ପୁଣି 8 ଟି ଜିଲ୍ଲା ପାଇଁ ଦିଆ ଗଲା ସତର୍କ ସୂଚନା ଆଜି ଠାରୁ ରାଜ୍ୟ ରେ ଏହି ଜିଲ୍ଲା କୁ ଲାଗିଲା ବଡ ୱାର୍ଣ୍ଣଂ

ବନ୍ଧୁଗଣ ଏବେ ଏବେ ମିଳି ଥିବା ସୂଚନା ଅନୁସାରେ ଆଞ୍ଚଳିକ ପାଣି ପାଗ ବିଭାଗ କହିଛି କି 8 ଟି ଜିଲ୍ଲା ରେ ପ୍ରବଳ ବର୍ଷିବ ଏବଂ ଏହା ପାଇଁ 48 ଘଣ୍ଟା ପାଇଁ ବିପର୍ଯ୍ୟ ରୁ ବର୍ତିବା ପାଇଁ ଜାହା ସବୁ ଉପାୟ ମାନ କରିବା କଥା ସେହି ସବୁ କୁ ସେହି ଜିଲ୍ଲା ପାଳ ଙ୍କୁ କରିବା ପାଇଁ ନିର୍ଦ୍ଧେଶ ଦେବା ସହିତ ସତର୍କ ସୂଚନା ଦିଆ ଜାଇଛି । ସେହି ପରି ଘଣ୍ଟା ପ୍ରତି 65 ବେଗ ରେ ପବନ ବହିବା ସହିତ ମାଟି ର ଘର ଭାଙ୍ଗିବ ଏବଂ ଛୋଟ ଛୋଟ ଗଛ ପତ୍ର ଉପାଡି ପଡିବା ନେଇ ସତର୍କ ସୂଚନା ଦେଇଛନ୍ତି ତେବେ ଏହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ବିବରଣୀ ଜାଣିବା ତଥା ଏହି ଦିନ ରେ ବିଶେଷଜ୍ଞ୍ୟ ମାନେ ଏହି ଉପରେ ଏକ ରିପୋର୍ଟ ମଧ୍ୟ ଜାରି କରିଛନ୍ତି ।

ତେବେ ବନ୍ଧୁଗଣ ସଂମ୍ପର୍ଣ୍ଣ ବିଷୟ ଟି ଜାଣିବା ପୂର୍ବ ରୁ ଆପଣ ମାନଙ୍କୁ ଅନୁରୋଧ ଯେ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ଏହି ବିଷ. ରେ ବିବରଣୀ ନେଇ ପାରିବେ । ତେବେ ଆଗାମୀ 48 ଘଣ୍ଟା ମଧ୍ୟ ରେ ଏହି ବିଷୟ ରେ ଜଣା ପଡିଯିବ କି ଏହି ଦିନ ରେ ସୃଷ୍ଟି ହୋଇ ଥିବା ଲଘୁଚାପ କେତେ ବଡ ରୂପ ନେବ ବୋଲି ଜଣା ପଡିବ 24 ଘଣ୍ଟା ମଧ୍ୟ ରେ ଅବପାତ ରେ ପରିଣତ ହେବ ।

ଏବଂ ଆଗାମୀ 48 ଘଣ୍ଟା ମଧ୍ୟ ରେ ଗଭୀର ଅବପାତ ର ରୂପ ନେବ ଆଜି ଠାରୁ 24 ତାରିଖ ଯାଏ ରାଜ୍ୟ ର ବିଭିନ୍ନ ଜିଲ୍ଲା ମାନଙ୍କ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି , ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡ଼ିଶା ରେ ଏହାର ପ୍ରଭାବ ଦେଖିବା ପାଇଁ ମିଳିବ ଗତପତି, ରାୟଗଡା , ଗଞାମ୍ ଏବଂ ପୁରୀ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ପରିମାଣ ରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିଥି ପାଇଁ ଏହି ଜିଲ୍ଲା କୁ ଅରେଞ୍ ୱାର୍ଣ୍ଣିଂ ଜାରି ହୋଇଛି , ତା ଛଡା ଏହି ଅରେଞ୍ ଆଲର୍ଟ ଜାରି ହୋଇ ଥିବା କ୍ଷେତ୍ର ରେ ବଜ୍ର ପାତ ହେବାର ବହୁତ ସମ୍ଭାବନା ମଧ୍ୟ ରହିଛି ତେଣୁ ଏହି ପରି ପରିସ୍ଥିତି କୁ ଲକ୍ଷ୍ୟ କରି ରାଜ୍ୟ ରେ ଏହି ସବୁ ଜିଲ୍ଲା ମାନଙ୍କ ରେ ସତର୍କ ସୂଚନା ଦେଇଛନ୍ତି ପାଣି ପାଗ ବିଭାଗ , ତଥା ଏହି ଦିନ ମାନଙ୍କ ରେ ଭୂସ୍ଖଳଳନ ଏବଂ ପବନ ବହିବା ନେଇ କେମିତି ଭାବେ ଲୋକ ମାନେ ସଜାଗ ରହି ପାରିବେ ।

ସେହି ବିଷୟ ବସ୍ଥୁ ଉପରେ ଉପକୂଳ ବର୍ତ୍ତି ଜିଲ୍ଲା ମାନଙ୍କ ର ଲୋକ ମାନଙ୍କୁ ସତର୍କ କରେଇ ଦିଆ ଜାଇ ଥିବା ବେଳେ ସମୁଦ୍ର ମଧ୍ୟ କୁ ଯିବା ପାଇଁ ମନା କରି ଦିଆ ଜାଇଛି , ଏହି ଜିଲ୍ଲା ମାନଙ୍କ ମଧ୍ୟରେ ବାଲେଶ୍ୱର , ଭଦ୍ରକ , କଟକ, ଜଗତସିହଂ ପୁର, ଜାଜପୁର , କେନ୍ଦ୍ରାପଡା , ଗଜପତି ତେବେ ବନ୍ଧୁଗଣ ଆପଣ ମାନଙ୍କ ଜିଲ୍ଲା ଏହା ମଧ୍ୟ ରୁ ରରହିଛି କି ନାହିଁ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

Love To Share

Leave a Reply

Your email address will not be published. Required fields are marked *