ବିବାହ ପରେ ମହିଳା ମାନଙ୍କର ଶରୀରରେ ଏହି ସବୁ ପରିବର୍ତ୍ତନ ଆସିଥାଏ |

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କି ବିବାହ ପରେ ମହିଳା ମାନଙ୍କର କଣ ସବୁ ବଢ଼ିଥାଏ । ତେବେ ଏହି ବଷୟରେ ସମ୍ପୂର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢ଼ନ୍ତୁ, ବନ୍ଧୁଗଣ ଏହାତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବିବାହ ପରେ ପ୍ରତେକ ମହିଳା ମାନଙ୍କ ଭିତରେ ବିଭିନ୍ୟ ପ୍ରକାରର ପରିବର୍ତନ ଦେଖିବାକୁ ମିଳିଥାଏ ଏବଂ ତା ସହିତ ବିବାହ ପରେ ମଧ୍ୟ ମହିଳା ମାନେ ବେଶି ଆକର୍ଶଣିୟ ଦେଖା ଯାଇଥାନ୍ତି କିନ୍ତୁ କଣା ଆପଣ ମାନେ ଝାଣନ୍ତି କି ବିବାହ ପରେ ମହିଳା ମାନଙ୍କର କଣ ସବୁ ବଢିଥାଏ ଆଉ ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ଏହି ସବୁ ବିଷୟରେ ।

girl

ପ୍ରଥମେ ହେଉଛି ଦାଇତ୍ୱ ବନ୍ଧୁଗଣ ଯେବେ ଝିଅଟି ନିଜ ଘରେ ଥାଏ ସେତେବେଳେ ତାକୁ କୌଣସି କଥାର ଚିନ୍ତା ନଥାଏ କିନ୍ତୁ ଯେବେ ଝିଅଟେ ବିବାହ କରି ଶାଶୁ ଘରକୁ ଯାଇଥାଏ ଶେତେବେଳେ ତାକୁ ସବୁ ଦାଇତ୍ୱ ନେବାକୁ ପଡିଥାଏ ଆଉ ଯେତେବେଳେ ଝିଅଟି ମା ହୋଇଥାଏ ସେତେବେଳେ ତାର ସବୁ ଦାଇତ୍ୱ ଅଧିକ ମାତ୍ରାରେ ବଢିଯାଇଥାଏ ।

ଦିତୀୟରେ ହେଉଛି ଓଜନ ପ୍ରାୟ ଆପଣ ମାନେ ଦେଖିଥିବେ ନିଶ୍ଚୟ କି ବିବାହ ପରେ ପ୍ରାୟ ମହିଳା ମାନଙ୍କର ଶରୀରର ଓଜନ ବଢିଯାଇଥାଏ ଏବଂ ସେ ମୋଟା ହୋଇଯାଇଥାଏ କିନ୍ତୁ ଦେଖିବାକୁ ଗଲେ ସେମାନେ ମୋଟା ହେବାର ମଖ୍ୟ କାରଣ ହେଉଛି କି ପ୍ରଥମ ଥର ସାରୀରିକ ସମ୍ପର୍କ ରଖି ସାରିବା ପରେ ସେମାନଙ୍କ ଭିତରେ ଥିବା ହରମୁନ୍ ଧିରେ ଧିରେ ସକ୍ରିୟ ହୋଇଥାଏ ଯାହା ଫଳରେ ସେମାନଙ୍କ ଶରୀରର ଓଜନ ବଢିଯାଇଥାଏ ଏବଂ ସେମାନେ ବେଶି ଆକର୍ଶଣିୟ ଲାଗିଥାନ୍ତି ।

girls

ତୃତାୟ ରେ ହେଉଛି ସ୍ଥନ ବନ୍ଧୁଗଣ ଏହା ମାନ ଯାଇଛି କି ବିବାହ ପରେ ମହିଳା ମାନଙ୍କ ସ୍ଥନର ଆକାର ବଢିଯାଇଥାଏ କାରଣ ସ୍ଥନକୁ ଛୁଇଁବା ଦ୍ୱାରା ବା ତାକୁ ଜୋର ରେ ଧରିବା ଦ୍ୱାରା ସ୍ଥନର ଆକାର ବଢିବାରେ ଲାଗିଥାଏ ତା ସହିତ ଏହା ମଧ୍ୟ ମାନ ଯାଇଛି କି ପିଲା ଜନ୍ମ କରି ସାରିବା ପରେ ମଧ୍ୟ ସ୍ଥନର ଆକାର ବଢିଯାଇଥାଏ ଓ ପିଲା ସ୍ଥନ୍ୟପାନ କରିବା ସମୟରେ ସ୍ଥନ କୁ ଜୋରରେ ଶସିବା ଦ୍ୱାରା ମଧ୍ୟ ସ୍ଥନର ଆକାର ବଢିଯାଇଥାଏ ।

ତେବେ ବନ୍ଧୁଗଣ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *