2020 ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଲୋକପ୍ରିୟ ଓଡ଼ିଆ କଳାକାର

ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଅଭିନେତା ଙ୍କ ବିଷୟ ରେ ସୂଚନା ଦେବା ପାଇଁ ଆସିଛୁ । ଯେଉଁ ମାନେ ଏହି ଦିନ ରେ ମାନେ 2020 ରେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଜାଉଛନ୍ତି । ତେବେ ଆସନ୍ତୁ ଆମେ ସେମାନଙ୍କ ବିଷୟ ରେ ସଂମ୍ପର୍ଣ ଭାବେ ଆଲୋଚନା କରିବା । ତେବେ ପ୍ରଥମେ ରହିଛନ୍ତି ଅମ୍ଲାନ୍ ଦାସ୍  ଆପଣ ମାନେ ଅଲ୍ଲାନ୍ ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ମିହୀର୍ ଦାସ୍ ଙ୍କ ପୁଅ ସେ ଏବେ ଏହି ଦିନ ରେ ଭୂମିକା ଙ୍କୁ ବିବାହ କରିବା ପାଇଁ ଜାଉଛନ୍ତି । ସେହି ପରି ଭାବେ ଦ୍ୱତୀୟ ନମ୍ବର ରେ ରହିଛନ୍ତି ଶ୍ରଦ୍ଦା ପ୍ରାଣୀ ଏବଂ ରାଜେଶ୍  ଏମାନେ ଏହି ଦିନ ରେ ସିରିଏଲ ରେ ଅଭିନୟ କରି ସାରା ଓଡିଶା ରେ ଲୋକପ୍ରିୟ ହୋଇ ଥିବା ଏହି ଦୁଇଟି ଯୋଡି ଙ୍କ ବିବାହ 2020 ର ମାର୍ଚ୍ଚା ରେ ହେବା ପାଇଁ ଜାଉଛି ବୋଲି ଜଣା ପଡ଼ିଛି ଏହା ପରେ ଆସିୁଛନ୍ତି ସୁଭସ୍ମୀତା ଏବଂ ତନୁସ୍ୱାମୀ ।

ଏମାନେ ଦୁହି ଜଣ ଜଣେ ଜଣେ ସୋଫ୍ଟୱିଆୟ ଇଞିନିୟ ହୋଇ ଥିବା ବେଳେ ଏମାନେ ବି ଏହି 2020 ବର୍ଷ ରେ ବିବାହ କରିବା ପାଇଁ ଜାଉଛନ୍ତି ବୋଲି ଜଣା ପଡ଼ିଛି  ସେହି ପରି ବେଳେ 2020 ରେ ପ୍ରକୃତି ମିଶ୍ର ବି ବିବାହ କରିବା ପାଇଁ ଜାଉଛନ୍ତି । ତାଙ୍କର ବୟଫ୍ରେଣ୍ଡ ରତୁଲ ଙ୍କ ସହିତ ଏହି ଦିନ ରେ ଡେଟିଂ କରୁଛନ୍ତି । ସେହି ପରି ଭାବେ ଏହି ବର୍ଷ ର ଆରମ୍ଭ ରୁ ହିଁ ବିବାହ କରିବା ପାଇଁ ଜାଉଛନ୍ତି ସମ୍ଭାବନା ମହାନ୍ତି  ଓଲିଉଡ ରେ କିଛି ପରିମାଣ

ରେ ଫିଲ୍ମ କରି ଥଇବା ବେଳେ ଏହି ଦିନ ରେ ସେ ଟେଲିଉଡ ରେ ପାଦ ଦେଇ ଥିଲେ । ଏହି ଦିନ ର ସେମାନେ ବିବାହ କରିହବା ପାଇଁ ଜାଉଛନ୍ତି । ସେହି ପରି ଭାବେ ରଜ କୁଇନ୍ ର ଜାକଲିନ୍ ପରିଡା ଏବଂ ଇର୍ପିତ୍ । ଏହି ଦିନ ରେ ସେମାନେ ବିଭିନ୍ନ ସିରିଏଲ ରେ କାର୍ଯ୍ୟ କରି ଥିବା ବେଳେ ସେମାନେ 2020 ବର୍ଷ ରେ ବିବାହ କରିବା ପାଇଁ ଜାଉଛନ୍ତି । ତେବେ ସେମିତି କ୍ଷେତ୍ର ରେ ଏମାନେ ବର୍ତମାନ ସମୟ ରେ ନିଜର ପଢା ପଡି ରେ ବ୍ୟସ୍ତ ରହି ଥିବା ବେଳେ ଏହି ବର୍ଷ ରେ ସେମାନେ ବିବାହ କରିବେ

ସେମିତି  ରେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଏହି  ବିଗତ ଦିନ ରେ ବହୁତ ଓଲିଉଡ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ବିବାହ ହୋଇ ସାରି ଥିବା ବେଳେ ଆଗାମୀ ଦିନ  ମାନଙ୍କ ରେ ଏହି ସବୁ ଅଭିନେତା ମାନଙ୍କ ବିବାହ ହେବାକୁ ଯାଉଛି , ତେବେ ଆପଣ ମାନଙ୍କୁ ଏମାନଙ୍କ ଯୋଡି କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ  କମେଣ୍ଟ କରି ଜଣେଇ ଦେବେ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *