଜନକ ବୋଲି ଜଣା ପଡୁଛି । ତେବେ ଆପଣ ମାନଙ୍କର ଏହାକୁ ନେଇ କଣ ମତ ରହିଛି ଆପଣ ମାନେ ନିଶ୍ଚିତ ଭାବେ ଜଣେଇ ଦେବେ କମେଣ୍ଟ ରେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *