ଏମିତି ମହିଳା ଙ୍କ ଠାରୁ ସବୁ ବେଳେ ଦୂରେଇ ରୁହନ୍ତୁ ନହେଲେ ହୋଇଯିବେ କାଙ୍ଗାଳ ।

women

ବନ୍ଧୁଗଣ ଏମିତି ମହିଳା ଙ୍କ ଠାରୁ ସବୁ ବେଳେ ଦୂରେଇ ରୁହନ୍ତୁ ନହେଲେ ପସ୍ତେଇବେ । ଯଦି ଆମେ ଆଚାର୍ଯ୍ୟ ଚାଣକ୍ୟ ଙ୍କ କଥା କହିବା ତେବେ କଳିଯୁଗ ରେ ବି ଏମିତି ଜ୍ଞ୍ୟାନ ଦେଇଥାନ୍ତି । ଜାହା ସୁଣି ଲୋକ ମାନେ ଆଶ୍ଚର୍ଯ୍ୟ ରହି ଜାଇ ଥାନ୍ତି । ତାଙ୍କୁ ସବୁ ବେଳେ ମହା ଜ୍ଞ୍ୟାନୀ ଏବଂ ବିଦ୍ୟୁାନ ବୋଲି ମନାଯାଏ । ତାଙ୍କର ନୀତି ଏବଂ ତାଙ୍କର ବଚନ କାହାର ବି ଜିବନ କୁ ସୁଧାରି ଦେଇ ଥାଏ ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ମହିଳା ମାନଙ୍କ ବିଷୟ ରେ କହିବୁ ଯେଉଁ ମାନଙ୍କ ଠାରୁ ସବୁ ବେଳେ ଦୂରେଇ ରହିବା ଉଚିତ୍ । ପ୍ରଥମେ ରହିଛନ୍ତି ଚାଣକ୍ୟ ସବୁ ସମୟ ରେ ମହିଳା ମାନଙ୍କ ଠାରୁ ଦୂରେଇ ରହିବା ପାଇଁ କହି ଥାନ୍ତି । ଯେଉଁ ପୁରୁଷ ମାନେ ମହିଳା ଙ୍କ ସୁନ୍ଦରତା କୁ ଦେଖି ସେମାନେ ବିବାହ କରିଥାନ୍ତିି । ସେମାନଙ୍କ ନୈକା ରାସ୍ତା ରେ ହିଁ ବୁଡି ଯାଏ । ସେହିଥି ପାଇଁ ଚାଣକ୍ୟ ସବୁ ବେଳେ କୁହନ୍ତି ସୁନ୍ଦରତା ଠାରୁ ଅଧିକ ମହିଳା ଙ୍କ ସଂସ୍କାର ଏବଂ ଜ୍ଞ୍ୟାନ ଏବଂ ତାର ଲକ୍ଷଣ ସଠିକ୍ ରହି ଥିବା ଜରୁରୀ ଅଟେ ।

Acharya Chanakya

ଏମିତି ରେ ଖରାପ୍ ଲକ୍ଷଣ ରହି ଥିବା ମହିଳା ମାନଙ୍କ ଠାରୁ ସବୁ ବେଳେ ଦୂରେଇ ରହିବା ଆବଶ୍ୟକ ହୋଇଥାଏ । ସେହି ପରି କେବେ ବି କୈଣସି ମହିଳା ଉପରେ ଆଖି ବନ୍ଦ କି ବିଶ୍ୱାସ କରିବା କଥା ନୁହେଁ । ଏମିତି ରେ ଆପଣ ମାନେ ସେମିତି ବିଶ୍ୱାସ କରୁଥିଲେ ସେ ଆପଣ ମାନଙ୍କୁ ଧୋକା ନିଶ୍ଚିତ ଭାବେ ଦେଇ ପାରନ୍ତି ।

ଚାଣକ୍ୟ ଙ୍କ ଅନୁସାରେ ସୁନ୍ଦର ପତ୍ନୀ ସବୁ ବେଳେ ଧୋକା ଅଧିକ ଦେଇଥାନ୍ତି ସେହିଥି ପାଇଁ କୈଣସି ବି ଝିଅ ର ସୁନ୍ଦରତା ଉପରେ ମୋହିତ ହୁଅନ୍ତୁ ନାହିଁ । ସେ ଆପଣ ମାନଙ୍କୁ ପରେ ଧୋକା ନିଶ୍ଚିତ ଭାବେ ଦେବ ବୋଲି ଆପଣ ମାନେ ଜାଣି ରଖନ୍ତୁ । ସବୁ ସମୟ ରେ ସୁନ୍ଦରତା ଅନ୍ୟ କୁ ବି ଆକର୍ଶିତ କରିଥାଏ ସେହିଥି ପାଇଁ ସବୁ ସମୟ ରେ ସୁନ୍ଦର ନାରୀ ମାନେ ଅଧିକ ଧୋକା ଦେଇଥାନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *