ପୁଣି ମାଡି ଆସୁଛି ଆଉ ଏକ ଲଘୁଚାପ ରାଜ୍ୟ ର 9 ଜିଲ୍ଲା କୁ ଲାଗିଲା ସତର୍କ ବାଣୀ ବାତ୍ୟା ହେବାର ସମ୍ଭାବନା ଅଧିକ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପୁଣି ଥରେ ବଙ୍ଗପସାଗର ରେ ସୃଷ୍ଟି ହେଲା ଲଘୁଚାପ ତେବେ ଜୁନ 9 ଯାଏ ଏହି ସବୁ ଜିଲ୍ଲା କୁ ଜାରୀ ହେଲା ସତର୍କ ଯୋଜନା । ତେବେ ସେହି ସବୁ ଜିଲ୍ଲା ମଧ୍ୟ ରେ କେଉଁ କେଉଁ ଜିଲ୍ଲା ରହିଛି ସେହି ବିଷୟ ରେ ଆମେ ଆପଣ ମାନଙ୍କୁ କହିବୁ , 9 ତାରିଖ ରେ କେନ୍ଦ୍ରିୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ପାରେ ଲଘୁଚାପ , ଏହାର ପ୍ରଭାବ ରେ ଓଡ଼ିଶା ରେ ବିଭିନ୍ନ ଜିଲ୍ଲା ମାନଙ୍କର ବର୍ଷା ହେବା ସହିତ ବଜ୍ରପାତ ହେବାର ବହୁତ ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣି ପାଗ ବିଭାଗ ସୂଚନା ଦେଇଛି, ତେବେ ଏହା ଅକ୍ଟୋବର ମାସ ର ଦ୍ୱତୀୟ ସପ୍ତାହ ଯାଏ ଲାଗି ରହିବ ଏମିତି ସ୍ଥିତି ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହି ବିଷୟ ରେ ଅକ୍ଟୋବର 9 ରୁ 10 ତାରିଖ ସକାଳ ମଲକାନା ଗିରି , କୋରାପୁଟ, ରାୟଗଡା, ଏବଂ କନ୍ଧମାଳ ଜିଲ୍ଲା କୁ ୟଲୋ ୱାର୍ଣ୍ଣିଂ ଜାରୀ ହୋଇଛି , ସେହି ପରି କୋରାପୁଟ ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହୋଇ ପାରେ । କୋରାପୁଟ, ରାୟଗଡା, ଏବଂ କନ୍ଧମାଳ, ବାଲେଶ୍ୱର, ସୋନପୁର ଆଜି ସ୍ଥାନ କୁ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲା ରେ ଝଡ ତଫାନ ହେବା ସହିତ ବଜ୍ରପାତ ହେବାର ବହୁତ ସମ୍ଭାବନା ରହିଛି ଉପକୂଳ ବର୍ତି ଜିଲ୍ଲା ତଥା ଆଭ୍ୟନ୍ତରଣୀୟ ଜିଲ୍ଲା ମାନଙ୍କ ରେ ଏହାର ସଂମ୍ପର୍ଣ୍ଣ ପ୍ରଭାବ ଦେଖିବା ପାଇଁ ମିଳିବ ,ଏହି ସମୟ ରେ ଘଣ୍ଚା ପ୍ରତି 40 ରୁ 50 କିଲୋମିଚର ରେ ପବନ ବି ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ର ସୂଚନା ଦିଆ ଜାଇଛି । ଯଦି ଆପଣ ମାନେ ଏହି ଜିଲ୍ଲା ରୁ ବିଲଙ୍ଗ କରୁଛନ୍ତି ତେବେ ଏହି ଜିଲ୍ଲା ମାନଙ୍କରେ 9 ରୁ 10 ତାରିଖ ଯାଏ ବର୍ଷା ହେବ । ତେବେ ଆପଣ ମାନେ ଏହି ସମୟ ରେ ସାବଧାନତା ଅବଲମ୍ଭନ କରିବା ପାଇଁ ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ରହିଛି ,ଏବଂ ମୂଖ୍ୟତଃ ଭାବେ ମତ୍ସ୍ୟ ଜିବୀ ତଥା ସମୁଦ୍ର ମଧ୍ୟ ରେ କାର୍ଯ୍ୟ କରୁ ଥିବା କାର୍ଯ୍ୟ କର୍ତ୍ତା ମାନଙ୍କୁ ଏହି ଦିନ ମାନଙ୍କ ରେ ସମୁଦ୍ର ମଧ୍ୟ କୁ ଯିବାରୁ ବାରଣ ହୋଇଛି , ତେବେ ଆପଣ ମାନଙ୍କ ଜିଲ୍ଲା ଏହା ମଧ୍ୟ ରେ ରହିଛି ତେବେ ଆପଣ ମାନଙ୍କୁ ବି ସାବଧାନ ରହିବା ପାଇଁ ପଡିବ , ଏବଂ ଅନ୍ୟ କୁ ସାବଧାନ ବି ରହିବା ଉପଦେଶ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *