ପୁଣି ଆଜି ବଢ଼ିଲା ଗ୍ୟାସ ଦର ନୂଆ ରେଟ ଜାଣି ରଖନ୍ତୁ ନହେଲେ ପସ୍ତେଇବେ ।

gas

ବନ୍ଧୁଗଣ ଯଦି ଆପଣ ମାନେ ଗ୍ୟାସ୍ ଭରିବା ପାଇଁ ଜାଉଛନ୍ତି ତେବେ ଆପଣ ମାନଙ୍କ ପାଇଁ ନୂଆ ରେଟ୍ ଆସି ସାରିଛି । ଜାହାକି ପୂର୍ବ ରୁ ରେଟ୍ ଥିଲା ସେହି ରେଟ୍ କିଛି ପରିବର୍ତନ ଦେଖିବା ପାଇଁ ମିଳିଛି । ତେବେ କେତେ ଟଙ୍କା ବଢିଛି ଏବଂ ନୂଆ ଦର କେତେ ରହିଛି ସେହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ତେବେ ଆପଣ ମାନେ ପୋଷ୍ଟ କୁ ସେଷ ଯାେ ପଢନ୍ତୁ ।

ପୁଣି ସାଧାରଣ ଜନତା ଙ୍କ ଉପରେ ମହଙ୍ଗା ମାଡ ପନି ପରିବା ଡାଲି ଚିନି ଖାଇବା ତେଲ ଆଦି ପରେ ସିଲିଣ଼୍ଡର ଦାମ୍ ଏବେ ବୃଦ୍ଧି ପାଇଛି , ତୈଳ କମ୍ପାନୀ ଗୁଡିକ LPG ର ଦାମ୍ ବୃଦ୍ଧି କରିଛନ୍ତି , 14.2 କିଲୋ ସିଲିଣ୍ଡର ର ଦାମ୍ 50 ଟଙ୍କା ବୃଦ୍ଧି ପାଇଛି , ଠିକ୍ ସେହି ପରି ଭାବେ 5 କିଲୋ ସିଲିଣ୍ଡର ଦାମ୍ 18 ଟଙ୍କା ବୃଦ୍ଧି ପାଇଛି । ଏବଂ ସେହି ପରି ବର୍ତେ 19 କିଲୋ ସିଲିଣ୍ଡର ଦାମ୍ 36.50 ପଇସା ବୃଦ୍ଧି ପାଇଛି ।

gas

ଦେଶ ର ସବୁଠାରୁ ବଡ ତୈଳ କମ୍ପାନୀ ଅନୁସାରେ ଦିଲ୍ଲା ରେ ବିନା ସବସିଟ୍ ରେ 14.2 କିଲୋ ସିଲିଣ୍ଡର ବର୍ତମାନ ସମୟରେ 926 ଟଙ୍କା ରହିଛି । କଲିକତା ରେ 835 ଟଙ୍କା ଏବଂ ମୁମ୍ବାଇ ରେ 899 ଟଙ୍କା ରହିଛି । ଏବଂ ଚେନ୍ନାଇ ରେ 660 ଟଙ୍କା ରହିଛି ଏବଂ ଏହା ପୂର୍ବ ରୁ ଡିସେମ୍ବର 1ତାରିଖ ରେ ଘୋରଇ ଗ୍ୟାସ୍ ର ଦର ବୃଦ୍ଧି ପାଇ ଥିଲା ।

ସେହି ପରି 19 କିଲୋ ର କମର୍ସିଆଲ ସିଲିଣ୍ଡର ର ଦାମ୍ 55 ଟଙ୍କା ବୃଦ୍ଧି ପାଇ ଥିଲା ଏହି ଦିନ ରେ HPCL , BPCL , ଓ IUC ଙ୍କ ଗ୍ୟାସ୍ ସିଲିଣ୍ଡର ଦାମ୍ ରେ କୈଣସି ବି ପରିବର୍ତନ ହୋଇ ନ ଥିଲା ସାଧାରଣ ଭାବେ ତୈଳ କମ୍ପାନୀ ମାସ ର ପ୍ରଥମ ତାରିଖ ରେ ରୋଷେଇ ଗ୍ୟାସ୍ ସଂସଧୋନ କରି ଥାଏ ।

lpg

ହେଲେ ଏହି ଥର ସେମିତି ନ କରି 14.2 କିଲୋ ଗ୍ୟାସ୍ ର ଦାମ୍ ବୃଦ୍ଧି ହୋଇ ନ ଥିଲା ଏବଂ ମାସ ର ଆଧା ରେ ହିଁ ଏହାର ପରିବର୍ତନ କରି ଥିବାର ଦେଖିବା ପାଇଁ ମିଳିଛି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *