ବର୍ଷା ଅନୁଭବ ଙ୍କ ପରେ ଅଲଗା ହେଲେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ।

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି କିଛି ଦିନ ହେବ ସବ୍ୟସଚୀ ଏବଂ ଅର୍ଚ୍ଚିତା ଙ୍କ ପ୍ରେମ କାହାଣୀ ଙ୍କୁ ନେଇ ବହୁତ ଚର୍ଚ୍ଚା ଜୋର ଧରି ଥିଲା ଏବଂ ସେମାନଙ୍କ ଫେନ୍ସ ମାନେ କହୁଥିଲେ କି ଖୁବ୍ ଶୀଘ୍ର ସବ୍ୟସାଚୀ ଏବଂ ଅର୍ଚ୍ଚିତା ଦୁହେଁଁ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଜାଉଛନ୍ତି । ଏବଂ ପରେ ଏମାନଙ୍କ ସଂମ୍ପର୍କ ବିବାହ ବନ୍ଧନ ରେ ପରିବର୍ତିତ ହୋଇଛି । ଏବଂ ଏତେ ଦିନର ସଂମ୍ପର୍କ ପରେ ବନ୍ଧୁଗଣ ଏବେ ଜାହା ସୂଚନା ମିଳିଛି କି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ମଧ୍ୟ ରେ ବ୍ରେକପ୍ ହୋଇ ଜାଇଛି ।

ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ପାଖା ପାଖି 4 ରୁ 5 ଟି ଫିଲ୍ମ ମାନଙ୍କ ରେ ଏହି ଦୁଇଟି ଯୋଡି କାମ କରିଛନ୍ତି । ଜାହା ବହୁତ ମାତ୍ରା ରେ ହିଟ୍ ହେବାରେ ଲାଗିଥିଲା । ଏବଂ ଏହି ଦୁଇଜଣ ଙ୍କ ଲଭଭ୍ ରୋମାନ୍ସ କୁ ଦର୍ଶକ ମାନେ ବହୁତ ବେଶୀ ପସନ୍ଦ ମଧ୍ୟ କରୁଛନ୍ତି । ଏବଂ ସେମାନେ ଏତେ ମାତ୍ରା ରେ ସେମାନଙ୍କୁ ପସନ୍ଦ କରୁ ଥିଲେ କି ସେମାନେ ଭାବୁଥିଲେ କି ଏମାନେ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ।

sabya

ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଦିନ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ମଧ୍ୟ ରେ ଝଗଡା ହୋଇ ଜାଇଛି । କାରଣ ତାଙ୍କର ଫେନ୍ସ ମାନେ ଭାବୁଛନ୍ତି ପାଖା ପାଖି ଦୁଇ ବର୍ଷ ହେବ ଏହି ଦୁହିଁଙ୍କର କୈଣସି ଫିଲ୍ମ ଆସୁନାହିଁ । ସେହିଥି ପାଇଁ ସେମାନେ ଏହି କଥା ଭାବୁଛନ୍ତି କି ଏହି ଦୁଇ ଜଣଙ୍କ ମଧ୍ୟ ରେ ଝଗଡା ହୋଇ ଜାଇଛି ।

ହେଲେ ଆପଣ ମାନଙ୍କୁ ଆମେ ଜଣେଇ ଦେବୁ କି ସେମିତି କିଛି ବି ହୋଇ ନାହିଁ ବରଂ ଏହି ଦିନରେ ବିବାହ କରି ବହୁତ ଖୁସୀ ରେ ରହିଛନ୍ତି । ଏକ ନୂଆ ଓଡିଆ ଫିଲ୍ମ ଯେଉଁ ଫିଲ୍ମ ଟି ସିଦ୍ଧାର୍ଥ ଟିଭି ବ୍ୟନରେ ରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମ ର ନିକଟ ରେ ଶୁଭ ମହ୍ୱରତ ଶେଷ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହି ଫିଲ୍ମ ସୁଟିଂ ମଧ୍ୟ ଆରମ୍ଭ ହେବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *