ପୁଣି ଧମାଲ୍ କରିବେ ଅମ୍ଳାନ୍ ଏବଂ ରିୟା ଗୋଲାପି ଗୋଲାପି-2 ରେ ନଜର ଆସିବେ

ପୁଣି ଥରେ ଗୋଲାପୀ ଗୋଲାପୀ 2 ରେ ଆସିବେ ଅମ୍ଲାନ ଏବଂ ରିଆ ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପିଲ୍ମ ସହିତ ଯୋଡିତ ହୋଇ ଥିବା ସଂମ୍ପର୍ଣ୍ଣ ଖବର ଦେବୁ ଆପଣ ମାନେ ବାସ୍ ସେଷ ଯାଏ ପଢନ୍ତୁ। ରିଆ ଏବଂ ଅମ୍ଲାନ୍ ଏବେକାର ଜଣେ ବ୍ୟସ୍ତ ନାୟକ ନାୟିକା । ଅମ୍ଲାନ୍ 2013 ରେ ଟାର୍ଗେଟ୍ ରୁ ସିନେମା ରେ ପ୍ରେବଶ କରି ଥିବା ବେଳେ ସେ ଏବେ ନିୟମିତ ଭାବେ ସିନେମା ରେ କାମ କରି ଆସୁଛନ୍ତି । ତାଙ୍କର ବର୍ଷ କୁ ପ୍ରାୟ ଦୁଇ ରୁ ତିନୋଟି ଫିଲ୍ମ ରିଲିଜ୍ ହୋଇ ଥାଏ । ସେହି ପରି ଭାବେ ଓଲିଉଡ ର ଚୁଲବୁଲି ନାୟିକା ରିଆ ପ୍ରେମ ଅଢେଇ ଅକ୍ଷର ରୁ ନିଜର କେରିଅର ଆରମ୍ଭ କରି ଥିବା ବେଳେ ସେ ଗୋଲାପୀ ଗୋଲାପୀ ରେ ବି ନାୟିକା ଭାବେ ନିଜର ଆସି ଥିଲେ ।

ଏବେ ଏମାନଙ୍କ ହାତରେ ପୁଣି ଗୋଟିଏ ସିନେମା ରହିଛିି ଜାହାର ନାମ ହେଲା ଗୋଲାପୀ ଗୋଲାପୀ 2 ତେବେ 2014 ରେ ରିଲିଜ୍ ହୋଇ ଥିବା ଫି୍ଲ୍ମ ଗୋଲାପୀ ଗୋଲାପୀ ଏହା ସିକ୍ୟୁଏଲ ବୋଲି କୁହା ଯାଉଛି । ସୀତା ରାମ ଅଗ୍ରୱାଲ ଙ୍କ ପ୍ରଜଜିତ ତଥା ସୁଶାନ୍ସ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମା ଅମ୍ଲାନ୍ , ରିଆ , ମୀହୀର ଦାଲ୍ , ସିଦ୍ଧାନ୍ତ । ଅପରା ଜିତା ମହାନ୍ତି ପ୍ରମୂଖ ଙ୍କୁ ମୂଖ୍ୟ ଭୂମିକା ରେ ଦେଖିବା ପାଇଁ ମିଳି ଥିଲା ହେଲେ ଗୋଲାପୀ ଗୋଲାପୀ 2 ରେ । ନିର୍ଦେଶକ ହେଲେ ମୃତ୍ୟୁଞୟ ସାହୁ  ଯିଏ କି ଆଗରୁ ବ୍ୟଚଲର ଯିଏ ଜାହା କହୁ ମୋର ଢୋ ଏବଂ ସୁନା ଚଢେଇ ମୋ ରୁପା ଚଢେଇ ପରି ସିନେମା କରିଛନ୍ତି ।

ତେବେ ସେହି ସବୁ ସିନେମା ର ଅଭିଜ୍ଞ୍ୟତା ରୁ ହିଁ ଜଣା ପଡୁଛି କି ଏହି ସିନେମା ବି ବହୁତ ଭଳଲ ହେବ ବୋଲି । ଏବଂ ପୁଣି ଥରେ ଦର୍ଶକ ମାନେ ଗୋଲାପୀ ଗୋଲାପୀ 2 ଆପଣ ମାନେ ଅମ୍ଲାନ୍ ଏବଂ ରିଆ ଙ୍କୁ ଦେଖିବା ପାଇଁ ପାଇବେ , ସେମିତି ରେ ଆମେ ଯଦି ରିଆ ଙ୍କ ବିଷୟ ରେ କହିବା ତେବେ ,ମାତ୍ର 17 ବର୍ଷ ବୟସ ରେ ଓଲିଉଡ ରେ ପାଦ ଥାପି ଥିଲେ ରିଆ ଏବଂ ରିଆ ଙ୍କ ପ୍ରଥମ ଫିଲ୍ମ ଥିଲା ପ୍ରେମ ଅଢେଇ ଅକ୍ଷର ଏବଂ ଏହି ଫିଲ୍ମ ରେ ତାଙ୍କୁ ଏଗ୍ନେଷ୍ଚ ରେ ବାବୁସାନ୍ ଙ୍କୁ ଦେଖିବା ପାଇଁ ମିଳି ଥିଲା । ଆଉ ଏହି ଫିଲ୍ମ ଟି ସେହି ସମୟ ରେ ଜବର୍ଦୋସ୍ତ ହିଟ୍ ହୋଇ ଥିବା ବେଳେ ସେହି ସମୟ ରେ ଲୋକ ମାନେ ଏହାକୁ ବହୁତ ପରିମାଣ ରେ ପସନ୍ଦ କରି ଥିଲେ , ଏବଂ ପରେ ପରେ ରିଆ ତାଙ୍କର ଅଭିନୟ ବଳ ରେ ହିଁ ଏମିତି ବହୁତ ଭଲ ଫିଲ୍ମ ରେ କାମ କରି ଥିବାର ଦେଖିବା ପାଇଁ ମିଳି ଥିଲେ ।

ବର୍ତମାନ ସମୟ ରେ ରିଆ 22 ବର୍ଷ ର ଅଟନ୍ତି , ତାଙ୍କ ଭଉଣୀ ଙ୍କୁ ରିଆ ବହୁତ ଭଲ ପାଇ ଥାନ୍ତି , ଏବଂ ରିଆ ଙ୍କ ଭଉଣୀ ଙ୍କ ନାମ ହେଲା ଦିଆ ବର୍ତମାନ ସମୟ ରେ ଦିଆ ଇଂଞିନିୟରଂ ସାରି ବାରେ ବ୍ୟସ୍ତ ରହି ଥିବା ବେଳେ ଆଗାମୀ ସମୟ ରେ ସେ ଜବ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *