ଆସୁଛି ଆଉ ଏକ ଲଘୁଚାପ 12 ଟି ଜିଲ୍ଲା କୁ ଲାଗିଲା ସତର୍କ ସୂଚନା ଦେଖନ୍ତୁ ଆପଣଙ୍କ ଜିଲ୍ଲା ନାହିଁ ତ ଏହା ମଧ୍ୟରେ

ଆସୁଛି ପୁଣି ଏକ ଲଘୁଚାପ ଆସନ୍ତା 9 ତାରିଖ ବେଳକୁ ଉତ୍ତର ବୋଙ୍ଗପ ସାଗର ରେ ପୁଣି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏବଂ ଏହି ଲଘୁଚାପ ସୃଷ୍ଟି ହେଲେ ରାଜ୍ୟ ରେ ପୁଣି ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ ଉତ୍ତର ବୋଙ୍ଗପ ସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ ପାଇଁ ସାରା ରାଜ୍ୟ ରେ ଏବେ ବର୍ଷା ଜାରୀ ରହିଛି । ଉତ୍ତର ଓଡ଼ିିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇ ଥିବା ବେଳେ ଦକ୍ଷିଣ ଓଡ଼ିଶା ରେ ମଧ୍ୟମ ରୁ ପ୍ରବଳ ବର୍ଷା ଦେଖିବା ପାଇଁ ମିଳିଛି । ଗତ 24 ଘଣ୍ଟା ମଧ୍ୟ ରେ ଜାଜପୁର ଜିଲ୍ଲା ରେ ସର୍ବାଧିକ ବର୍ଷା ହେବାର ଦେଖିବା ପାଇଁ ମିଳିଛି । ଆସନ୍ତା 24 ଘଣ୍ଟା ମଧ୍ୟ ରେ ଉତ୍ତର ଓଡ଼ିଶା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିବା ବେଳେ ଓଡ଼ିଶା ର ସବୁ ଜିଲ୍ଲା ରେ ହାଲ୍କା ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । ସମ୍ବଲପୁର , ଦେଓଗଡ , ବରଗଡ , ଝାଡସୁଗୁଡା , ଅନୁଗୁଳ, ବଲାଙ୍ଗୀର , ନୂଆପଡା ,ସୁନ୍ଦର ଗଡ , କେନ୍ଦୁଝର , ଢେଙ୍କାନାଳ , ଜାଜପୁର ଜିଲ୍ଲା ପାଇଁ ଅରେଞ୍ ୱାର୍ଣିଂ ଜାରୀ ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷ ରୁ । ସେହି ପରି ଆପଣ ମାନଙ୍କୁ ସୂଚନା ଦେବୁ କି ରାଜ୍ୟ ରେ ଏହି ପ୍ରବଳ ବର୍ଷା ପାଇଁ କିଛି ଜିଲ୍ଲା ମାାନଙ୍କ ରେ ଜଳ ବନ୍ଧୀ ଅବସ୍ଥା ସୃଷ୍ଟି ହୋଇଛି । ସେହି ପରି ଅନେକ ସ୍ଥାନ ରେ ଯୋଗାଯୋଗ ବି ବିଛିନ୍ନ ହୋଇଛି । ସେହି ପରି ଜାଜପୁର ର ଧର୍ମଶାଳା ଅଞ୍ଚଳ ରେ ଲୋକ ମାନଙ୍କ ଘର ମଧ୍ୟ ରେ ପାଣି ପସି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ସେହି ପରି ଭାବେ ଢେଙ୍କାନାଲ ଭୂବନ ଦେଇ ଜାଇ ଥିବା 53 ନମ୍ବର ରାସ୍ତା ବି ସଂମ୍ପର୍ଣ୍ଣ ଭାବେ ଧୋଇ ହୋଇ ଜାଇଛି । ଫଳ ରେ ଭୂବନ ଏବଂ ଜାଜପୁର ମଧ୍ୟ ରେ ଯୋଗାଯୋଗ ବିଛିନ୍ନ ହୋଇଛି । ସେହି ପରି ବେଳେ ପୁଣି ଏକ ଲଘୁଚାପ ଆସନ୍ତା 9 ରେ ରହି ଥିବା ବେଳେ ଏହା କେଉଁ ପରିଭାବେ ମୋଡ ନେବ ତାହା ନେଇ ବର୍ତମାନ ସମୟ ରେ ପ୍ରଶ୍ନ ଉଠୁଛି , ସେମିତି ରେ ଏହି ଦିନ ରେ ପୂର୍ବ  ରୁ ଜାରି ରହି ଥିବା ଲଘୁଚାପ ର ସଂମ୍ପର୍ଣ୍ଣ ସେଷ ହୋଇ ନ ଥିବା ବେଳେ ଆଉ ଏକ ଲଘୁଚାପ ରେ ଲୋକ ମାନଙ୍କ ମୁଣ୍ଡ ବ୍ୟଥା ହେବାରେ ଲାଗିଛି , ତେବେ ଏହି ସବୁ ଜିଲ୍ଲା ମଧ୍ୟ ରେ ଆପଣଙ୍କ ଜିଲ୍ଲା କେଉଁ ଜିଲ୍ଲା ଆପଣ ମାନେ କମେଣ୍ଟ କରନ୍ତୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *