ଏପରି ସ୍ୱଭାବ ଥିବା ବ୍ୟକ୍ତି ଜୀବନରେ କେବେ ବି ଧନୀ ହୋଇ ପାରିବ ନାହିଁ ଆପଣଙ୍କ ମଧ୍ୟ ରେ ନାହିଁ ତ !

ବନ୍ଧୁଗଣ ଆଜିର ଦିନ ରେ ବହୁତ ଲୋକ ମାନେ ଧନୀ ହେବାର ସ୍ୱପ୍ନ ଦେଖଇ ଥାନ୍ତି ହେଲେ ସେମାନଙ୍କର କିଛି ଖରାପ୍ ଅଭ୍ୟାସ ପାଇଁ ହିଁ ସେମାନେ କେବେ ବି ଧନୀ ହୋଇ ପାରନ୍ତି ନାହିଁ । ବନ୍ଧୁଗଣ ଯଦି ଆପଣ ମାନେ ଧନୀ ହେବାକୁ ଚାହାଁନ୍ତି ତେବେ ଏହି ସବୁ ଖରାପ ଅଭ୍ୟାସ କୁ ଛାଡି ଦିଅନ୍ତୁ । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ଖରାପ୍ ଅଭ୍ୟାସ ବିଷୟ ରେ କହିବା ପାଇଁ ଆସିଛୁ । ତେବେ ପ୍ରଥମେ ରହିଛି ସଫା ସୁତୁରା ନ ରହିବା , ଯେଉଁ ବ୍ୟକ୍ତି ମାନେ ସଫା ସୁତୁରା ରୁହନ୍ତି ନାହିଁ । ସେମାନେ କେବେ ବି ଜିବନ ରେ ଧନୀ ହୋଇଇ ପାରନ୍ତି ନାହିଁ । କାରଣ ସଫା ସୁତୁରା ରହୁ ଥିବା ବ୍ୟକ୍ତି ଙ୍କ ପାଖରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇ ଥାଏ । ସେମିତି ରେ ଏହି ପରି କୁହା ଯାଏ କି ଅନ୍ୟ କୁ ସମ୍ମାନ ଦେବା ମାନେ ଭଗବାନ ଙ୍କୁ ସମ୍ମାନ ଦେବା । ସେମିତି ରେ ଆପଣ ମାନେ ବି କେବେ ବି ଅନ୍ୟ କୁ କୈଣସି ସମୟ ରେ ଅସମ୍ମାନ କରନ୍ତୁ ନାହିଁ ନଚେତ୍ ଆପଣ ମାନେ ଗରିବ ଏବଂ କାଙ୍ଗାଳ ହୋଇ ଯିବେ ସେହି ପରି କି ଝଗଡା କରିବା ଏମିତି ବବି ଶାସ୍ତ୍ର ରେ କୁହା ଜାଇଛି କି ଯେଉଁ ବ୍ୟକ୍ତି ମାନେ ସବୁ ସମୟ ରେ କଳି ଝଗଡା କରି ଥାନ୍ତି ସେମାନଙ୍କ ପାଖରେ ବି କେବେ ବି ମାତା ଲକ୍ଷ୍ମୀ ରହି ପାରନ୍ତି ନାହିଁ ।

ଏମାନଙ୍କ ପାଖରେ ସବୁ ରହି ମଧ୍ୟ ସେମାନେ କାଙ୍ଗାଳ ହୋଇ ରହି ଥାନ୍ତି । ସେହି ପରି ଅସମ୍ମାନ କରିବା ଯଦି କେବେ କୈଣସି ମଣିଷ ଅନ୍ୟ କୁ ଅସମ୍ମାନ କରି ଥାନ୍ତି ତେବେ ସେହି ପରି କ୍ଷେତ୍ର ରେ ସେହି ପରି ଲୋକ ମାନଙ୍କ ପାଖରେ କେବେ ବି ଲକ୍ଷ୍ମୀ ଙ୍କ ବାସ ହୋଇ ନ ଥାଏ , ସେମିତି ରେ ଆପଣ ମାନେ ଏହି ବିଷୟ ରେ ଜାଣି ଥିବେ ଯେଉଁ ବ୍ୟକ୍ତି ମାନେ କର୍ମ କୋଢୀ ହୋଇ ଥାନ୍ତି । ଯେଉଁ ମାନେ କେବେ କାମ କୁ ଗୁରୁତ୍ୱ ଦିଅନ୍ତି ନାହିଁ ଏବଂ ସବୁ ସମୟ ରେ ଯେଉଁ ବ୍ୟକ୍ତି ଅଳସ ପଣ ସହିତ ବଞ୍ଚି ରହି ଥାନ୍ତି ସେମାନଙ୍କ ପାଖରେ କେବେ ବି ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ବରଂ ଯେଉଂ ଲୋକ ମାନେ ସବୁ ସମୟ ରେ ଚଞ୍ଛଳତା ଦେଖେଇବା ସହିତ ନିଜର କର୍ମ କ୍ଷେତ୍ର ରେ ଆଗକୁ ଆଗକୁ ବଢି ଚାଲି ଥାଏ ସେହି ମାନେ ଜିବନ ରେ ଆଗକୁ ବଢିବା ସହିତ ନନିଜର ସ୍ୱଭାବ ରେ ସୁଧାର ଆଣୁ ଥିବା ଲୋକ ମାନଙ୍କ ପାଖରେ ମାତା ଲକ୍ଷ୍ମୀ ସବୁ  ସମୟ ରେ ବାସ କରନ୍ତି , ତେବେ ଆପଣ ମାନଙ୍କୁ ଆମର ସୂଚନା ଭଲ ଲାଗି ଥିଲେ ନିଶ୍ଚିତ ସେୟାର କରିବେ ।

Love To Share

Leave a Reply

Your email address will not be published. Required fields are marked *