ପୁଣି କମେଡିଆନ ଗୁଡୁ ଙ୍କୁ ହେଲା କୋରନା ଏଥର ମନା କରିଲେ ଡାକ୍ତର!

ବର୍ତମାନ ସମୟ ରେ ପୁଣି ଗୋଟିଏ ଦୁଖଃ ଦାୟକ ଖବର ସାମ୍ନା କୁ ଆସୁଛି । ଓଲିଉଡ ର କମେଡିଆନ ଗୁଡୁ ବର୍ତମାନ ସମୟ ରେ କୋରନା ପଜେଟିଭ୍ ହୋଇ ଛନ୍ତି । ଯଦି ଦେଖିବେ ଆଶନ୍ତା କାଲି ତୋ ପାଇଁ ମୁଁ ସିରିଏଲ ର ଚନ୍ଦନ ବି କୋରନା ପଜେଟିଭ୍ ଚିହ୍ନଟ ହୋଇ ଥିଲେ । ଠିିକ୍ ସେତିକି ବେଳେ ଆଜି ଜାହା ଖବର ରହିଛି ଗୁଡୁ ଆଜି କୋରନା ପଜେଟିଭ୍ ହୋଇଛନ୍ତି । ତାଙ୍କ କଗିବା ଅନୁସାରେ ସେ ଗତ କାଲି ସଂନ୍ଧ୍ୟା ରୁ ହିଁ ଜ୍ୱର ଏବଂ ଛାତି ରେ ଯନ୍ତ୍ରଣା ମଧ୍ୟ ହୋଇଛି, ଏବଂ ସେହିଥି ପାଇଁ ଗୁଡୁ ଙ୍କ ବାପା ମାଆ ତାଙ୍କୁ କୋଭିଡ୍ ହସ୍ପିଟାଲ ରେ ଏଡମିଟ୍ ପାଇଁ ନେଇ ଥିଲେ ।

ହେଲେ କୋଭି୍ଡ୍ ହସ୍ପିଟାଲ ତାଙ୍କୁ ଏଡମିସନ ପାଇଁ ମନା କରି ଦେଇ ଥିଲେ, ଏମିତି ଗୋଟିଏ ସାଘାତିକ୍ ଅଭିଯୋଗ ବର୍ତମାନ ସମୟ ରେ ଗୁଡୁ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଭିଡ଼ିଓ କରି ପୋଷ୍ଟ କରିଛନ୍ତି । ଗୁଡୁ ଙ୍କ କହିବା ଅନୁସାରେ ତାଙ୍କ ଶରୀର ରେ ଏମିତି ଲକ୍ଷୟ ଦେଖା ଦେବା ପରେ ତାଙ୍କର ବାପା ମାଆ ତାଙ୍କୁ ବହୁତ ସାରା ହସ୍ପିଟାଲ ନେଇ ଜାଇ ସାରିଛନ୍ତି, ହେଲେ କୈଁଣସି ବି ହସ୍ପିଟାଲ ତାଙ୍କୁ ଆଡମିଟ୍ କରାଉ ନାହାଁନ୍ତି । ଏବଂ BMC ବି ତାଙ୍କୁ ଅଣ ଦେଖା କରୁଛି ବୋଲି ସେ କହିଛନ୍ତି । ଏବଂ ଏହି ବିଷୟ ରେ ସେ ନିଜର ସୋସିଆଲ ଏକାଉଣ୍ଟ ରେ ଅପିଲ୍ କରି ଛନ୍ତି ।

ତାଙ୍କୁ କେମିତି ହସ୍ପିଟାଲ ରେ ଆଡମିସନ ମିଳିବ ସେହି ବିଷୟ ରେ ସରକାର ଙ୍କ ନିକଟ ରେ ପାର୍ଥନା କରିଛନ୍ତି, ଏବଂ ଆମ ଚେନ୍ନାଲ ପକ୍ଷ ରୁ ବି ଆମେ ମଧ୍ୟ ପାର୍ଥନା କରିବା ପାଇଁ ଚାହୁଁଛୁ କି ଏହିତି ରୋଗୀ ଙ୍କୁ BMC ଅବହେଳା କରନ୍ତୁ ନାହିଁ  ଏବଂ ତୁରନ୍ତ ଚିକିତ୍ସା କରନ୍ତୁ , ସେହି ପରି ବେଳେ ଆପଣ ମାନେ ଜାଣିଛନ୍ତି ବର୍ତମାନ ସମୟ ରେ କେଉଁ ଭଳି ଭାବେ କୋରନା ର ପରିସ୍ଥି ରହିଛି ଏବଂ ଏହାକୁ ନେଇ ରାଜ୍ୟ ସରକାର ଚେତେଇ ଦେଇଛନ୍ତି କି ବିଗତ ଦୁଇ ମାସ

ମଧ୍ୟ ରେ କୋରନା ସଂଙ୍କ୍ରମଣ କମି ଜାଇ ଥିବା ବେଳେ ଏବେ ଶୀତ ଦିନ ଆସୁ ଥିବାରୁ ଆଗାମୀ ଦୁଇ ମାସ ପୁଣି ଥରେ କୋରନା ସଂଙ୍କ୍ରମଣ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି , ଏବଂ ଏହି ନେଇ ରାଜ୍ୟ ବାସୀ ଙ୍କୁ ଏବେ ସତର୍କତା ଅବଲମ୍ବନ କରିା ସହିତ କୋଭିଡ୍ ଗାଇଡ୍ ଲାଇନ୍ କୁ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *