ଶାସ୍ତ୍ର ଅନୁସାରେ ଏମିତି ମହିଳା ଙ୍କ ସହିତ ଶାରୀରିକ ସଂମ୍ପର୍କ ରଖିବା କଥା ନୁହେଁ

ବନ୍ଧୁଗଣ ଆଜିର ସମୟ ରେ କୈଣସି ଲୋକ ର ମୁଣ୍ଡ ରେ କାମ ବାସନା ର ମୁଡ୍ ହୋଇ ଯାଏ ତେବେ ସେମାନେ ଏହା ବି ଦେଖନ୍ତି ନାହିଁ ସେ ସେମାନଙ୍କର କଣ ହୋଇ ଥାଏ ବୋଲି । ହେଲେ ଶାସ୍ତ୍ର ଅନୁସାରେ ଏମିତି କୁହା ଯାଏ କି ମନୁଶ୍ୟ କୁ କାମ ବାସନା କରିିବା ପୂର୍ବ ରୁ ସେମାନଙ୍କୁ ବହୁତ ଗୁଡିଏ କଥା ର ଧ୍ୟନ ଦେବା କଥା । ଏବଂ ଭାବି ଚିନ୍ତି ହିଁ ସଂଭୋଗ କରିବା କଥା । ସେମିତି ରେ ଭାରତୀୟ ଶାସ୍ତ୍ର ରେ ଏହି କଥା ବି କୁହା ଜାଇଛି କି କେଉଁ କେଉଁ ସ୍ତ୍ରୀ ସହିତ ଶାରୀରିକ ସଂମ୍ପର୍କ ରଖିବା କଥା ନୁହେଁ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ବିଧବା ମହିଳା ।

ଭାରତୀୟ ଶାସ୍ତ୍ର ଅନୁସାରେ କେବେ ବି ବିଧବା ମହିଳା ଙ୍କ ସହିତ ଶାରୀରିକ ସଂମ୍ପର୍କ କେବେ ବି ବନେଇବା କଥା ନୁହେଁ । ଯଦି ଆପଣ ମାନେ ତାଙ୍କ ସହିତ ସଂଭୋଗ କରିିବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ପ୍ରଥମେ ସେମାନଙ୍କୁ ବିବାହ କରିବା ପାଇଁ ପଡିବ । ଶାସ୍ତ୍ର ଅନୁସାରେ ଏହା ପାପ ଏବଂ ପରେ ପସ୍ତେଇବା ଭଳି କାମ ହୋଇ ଥାଏ । ସାଙ୍ଗ ର ସ୍ତ୍ରୀ, ଶାସ୍ତ୍ର ରେ ଏହି କଥା କୁ ବି ସବୁ ସମୟ ରେ କୁହା ଜାଇଛି କି କେବେ ବି ନିଜ ବନ୍ଧୁ ଙ୍କ ପତ୍ନୀ ଙ୍କ ସହିତ ସେହି ପରି କାମ ମାନେ ସଂଭୋଗ କାମ କରିବା କଥା ନୁହେଁ । ହିନ୍ଧୁ ଶାସ୍ତ୍ର ରେ କୈଣସି ମିତ୍ର ସହିତ ବିଶ୍ୱାସ ଘାତ ମୋଟେ ବି ସଠିଖ୍ ନୁହେଁ ।

ସେହି ପରି ବନ୍ଧୁଗଣ ବୃଦ୍ଧ ଙ୍କ ସହିତ ଆପଣ ମାନେ ଯଦି ସଂଭୋଗ କ୍ରିଆ କରୁ ଥାନ୍ତି ତେବେ ଆପଣ ମାନଙ୍କୁ ନର୍କ ରେ ବି ସ୍ଥାନ ମିଳେ ନାହିଁ । କିନ୍ନର ଙ୍କ ସହିତ, ଏମିତି ବ ଭାରତୀୟ ଶାସ୍ତ୍ର ରେ କୁହା ଜାଇଛି ଯେଉଁ ମାନେ ସ୍ତ୍ର ରୁ ଅଧେ ଏବଂ ପୁରୁଷ ରୁ ଅଧେ ହୋଇ ଥାନ୍ତି ମାନେ କିନ୍ନର ମାନଙ୍କ ସହିତ କେବେ ବି ସଂଭୋଗ କରିବା କଥା ନୁହେଁ ।ରାସ୍ତା ରେ ମହିଳାଙ୍କ ଏଠାରେ ଏମିତି ବି କୁହା ଯାଏ କି ରାସ୍ତା ରେ କେବେ ବି କୈଣସି ମହିଳା ଙ୍କ ସହିତ ସଂଭୋଗ କ୍ରିୁଆ କରିବା କଥା ନୁହେଁ

ଏମିତି ରେ ବହୁତ ସମୟ ରେ ଆମ ମାନଙ୍କୁ ଶାସ୍ତ୍ର ରେ ବହୁତ କିଛି କଥା ସୁଖିବା ପାଇଁ ଜାଣିବା ପାଇଁ ମଳି ଥାଏ ତେବେ ସେହି ପରି ବେଳେ ଆପଣ ମାନଙ୍କୁ ଜଣେଇ ଦେବୁ  କେବେ ରୋଷେଇ ଘର ମଧ୍ୟ ରେ ସଂମ୍ପର୍କ ସ୍ଥାପନା କରିବା କଥା ନୁହେଁ କାରଣ ତାହା ମାତା ଲକ୍ଷ୍ମୀ ଙ୍କ ସ୍ଥାନ ଏବଂ ସେହି ପରି ଭାବେ ଆପଣ ମାନେ କେବେ ବି ମହିଳା ସଂମ୍ପର୍କ ସ୍ଥାପନା ଅନ୍ୟ କୁ କେବେ ବି କହିବା କଥା ନୁହେଁ ।

ତେବେ ଆପଣ ମାନେ ନିଜର ଲୋକ ମାନଙ୍କ ଶତୃତା ପାଇଁ ଯଦି ଆପଣ ମାନେ କାହା ସହିତ ସଂମ୍ପର୍କ ରଖୁଛନ୍ତି ତେବେ ଆପଣ ମାନେ ତାହା ପାଇଁ ପାପୀ ଭାବେ ପରି ଗଣିତ ହୋଇ ପାରନ୍ତି , ତେବେ ବନ୍ଧୁଗଣ ଆମର ଏହି ପୋଷ୍ଟ ଆପଣ ମାନଙ୍କୁ କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ଏବଂ ସେୟାର କରିବା ପାଇଁ ଭୁଲିବେ ନାହିଁ ।

Love To Share

Leave a Reply

Your email address will not be published. Required fields are marked *