ଆଦିତ୍ୟ ଦାସ ନିଜେ କହିଛନ୍ତି ତାଙ୍କ ଜୀବନରେ କଣ କଷ୍ଟ ଥିଲା ସେ କାହିଁକି ଟେନସନ ଅଛନ୍ତି

htfukwwe ju

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ କୁ ଆଜି 5 ମାସ ବିତି ସାରିଛି ହେଲେ ଆଜିର ଦିନ ରେ ସେ ଲୋକ ମାନଙ୍କ ମନ ରେ ରହିଛନ୍ତି ଏବଂ ଲୋକ ମାନେ ତାଙ୍କୁ ଠିକ୍ ସେତିକି ପରିମାଣ ରେ ଭଲ ମଧ୍ୟ ପାଉଛନ୍ତି ଏବଂ ଏବେ ବି ତାଙ୍କର ଫୋଟ ସବୁ ସୋସିଆଲ ମିଡିଆ ରେ ଭାଇରଲ ହେଉ ଥିବା ବେଳେ ଏହି ଦିନ ରେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଥିରେ ସେ ନିଜର ଜିବନ ର ସବୁ ଦୁଖଃ କଷ୍ଟ ଏବଂ ଏବଂ ତାଙ୍କର ଶତୃ ମାନଙ୍କ ବିଷୟ ରେyh7tiyfdth

ସେ ନିଜେ କହି ଥିବାର ଦେଖିବା ପାଇଁ ମିଳିଛନ୍ତି ତେବେ ବନ୍ଧୁଗଣ ଆନେ ଆଜି ଆପଣ ମାନଙ୍କୁ କହିବୁ କି ସେହି ଭିଡ଼ିଓ ରେ ଏମିତି କଣ କହିଛନ୍ତି ବୋଲି । ବାସ୍ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ବନ୍ଧୁଗଣ ଏହି ଭିଡ଼ିଓ ଅନୁସାରେ ଆଦିତ୍ୟ ଦାସ୍ କହିଛନ୍ତି ସେ ସବୁ ସମୟ ରେ ଟିକଟକ୍ ଏବଂ ବିଭିନ୍ନ ,ସୋସିଆଲ ମିଡ଼ିଆ ରେ ଭିଡ଼ିଓ ତିଆରି କରୁଛନ୍ତି ଏହାର ମାନେ ଏହା ନୁହେଁ କି ତାଙ୍କୁ ମୋଟେ ବି କଷ୍ଟ ହୁଏ ନାହିଁ , ତାଙ୍କୁ ଠିକ୍ ସେତିକି କଷ୍ଟ ହୋଇ ଥାଏ ଏବଂ ଆଜିର ଦିନ ରେ ଭିନ୍ନ ଲୋକ ମାନଙ୍କର ଭିନ୍ନ ଡିମାଣ୍ଡ ରହି ଥିବାhjfgka

ବେଳେ ତାଙ୍କର କାମ କୁ ନେଇ ବହୁତ ଲୋକ ମାନେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି କି ସେ କରୁଛନ୍ତି କଣ । ଏହି ସୋସିଆଲ ମିଡିଆ ରେ ସେ ବିଭିନ୍ନ ଲୋକ ମାୀନଙ୍କ ପ୍ରଶ୍ନ ଉତ୍ତର ଦେବାକୁ ପସନ୍ଦ କରୁ ଥିବା ବେଳେ ସେ ନିଜର ଏହି ସବୁ ବିଷୟ ରେ ସେୟାର କରିବା ପାଇଁ ପସନ୍ଦ କରନ୍ତି ହେଲେ ହେଲେ ଏହି ଭିଡ଼ିଓ ଯେଉଁ ଭାଇରଲ ହେଉଛି ସେହି ଥିରେ ସେ ନିଜର ଜିବନ ରେ ଲୋକ ମାନଙ୍କ ତାଙ୍କ ପ୍ରତି ରହି ଥିବା ବିଭିନ୍ନ ପ୍ରଶ୍ନ ଉତ୍ତର ଦେବା ସହିତ ସେ ସେହି ଥିରେ ସେମାନଙ୍କୁ କେତେ ଭଲ ପାଆନ୍ତୁ

ଏବଂ ନିଜର ଶତୃ ସହିତ କେମିତି ଭାବେ ଲଢାଇ ଜାଇ ପାରିବ ସେହି ବିଷୟ ରେ ବି ସେ ଭିଡିଓଏ ରେ ଆଲୋଚନା କରି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ତେବେ ଆପଣ ମାନେ ସେହି ଭାଇରଲ ହୋଇ ଥିବା ଭିଡ଼ିଓ କୁ ଆପଣ ମାନେ ତଳେ ଦେଖି ପାରିବେ , ଏବଂ ଆପଣ ମାନେ ଏଠାରେ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ କି ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ଏହି ଭିଡ଼ିଓ ଆପଣ ମାନଙ୍କୁ କେମିତି ଲାଗିଲା ଏବଂ ଆପଣ ମାନେ ତାଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *