ପ୍ରେମ ରେ ହସ୍ତମୌଥୁନ କରୁଛ କି ସେଷ ଯାଏ ପଢିଲେ ଆହୁରି ମାରିବେ

ଭାଇ ତମେ ସକାଳୁ ସଂନ୍ଧ୍ୟା ଏମିତି ମୁଠୀ ମାରି ମାରି ବହୁତ ବଡ ମୁଠବାଜ୍ ହୋଇ ଗଲଣୀ ତେବେ ଏହି ପୋଷ୍ଟ କୁ ସେଷ ଯାଏ ପଢନ୍ତୁ କଣ ପାଇଁ ନା ତୁମର ଏହି ବେହତର କଳାକାରୀ ର କରିସ୍ମା ତୁମର ବର୍ଡି କୁ ବହୁତ ଖରାପ କରି ଦେଇ ଥାଏ ।ତେବେ ପ୍ରଥମେ କଣ ହୋଇ ଥାଏ ନା ଡୋପାମିନ୍ ରିୱାର୍ଡ ସିଷ୍ଟମ୍ ରେ ଏହା ବେଶିକାଲି ଗୋଟିଏ ମଜା ହୋଇ ଥାଏ  ଜାହା ଆମେ ମାନେ କୈଣସି ବି କାର୍ଯ୍ୟ କୁ କରି କି ପାଇ ଥାନ୍ତି ତେବେ ଯେତେ ବେଳେ ବି ତୁମେ ଏହି ମୁଠୀବାଜ୍ କର ତେବେ ଏହି ଡୋପାମିନ୍ ତୁମକୁ ଗୋଟିଏ ମଜା ଦେଇ ଥାଏ ହେଲେ ଗୋଟିଏ କଥା ମନେ ରଖିବେ କି ବେଶୀ ମଜା ପାଇବା ବି ବହୁତ ଖରାପ ହୋଇ ଥାଏ  ଯେମିତି କି ଅତି ଲେମ୍ବୁ ଚିପୁଡିଲେ ପିତା ସେମିତି ହୋଇ ଥାଏ ।

ଯେତେ ବେଳେ ତୁମେ ବାରମ୍ବାର ମଜା ନେବାରେ ଲାଗି ଥାଏ ତେବେ ଏହି ମଜା ର ଲେବୁଲ୍ ବଢି ଯାଏ ।  ଏବଂ ଦ୍ୱତୀୟ ରେ ଜାହା ହେବ ତୁମେ ଡିଫରେସନ କୁ ଚାଲି ଜାଇ ଥାନ୍ତି । ସେମିତି ରେ ଆଗରୁ ଆପଣ ମାନେ ଜାହା ଟିକିଏ ଦେଖି ଦେଉ ଥିଲେ ଛିଡା ହେଉ ଥିଲା ହେଲେ ବର୍ତମାନ ସମୟ ରେ ଘଣ୍ଟା ଛିଡା ହେଉଛି । ବହୁତ ଅଧିକ ଆଶା ପରେ ତାହା ଛିଡା ହେଉଛି ମାନେ ତୁମର ଭୋକ ବଢିବାରେ ଲାଗିଛି ।

ଏହା ଦ୍ୱାରା ତୁମର ଛୋଟ ଛୋଟ ଖୁସୀ ସଂମ୍ପର୍ଣ୍ଣ ଭାବେ ମିଳିବା ବନ୍ଦ ହୋଇ ଯିବ  ହତାସ୍ ହେବାରେ ଲାଗିବା ସହିତ ଯଲ୍ଦି ଲ୍ଦି ରାଗିବାରେ ଲାଗି ଥାନ୍ତି  ତୁମର ରିଲେସନ ଖରାର ହେବାରେ ଲାଗି ଯାଏ  ଏହା ପରେ ଜାହା ହୋଇ ଥାଏ ତୁମେ ହାରାସମେଣ୍ଟ ହୋଇ ଯାଏ ମାନେ କୋଠନ ହୃଦୟ ର ତୁମେ ମାନେ ହୋଇ ଯାଏ । ସେହି ସମୟ ରେ ସମସ୍ତ ଙ୍କ ସହିତ ତୁ ତୁ ମେ ମେ ହେବାରେ ଲାଗି ଥାନ୍ତି ,

ତୁମକୁ କେବେ ବି ଖୁସୀ ମିଳେ ନାହିଁ କାରଣ ସବୁ ବେଳେ ତ ମୁଣ୍ଡ ରେ ମୁଠ୍ ମୁଠ୍ କା ମୁଠାପା ଚଲେଇ ଥାନ୍ତି ନା ସେମିତି ରେ ତୁମେ ବହୁତ ସାରା ପର୍ନ ଦେଖି ଥାନ୍ତି ବହୁତ କେଟାଗରି ର ମଧ୍ୟ ରହି ଥାଏ ସେମିତି ବେଳେ ତୁମେ ମାନେ ଅତିରିକ୍ତ ହାର୍ଡ କେଟାଗରୀ ର ଭିଡିଓ ସବୁ ଦେଖି କରି ନିଜ ପାର୍ଟନର ଙ୍କ ସହିତ ସେମିତି ହିଁ କିଛି କରିବା ପାଇଁ ପସନ୍ଦ କରନ୍ତି । ସେହିଥି ପାଇଁ ଆପଣ ମାନେ ହାରାସମେଣ୍ଟ ହୋଇ ଥାନ୍ତି ଜାହାକି ଆପଣଙ୍କ ପାର୍ଟନର କୁ ମୋଟେ ବି ପସନ୍ଦ ନୁହେଁ

ଏମିତି ରେ ତୁମ କୁ ଦୟା କ୍ଷେମା ଆସିବା ସଂମ୍ପର୍ଣ୍ଣ ଭାବେ ବନ୍ଦ ହୋଇ ଯାଏ  କାହାକୁ ବି ଦେଖି କରି ତୁମକୁ ରାଗ ଲାଗେ ଏମିତି ତେବେ ମୁଁ କହିବି ଏହି ସବୁ କୁ ସଂମ୍ପର୍ଣ୍ଣ ଭୀବେ ନ ଛାଡି ପାରିଲେ ବି ଧିରେ ଧଇରେ କରି ଆପଣ ମାନେ ଏହାକୁ ଛାଡି ପାରିିବେ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *