ଅନୁଭବ ଙ୍କ ବଡ ଖୁଲାସା ବର୍ଷା ମାଆ ହେବାକୁ ଚାହୁଁ ନ ଥିଲେ ବୋଲି ଦାବୀ କରିଛନନ୍ତି ଦେଖନ୍ତୁ ଭିଡ଼ିିଓ

ବନ୍ଧୁଗଣ ଅୁବଭବ ମହାନ୍ତି ଏବଂ ବର୍ଷା ଙ୍କ ମଧ୍ୟ ରେ ହୋଇ ଥିବା ତିକ୍ତତା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ସେହି ପରି ଅନୁବଭ ଙ୍କ ବୟାନ୍ କୁ ଯଦି ଦେଖିବେ ତେବେ ବର୍ଷା ମାଆ ହେବାକୁ ଚାହଁ ନଥିଲେ । ଅନୁଭବ୍ ଙ୍କ କହିବା ଅନୁସାରେ କହିବା ଅନୁସାରେ ବର୍ଷା ତାଙ୍କ ସହିତ ସଂମ୍ପର୍କ ରଖୁ ନ ଥିଲେ ଏବଂ ଏହା ତାଙ୍କୁ ଅସହୟୋଗ କରି ଥିଲା । ସେହି ପରି ଚତୁର୍ଥି ରାତ୍ରୀ ରେ ହିଁଁ ସଂମ୍ପର୍କ ରଖିବା ପାଇଁ ମନା କରି ଥିଲେ  ସେ ସଂମ୍ପର୍କ ରଖିବା ପାଇଁ ତିନି ଚାରି ମାସ ସମୟ ମାଗି ଥିବା ବେଳେ ବର୍ଷା ଙ୍କ ନିସ୍ପତି ଙ୍କୁ ଅନୁଭବ ସମ୍ମାନ ଜଣେଇ ଥିଲେ ।

ଏବଂ ପରେ ପରେ ରାଜ୍ଯ ସଭା କୁ ନିର୍ବାଚିତ ହେବା ପରେ ସଂମ୍ପର୍କ ରେ ସୁଧାର ପାଇଁ ଚେଷ୍ଟା କରି ଥିଲେ ଅନୁଭବ  ହେଲେ ସଂମ୍ପର୍କ ରଖିବାକୁ ଅସହଜ ମନେ କରି ଥିଲେ ବର୍ଷା ପ୍ରିୟ ଦର୍ଶନୀ  ପତ୍ନୀ ଙ୍କ ଏହି ପରି ଆଚରଣ ମର୍ମାହତ କରି ଥିବା ପିଟିସନ୍ ର ଲେଖା ରହିଛି ସେହି ପରି ସେ କହିଛନ୍ତି କି ବର୍ଷା ଭଲ ପତ୍ନୀ ଏବଂ ଭଲ ବହୁ ହେବାରେ ବିଫଳ ହୋଇଛନ୍ତି , ସେହି ପରି ବର୍ଷା ଙ୍କ କଥା କହିବା ତେବେ ବର୍ଷା ପ୍ରିୟଦର୍ଶନୀ ଖାଉ ଥି୍ବା ସମୟ ରେ ଅନୁବଭ ଙ୍କ ଦୁଇ ସହଯୋଗୀ ତାଙ୍କର କୋଠରୀ ମଧ୍ୟ କୁ ପସି ଜବର୍ଦୋସ୍ତି ଭିଡ଼ିଓ କରିବା ଫଳ ରେ ବର୍ଷା ଏହି ପଦକ୍ଷେପ ନେଇ ଥିବା ତାଙ୍କର ଓକିଲୋ ଗଣ ମାଧ୍ୟମ ରେ କହିଛନ୍ତି ।

ତେବେ ବର୍ତମାନ ସମୟ ରେ ବର୍ଷା ଙ୍କ ଓଓକିଲୋ ଙ୍କ ଅନୁସାରେ ବର୍ଷା ଙ୍କୁ ଏବେ ଅନୁଭବ ଙ୍କ ଘରେ ବହୁତ ବିପଦ ରହିଛି ବୋଲି ବର୍ଷା ଙ୍କ ଓକିଲୋ କହିଛନ୍ତି  ହେଲେ ବର୍ଷା କହିବା କଥା କି ତାଙ୍କର ବର୍ତମାନ ସମୟ ରେ ବି ଶାଶୁ ଘରେ ସଂମ୍ପର୍ଣ୍ଣ ଅଧିକାର ରହିଛି କି ସେ ଶାଶୁ ଘରେ ରହି ପାରି୍ବେ । ତଥା ଯେ ପର୍ଯ୍ୟନ୍ତ ଏହି ମାମଲା ର ସୁଣାଣି ହୋଇ ସେହି ଯାଏ ତାଙ୍କୁ କେହି ବି ବାହାର କରି ପାରିବେ ନାହିଁ ବୋଲି ସେ କହିଛନ୍ତି  ଅନୁଭବ କହିବା ଅନୁସାରେ ବର୍ଷା ତାଙ୍କ ସହିତ ସଂମ୍ପର୍କ ରଖୁ ନ ଥିଲେ , ଏବଂ ଏହା ତାଙ୍କୁ ଅସହୟୋଗ କରି ଥିଲା । ସେହି ପରି ଚତୁର୍ଥି ରାତ୍ରୀ ରେ ହିଁଁ ସଂମ୍ପର୍କ ରଖିବା ପାଇଁ ମନା କରି ଥିଲେ ।

ସେ ସଂମ୍ପର୍କ ରଖିବା ପାଇଁ ତିନି ଚାରି ମାସ ସମୟ ମାଗି ଥିବା ବେଳେ ବର୍ଷା ଙ୍କ ନିସ୍ପତି ଙ୍କୁ ଅନୁଭବ ସମ୍ମାନ ଜଣେଇ ଥିଲେ । ହେଲେ ବର୍ତମାନ ସମୟ ରେ ସେ ନିଜକୁ ଏହି ସବୁ କୁ ନେଇ ଅସହଜ ମନେ କରୁଛନ୍ତି ତେବେ ସେହିଥି ପାଇଁ ସେ ଏହି ଛାଡ ପତ୍ର ଆବେଦନ କରିଛନ୍ତି, ସେହି ପରି ବର୍ଷା ବି ସ୍ୱାମୀ ଙ୍କୁ ମଦ୍ୟପ ଦର୍ଶାଇ କରି ସେ ବି ସ୍ୱାମୀ ଙ୍କ ଉପରେ କଟକ ପରିବାର କୋର୍ଟ ରେ କେସ୍ ଫାଇଲ୍ କରିଛନ୍ତି । ତେବେ ଏହାକୁ ନେଇ ଆପଣ ମାନଙ୍କର କଣ ରାୟ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ।

Love To Share

Leave a Reply

Your email address will not be published. Required fields are marked *