ଗୋଟେ ଥର ଏହାକୁ ବ୍ରଣରେ ଲଗାନ୍ତୁ ବ୍ରଣ ଏମିତି ଦୂର ହେବକି ଜୀବନରେ ଆଉ ଆସିବନି

ବନ୍ଧୁଗଣ ଆମେ ଆଜି ପିମ୍ପଲ ଉପରେ କଥା ହେବା ଏହା ସବୁ ସମୟ ରେ ସମସ୍ତ ଙ୍କ ଫେସ୍ ରେ ଆସେ । ହେଲେ ଆମେ ଆଜି ଆପଣ ମାନଙ୍କୁ ଏହି ପିମ୍ପଲ ବା ବ୍ରଣ ହଟେଇବାର ସଲ୍ୟୁସନ କହିବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଆଉ ଡେରି ନ କରି ଏହି ଫେସ୍ ପ୍ୟକ୍ କୁ କେମିତି ଭାବେ ପ୍ରସ୍ତୁତ କରି ପାରିବେ ସେହି ଉପରେ କଥା ହେବା ତେବେ ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ ଜରୁରୀ ଅଟେ କି ନିମ୍ବ ପାୱଡର , ଏହାକୁ ଆପଣ ମାନେ ବଡ ବାଉଲ୍ ରେ 5 ଚାମଚ୍ ନିମ୍ବ ପାୱଡର ନିଅନ୍ତୁ , ଏବଂ ପରେ ଆପଣ ମାନଙ୍କୁ ହଳଦୀ ପାୱଡର ର ଜରୁରୀ ଅଟେ ,ଏବଂ ପରେ ଆପଣ ମାନଙ୍କୁ ଜରୁରୀ ଅଟେ କି 4 ଚାମଚ୍ ଚନ୍ଦନ ପାୱଡର । ଏବଂ ପରେ ଆପଣ ମାନେ ସେହି ଥିରେ ତିନି ଚାମଚ୍ ଅରେଞ୍ ବିଲ୍ ପାୱ଼ର ବ୍ୟବହାର କରି ପାରିବେ । ଏବଂ ପରେ ଆପଣ ମାନଙ୍କୁ ସେହି ସବୁ ସଂମ୍ପର୍ଣ୍ଣ ଭାବେ ଗୋଳେଇ ନେବାକୁ ପଡିବ , ଏବଂ ପରେ ଆପଣ ମାନଙ୍କୁ କେବଳ ରାତି ରେ ଶୋଇବା ପୂର୍ବ ରୁ ହିଁ ଏହାକୁ ବ୍ୟବହାର କରିବେ ଏହା ପାଇଁ ଆପଣ ମାନଙ୍କୁ 1 ଚାମଚ ଏହି ଥିରୁ ନେବାକୁ ପଡିବ । ଏବଂ ସେହି ଥିରେ ଏଲୋବେରା ଜେଲ୍ ଏଡ୍ କରନ୍ତୁ , ଏବଂ ସେହି ଥିରେ ଆପଣ ମାନେ ସେହି ଛୋଟ ଲେମ୍ବୁ ର ଏଡ୍ କରନ୍ତୁ । ଏବଂ ପରେ ଆପଣ ମାନେ ସେହି ସବୁ ମିକ୍ସ କରି ଦେଇ ସେହି ତାହାକୁ ଭଲ ଭାବେ ଗୋଳେଇ କରି ଆପଣ ମାନଙ୍କ ମୁହଁ ରେ ଲେପ ଲଗାନ୍ତୁ , ଏହା ପାଇଁ ଆପଣ ମାନେ ଚେହେରା କୁ ଭଲ ଭାବେ ଧୋଇବବାର ଅଧ ଘଣ୍ଟା ପରେ ହିଁ ଏହାକୁ ବ୍ୟବହାର କରିବେ । ଦେଖିବେ ଏହାକୁ ଗୋଟିଏ ମାସ ବ୍ୟବହାର କରିବା ପରେ ଆପଣ ମାନଙ୍କ ମୁହଁ ରେ କୈଣସି ବି ର ପିମ୍ପଲ ରହିବ ନାହିଁ , ତେବେ ଆପଣ ମାନେ ବନ୍ଧୁଗଣ ନିଶ୍ଚିତ ଭାବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ତାର ସହିତ ଜାଣି ପାରି ଥିବେ ଆପଣ ମାନେ ଘୋରଇ ଉପାୟ କୁ ଆପଣେଇ କରି କେମିତି ଭାବେ ବ୍ରଣ ଠାରୁ ମୁକ୍ତି ପାଇ ପାରିବେ, ପୋଷ୍ଟ ଭଲ ଲାଗି ଥିଲେ ନିଶ୍ଚିତ ଭାବେ ଲାଇକ୍ କରିବେ ଏବଂ ଆପଣ ମାନେ ସେୟାର କରିବା ପାଇଁ ମୋଟେ ବି ଭୁଲିବେ ନାହିଁ ।  ତଥା ଆପଣ ମାନଙ୍କୁ ଏଠାରେ ଜଣେଇ ଦେବାକୁ ଚାହିଁହୁ କି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରି ଦିଅନ୍ତୁ ଧନ୍ୟ ବାଦ । 

Love To Share

Leave a Reply

Your email address will not be published. Required fields are marked *